ସମ୍ରାଟଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ, ଶପଥ ନେଲେ ୩୨ ମନ୍ତ୍ରୀ
ବିହାର : ବିହାରରେ ସମ୍ରାଟ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳର ବିସ୍ତାର ହୋଇଛି । କ୍ୟାବିନେଟ ବିସ୍ତାର ସମୟରେ ଜେଡିୟୁ ପ୍ରମୁଖ ନୀତିଶ କୁମାରଙ୍କ ସହିତ ପୁଅ ନିଶାନ୍ତ କୁମାର ଏବଂ ଅନ୍ୟ ୩୧ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।…
ବିହାର : ବିହାରରେ ସମ୍ରାଟ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳର ବିସ୍ତାର ହୋଇଛି । କ୍ୟାବିନେଟ ବିସ୍ତାର ସମୟରେ ଜେଡିୟୁ ପ୍ରମୁଖ ନୀତିଶ କୁମାରଙ୍କ ସହିତ ପୁଅ ନିଶାନ୍ତ କୁମାର ଏବଂ ଅନ୍ୟ ୩୧ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।…
ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରର ପ୍ରଥମ ବାର୍ଷିକୀ ପୂରଣ ହୋଇଛି । ଆଜିର ଦିନକୁ ସେଲିବ୍ରେଟ୍ କରିବା ପାଇଁ ଭାରତୀୟ ବାୟୁସେନା ଏକ ଖାସ୍ ଭିଡିଓ ରିଲିଜ କରିଛି । ଏହି ଖାସ୍…
ଚେନ୍ନାଇ: ତାମିଲନାଡୁରେ ନୂତନ ସରକାର ଗଠନର ସମ୍ପୂର୍ଣ୍ଣ ପ୍ରସଙ୍ଗ ଜଟିଳ ହୋଇପଡ଼ିଛି। ସରକାର ଗଠନ ନେଇ ସସପେନ୍ସ ଜାରି ରହିଛି। ଆଜି ପୁଣିଥରେ ଲୋକଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ଟିଭିକେ ମୁଖ୍ୟ ବିଜୟ। ୨୪ ଘଣ୍ଟା ମଧ୍ୟରେ ରାଜ୍ୟପାଳଙ୍କ ସହ ଏହା ହେଉଛି…
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଭୟଙ୍କର ହେବାରେ ଲାଗିଛି । ବିଜେପି ନେତା ତଥା ମୁଖ୍ୟମନ୍ତ୍ରୀ ରେସ୍ ରେ ଆଗରେ ଥିବା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ (PA)ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତାଙ୍କ ନାଁ ଚନ୍ଦ୍ରନାଥ…
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଖଇରମାଲ ଗାଁରେ ଜଣ୍ଡିସ ବ୍ୟାପିଥିବା ସୂଚନା ମିଳିଛି। ଗତ ୨ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ଖାଦ୍ୟ ନିରୀକ୍ଷକ ଗାଁରେ ନମୁନା ସଂଗ୍ରହ କରିଥିଲେ। ସଂଗ୍ରହ ହୋଇଥିବା ପ୍ରାୟ…
ଜଳେଶ୍ବର : ଘର ପଛ ପଟୁ ଯୁବକଙ୍କ ମୃତଦେହ ଉଦ୍ଧାର । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ କୁଣ୍ତୁଳୀ ଗାଁର ଯୁବକ ସୁରେଶ ମଲ୍ଲିକଙ୍କ ସନ୍ଦେହଜନକ ମୃତ୍ଯୁ । ତେବେ ମୃତ୍ଯୁର କାରଣ ଅସ୍ପଷ୍ଟ ଥିବା ବେଳେ ଗ୍ରାମବାସୀ ଏହା…
ଭୁବନେଶ୍ବର: ଘୂର୍ଣ୍ଣିବଳୟ ଏବଂ ନିମ୍ନଚାପରେଖା ସକ୍ରିୟ ଥିଲେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଥାଏ, କିନ୍ତୁ ବର୍ତ୍ତମାନ ରାଜ୍ୟ ଉପରେ କୌଣସି ଘୂର୍ଣ୍ଣିବଳୟ କି ନିମ୍ନଚାପରେଖା ସକ୍ରିୟ ନାହିଁ। କିନ୍ତୁ ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ଜଳୀୟବାଷ୍ପ ବାୟୁ ପ୍ରବେଶ କରୁଛି। ଏହାର ପ୍ରଭାବରେ…
ଉଦଳା: ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିଲେ । ନୂଆ ଫଣ୍ଡାରେ ଏଟିଏମ୍ ଲୁଟ । ସିସିଟିଭି ନଜରରୁ ବର୍ତ୍ତିବାକୁ ସିସିଟିଭିରେ ଲାଲ ରଙ୍ଗର ସ୍ପ୍ରେ ମାରି ଲୁଟ କରିଛନ୍ତି ଲୁଟେରା । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା…
ଅନୁଗୁଳ : ଅନୁଗୁଳ ସହରରେ ସେକ୍ସ ରାକେଟ ଠାବ । ଦଲାଲ ଅଟକ, ଦୁଇ ଯୁବତୀ ଉଦ୍ଧାର । ଅନୁଗୁଳ ସହରର ତାମ୍ରିତ୍ କଲୋନୀ ଅଞ୍ଚଳରେ ଚାଲୁଥିବା ଏକ ସେକ୍ସ ରାକେଟ ଉପରେ ଅନୁଗୁଳ ଥାନା ପୁଲିସ ଚଢ଼ାଉ କରିଛି ।…
ପିପିଲି : ଯୁବକଙ୍କୁ ପିଟି ପିଟି ମାରିଦେଲେ ବାଲିଅନ୍ତା ଥାନା ଅଂଚଳରୁ । ଏପରି ଅଭିଯୋଗ ଆସିଛି । ଦିନ ଦ୍ବିପହରରେ ରାସ୍ତା ଉପରେ ଯୁବତୀଙ୍କୁ ଟଣା ଓଟରା ଘଟଣାକୁ ନେଇ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ଏଭଳି…