ଦୁର୍ଗାପୂଜା ଭସାଣ ଦେଖି ଫେରିବା ବେଳେ ଡଙ୍ଗା ବୁଡ଼ି ଜଣେ ମୃତ, ୨ ନିଖୋଜ
ଯାଜପୁର: ଦୁର୍ଗାପୂଜା ଭସାଣ ଦେଖି ଫେରିବା ହେଲା କାଳ । ନଦୀ ପାର ବେଳେ ବୁଡ଼ିଲା ଡ଼ଙ୍ଗା । ଜଣେ ମୃତ, ଅନ୍ୟଜଣେ ଉଦ୍ଧାର । ୨ନିଖୋଜ । ଯାଜପୁର ସଦର ଥାନା ଖରସ୍ରୋତା ତନ୍ତିଘାଇ ନଦୀର ଦଉରୀବନ୍ଧା ଘାଟରେ ବୁଡ଼ିଗଲା…
ଯାଜପୁର: ଦୁର୍ଗାପୂଜା ଭସାଣ ଦେଖି ଫେରିବା ହେଲା କାଳ । ନଦୀ ପାର ବେଳେ ବୁଡ଼ିଲା ଡ଼ଙ୍ଗା । ଜଣେ ମୃତ, ଅନ୍ୟଜଣେ ଉଦ୍ଧାର । ୨ନିଖୋଜ । ଯାଜପୁର ସଦର ଥାନା ଖରସ୍ରୋତା ତନ୍ତିଘାଇ ନଦୀର ଦଉରୀବନ୍ଧା ଘାଟରେ ବୁଡ଼ିଗଲା…
ମାଲକାନଗିରି: ଆଦିବାସୀ ଅଧ୍ୟୁତିସ ଅଞ୍ଚଳରେ ଚିକିତ୍ସା କ୍ଷେତ୍ରରେ ବଡ଼ ସଫଳତା। ମାଲକାନଗିରି ମେଡିକାଲରେ ଦେଖିବାକୁ ମିଳିଲା ଚମତ୍କାର। ନାବାଳିକାଙ୍କ ପେଟରୁ ବାହାରିଲା ୨୦ କିଲୋ ଓଜନର ବିରାଟ ଟ୍ୟୁମର। ସଫଳ ଅସ୍ତ୍ରୋପଚାର ଦ୍ୱାରା ଜଣେ ୧୭ ବର୍ଷୀୟ ଝିଅ ପେଟରୁ ବାହାର…
କଟକ: ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍ (Scrub Typhus)। ଅନୁଗୋଳ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ (Scrub Typhus) ସଂକ୍ରମଣରେ ଜଣେ ୧୧ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକଜଣକ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି…
ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିବାରବର୍ଗ ମେଡ଼ିକାଲ ପରିସରରେ ବିକ୍ଷୋଭ…
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ (Orangutans) ଶାବକ ଖୁବ୍ଶୀଘ୍ର ନିଜ ଦେଶ ଇଣ୍ଡୋନେସିଆକୁ ଫେରିଯିବେ। ବର୍ତ୍ତମାନ ଏହି ବିରଳ ବନ୍ୟପ୍ରାଣୀମାନେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ୱତନ୍ତ୍ର ଯତ୍ନରେ ଅଛନ୍ତି। ଜାକର୍ତ୍ତାରେ ଥିବା ଭାରତୀୟ…
ଭୁବନେଶ୍ୱର: ଦୀର୍ଘ ଦିନର ପ୍ରତୀକ୍ଷାର ହେଲା ଅନ୍ତ। ପୁଣି ଚଳଚଞ୍ଚଳ ହୋଇଉଠିଛି ଓଡ଼ିଆ ସିନେମା ଜଗତର ଅନ୍ୟତମ ପ୍ରମୁଖ ସ୍ଥାନ କଳିଙ୍ଗ ଷ୍ଟୁଡିଓ। ନବୀକରଣ ପରେ ଦର୍ଶକଙ୍କ ପାଇଁ ଖୋଲିଛି ଷ୍ଟୁଡିଓର ଦ୍ୱାର। ଏଠାରେ ବୁଲିବା ସହ ସ୍ନୋ-ପାର୍କ, 3D ମୁଭି…