ରୁଷିଆରୁ ତେଲ କିଣିବ ଭାରତ, ଅନୁମତି ଦେଲା ଆମେରିକା

ନୂଆଦିଲ୍ଲୀ: ରୁଷିଆରୁ ତେଲ କିଣିପାରିବ ଭାରତ ।  ଭାରତକୁ ରୁଷିଆରୁ ତେଲ କିଣିବା ପାଇଁ ଆମେରିକାର ଅନୁମତି ।  ତେବେ କେବଳ ୩୦ ଦିନର ଅସ୍ଥାୟୀ ଅନୁମତି ମିଳିଛି ।  ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ ଏକ ଟ୍ୱିଟ୍ କରି କହିଛନ୍ତି, ବିଶ୍ୱ…

ନିର୍ଦ୍ଧାରଣ ହେବ ନିର୍ମାଣ ସାମଗ୍ରୀର ସର୍ବଶ୍ରେଷ୍ଠ ମୂଲ୍ୟ: ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ୱର : ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ନିର୍ମାଣ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିର୍ମାଣ କ୍ଷେତ୍ରରେ ସାମଗ୍ରୀର ଉଚିତ ମୂଲ୍ୟ ନିର୍ଦ୍ଧାରଣ ଓ ସାମଗ୍ରୀର ଗୁଣବତ୍ତା ଉପରେ ଗୁରୁତ୍ୱ ଦିଆଯାଇଥିବା…

କୋର୍ଟ ହତାରୁ କଏଦୀ ଫେରାର

ବାଲେଶ୍ୱର : କୋର୍ଟ ହତା ଭିତରୁ କଏଦୀ ଫେରାର । ବାଲେଶ୍ୱର କଷାଫଳ ମେରାଇନ ଥାନା ଅନ୍ତର୍ଗତ ଏକ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ଅଭିଯୁକ୍ତ ସେକ୍ ଇସ୍ତାଖାଦ୍ ଚମ୍ପଟ ମାରିଛି । ଅଭିଯୁକ୍ତକୁ ବାଲେଶ୍ଵର ଜେଲରୁ ଅଣାଯାଇଥିଲା । ପାଖାପାଖି ୧.୩୦…

ଜାଲିଆତି କରି ୪.୯୭ କୋଟି ଉଠାଇଲେ ଅବସରପ୍ରାପ୍ତ ଶିକ୍ଷକ

ଯାଜପୁର : କୋରାଇ  ବିଇଓଙ୍କ ଅଫିସରେ ୫ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ଜାଲିଆତି କରି ୪.୯୭ କୋଟି ଉଠାଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ । ଅଡ଼ିଟ୍ ରିପୋର୍ଟରେ ଦୁର୍ନୀତି ସ୍ପଷ୍ଟ ଜଣାପଡିବା ପରେ ଯାଜପୁର ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଶିକ୍ଷା…

ଏପ୍ରିଲ ପହିଲାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ, ୯୦% ଯାଞ୍ଚ ଶେଷ

ଭୁବନେଶ୍ୱର : ଓଡ଼ିଶାରେ ଏପ୍ରିଲ ୧ରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ, ୯୦% ଯାଞ୍ଚ ଶେଷ । ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ସନ୍ଥଗୋପାଳନଙ୍କ ସୂଚନା ଅନୁଯାୟୀ, ଆସନ୍ତା ଏପ୍ରିଲ ୧, ୨୦୨୬ ରୁ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ…

ଜେଲ୍ କ୍ବାର୍ଟରରୁ ଓ୍ବାର୍ଡରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଜେଲ କ୍ୱାର୍ଟରରେ ଓ୍ବାର୍ଡରଙ୍କ ଝୁଲନ୍ତା ମୃତଦେହ । ଭୁବନେଶ୍ୱର ଝାରପଡ଼ା ଜେଲ୍ କ୍ବାର୍ଟରରୁ ମିଳିଲା ମୃତଦେହ । ମୃତକ ହେଲେ ସାରଥୀ ପ୍ରଧାନ। ତାଙ୍କ ଘର ଗଜପତି ଜିଲ୍ଲାରେ । ସେ ନୟାଗଡ଼ ଜେଲରେ କାର୍ଯ୍ୟରତ ଥିଲେ । ଭୁବନେଶ୍ୱର କ୍ୱାର୍ଟରରେ…

ଦେଶର ସୁରକ୍ଷାରେ CISFର ଭୂମିକା ଗୁରୁତ୍ବପୂର୍ଣ୍ଣ: ଅମିତ ଶାହ

କଟକ : ନକ୍ସଲ ମୁକ୍ତରେ CISFର ବଡ଼ ଅବଦାନ । ମୁଣ୍ଡଳିରେ CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ CISFର ଭୂମିକାକୁ ପ୍ରଶଂସା କଲେ ଅମିତ ଶାହ । ସମୟ ସହିତ ନିଜକୁ ଗଢ଼ିଛି CISF । ଦେଶର ସୁରକ୍ଷାରେ CISFର ଭୂମିକା…

ବର ୪୦କୁ, କନିଆ ୧୬; ବାଲ୍ୟ ବିବାହ ରୋକିବାକୁ ଯାଇ ଜିଲ୍ଲାଶିଶୁ ଅଧିକାରୀ ସଦସ୍ୟା ହଟହଟା

କେନ୍ଦ୍ରାପଡା: ବର ୪୦କୁ, କନିଆ ୧୬ । ବିବାହ ବେଳେ ପହଞ୍ଚିଲେ ଜିଲ୍ଲାଶିଶୁ ଅଧିକାରୀ ସଦସ୍ୟା । ଘଟଣାସ୍ଥଳରୁ ଚମ୍ପଟ ମାରିଲା ବର । କେନ୍ଦ୍ରାପଡା ଜିଲ୍ଲାର ସଖିବଟରେ ଦେଖିବାକୁ ମିଳିଛି ଏପରି ଘଟଣା । ତେବେ ବାଲ୍ୟ ବିବାହକୁ ବିରୋଧ କରିବାକୁ…

ଗଛରେ ପିଟି ହେଲା ବାଇକ, ୨ ଯୁବକ ମୃତ

ନୟାଗଡ଼ : ଗଛରେ ପିଟି ହୋଇଗଲେ, ଚାଲିଗଲା ଜୀବନ। ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଯୁବକ ନୟାଗଡ଼ ଭାପୁର ବ୍ଲକ ଧାନଚେଙ୍ଗଡା ପଞ୍ଚାୟତ କଳଟାଙ୍ଗୀ ଗାଁର ବୀର କିଶୋର ଧଳ ଓ ଶଙ୍କର…

ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ: ଜଣେ ଗୁରୁତର

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଆନନ୍ଦପୁର ଗ୍ରାମର ମୁଦୁଲି ସାହିରେ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଘଟିଥିବା ଖବର ମିଳିଛି। ବେହେରା ସାହି ଓ ତନ୍ତୀ ସାହିର ପ୍ରାୟ ୩୦ଟି ପରିବାରର ୧୦୦ରୁ ଅଧିକ ଗ୍ରାମବାସୀ ଏକତ୍ରିତ…