ପ୍ରଭାସଙ୍କ ଫିଲ୍ମ ଚାଲିଥିବାବେଳେ ରାୟଗଡ଼ା ସିନେମା ହଲରେ ନିଆଁ, ଫ୍ୟାନ୍ସ କରୁଥିଲେ ଆଳତି
ଭୁବନେଶ୍ବର: ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ଦି ରାଜା ସାବ” ଜାନୁଆରୀ ୯ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଥିଲା ଏବଂ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଅଭିନେତାଙ୍କ ଅନେକ ପ୍ରଶଂସକ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ…