କ୍ୟାମ୍ପସ୍ ନିର୍ବାଚନ ଫଳାଫଳ; ରେଭେନ୍ସା, ରମାଦେବୀରେ BCJD, ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ABVPର ବାଜିମାତ
ଭୁବନେଶ୍ବର: ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ କଲେଜ ଓ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିଜ ପସନ୍ଦର ପ୍ରତିନିଧି ଚୟନ କରିଛନ୍ତି ଛାତ୍ରଛାତ୍ରୀ ।ଚଳିତବର୍ଷ ୧୨ଟି ବିଶ୍ବବିଦ୍ୟାଳୟ ସମେତ ୩୪୬ଟି ମହାବିଦ୍ୟାଳୟକୁ ମିଶାଇ ମୋଟ…