ଖାଁ ଖାଁ ଗହୀରମଥା, ଅଣ୍ଡା ନ ଦେଇ ଫେରିଗଲେ ଅଲିଭ ରିଡ଼ଲେ

ରାଜନଗର : ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ ! ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ଏବେ ଖାଁ ଖାଁ । ଏପ୍ରିଲ ମାସ ସରିବାକୁ ବସିଲାଣି ମାତ୍ର ଆଜି ଯାଏଁ ବିରଳ ଅଲିଭରିଡଲେ କଇଁଛ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଉନାହାଁନ୍ତି ।…

ବିଜେଡି ପକ୍ଷରୁ ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ

ମୟୁରଭଞ୍ଜ : ଆଜି ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ। ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଖ ଚକ ବନ୍ଦ। ରାସଗୋବିନ୍ଦପୁର ଆଶ୍ରମ ବିଦ୍ୟାଳୟର ଜନୈକ ଛାତ୍ରୀଙ୍କ ବିଷାକ୍ତ ଖାଦ୍ୟ ଖାଇ ଅଭାବନୀୟ ମୃତ୍ୟୁକୁ ନିନ୍ଦା ଏବଂ ପ୍ରତିବାଦ କରି…

ଶିଖରଚଣ୍ଡୀ ପାହାଡ଼ରେ ବୁଲୁଛନ୍ତି ଦୁଇ ଦନ୍ତା, ଜନବସତି ପ୍ରତି ନାହିଁ ବିପଦ

ବାରଙ୍ଗ : ଆମ୍ବ ଖାଇବାକୁ ଶିଖରଚଣ୍ଡୀ ପାହାଡ଼ରେ ବୁଲୁଛନ୍ତି ହାତୀ । ଦୁଇ ଦିନ ହେବ ଦୁଇଟି ଦନ୍ତାହାତୀ ପାହାଡରେ ଡେରା ପକାଇଛନ୍ତି । ପାଖ ଭରତପୁର ଜଙ୍ଗଲରୁ ହାତୀ ଦୁଇଟି ଖାଦ୍ୟ ଅନ୍ବେଷଣରେ ଶିଖରଚଣ୍ଡି ପାହାଡ଼କୁ ଆସିଥିବା ବନବିଭାଗ କହିଛି ।…

ଲୋକସଭାରେ ପାରିତ ହୋଇପାରିଲାନି ସମ୍ବିଧାନ ସଂଶୋଧନ ବିଲ୍

ନୂଆଦିଲ୍ଲୀ : କାଟ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍ । ଲୋକସଭାରେ ପାରିତ ହୋଇପାରିଲାନି ସମ୍ବିଧାନ ସଂଶୋଧନ ବିଲ୍ । ବିଲ୍ ବିରୋଧରେ ୨୩୦ ଭୋଟ ପଡିଥିଲା। ସପକ୍ଷରେ ପଡିଥିଲା ୨୯୮ ଭୋଟ। ଭୋଟିଂରେ ମୋଟ ୫୨୮ ସଦସ୍ୟ ସାମିଲ ହୋଇଥିଲେ।…

ଗ୍ରୀଷ୍ମ ଋତୁରେ ପିକ୍‌ ଆୱାର୍‌ ସମୟରେ ଜଳବିଦ୍ୟୁତ୍‌ ଉତ୍ପାଦନ ସର୍ବାଧିକ କରିବାକୁ ଗୁରୁତ୍ବ

ଭୁବନେଶ୍ବର: ଆଗାମୀ ଗ୍ରୀଷ୍ମ ମାସଗୁଡ଼ିକରେ ପିକ୍ ଆଓ୍ବାର ସମୟରେ ରାଜ୍ୟର ହାଇଡ୍ରୋ ପାଓ୍ବାର ଜେନେରେସନ୍ ସର୍ବାଧିକ କରିବା ପାଇଁ ଓଡ଼ିଶା ଜଳବିଦ୍ୟୁତ୍‌ ନିଗମ୍‌ (ଓଏଚ୍‌ପିସି) ସହିତ ଆଲୋଚନା କରାଯାଇଛି ବୋଲି ଶୁକ୍ରବାର ହୋଇଥିବା ଶକ୍ତି ବିଭାଗର ସମୀକ୍ଷା ବୈଠକରୁ ଜଣାଯାଇଛି। ବୈଠକରେ ରାଜ୍ୟ…

ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ଉପରେ ସମୀକ୍ଷା କରି ସାରର ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ବ ଆରୋପ କରିଛନ୍ତି।…

କାର-ବସ୍ ଧକ୍କା ହୋଇ ଜଳିଗଲା କାର୍ ; ୬ ଯାତ୍ରୀ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : କର୍ଣ୍ଣାଟକର ୟାଦଗିର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଛଅ ଜଣ ପ୍ରାଣ ହରାଇଛନ୍ତି। ଶୁକ୍ରବାର ଦିନ ଏକ କାର ଏବଂ ଏକ ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାରଟିରେ ନିଆଁ ଲାଗିଯାଇଥିଲା। ଫଳରେ…

ହର୍ମୁଜ୍ ପ୍ରଣାଳୀ ଖୋଲିଲା ଇରାନ

ନୂଆଦିଲ୍ଲୀ: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ଘୋଷଣା କରିଛନ୍ତି। ଯୁଦ୍ଧବିରତିର ଅବଶିଷ୍ଟ ସମୟ ପାଇଁ ହର୍ମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଖୋଲା ରହିବ ବୋଲି ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି। ସେ କହିଛନ୍ତି…

ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ। ଶୁକ୍ରବାର ଦିନ ରାଜ୍ୟସଭାରେ ଏକ ଐତିହାସିକ ଘଟଣା ରେକର୍ଡ କରାଯାଇଛି। ପ୍ରଥମ ଥର ପାଇଁ ଜଣେ ମନୋନୀତ ସାଂସଦଙ୍କୁ ଉପାଧ୍ୟକ୍ଷ ପଦର ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱ ହରିବଂଶ…

ଗ୍ୟାସ୍ ପାଇପଲାଇନ୍ ବିସ୍ଫୋରଣ: ୮ ମୃତ

ପାକିସ୍ତାନ : ପାକିସ୍ତାନର ଖାଇବର ପଖତୁନଖ୍ବାର ପ୍ରଦେଶର ହରିପୁର ଜିଲ୍ଲାର ଏକ ଶିଳ୍ପାଞ୍ଚଳରେ ଗତକାଲି ଏକ ଭୟଙ୍କର ଗ୍ୟାସ୍ ପାଇପଲାଇନ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଯେଉଁଥିରେ ୮ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ହରିପୁର ଜିଲ୍ଲାର ହତ୍ତର ଇଣ୍ଡଷ୍ଟ୍ରିଆଲ…