ସାଳନ୍ଦୀରେ ପୁଣି ବନ୍ୟା, ୫ ଦିନ ହେଲା ଜଳବନ୍ଦୀ ୪୦ରୁ ଅଧିକ ପରିବାର
ଭଦ୍ରକ: ସାଳନ୍ଦୀ ନଦୀରେ ଆସିଥିବା ଷଷ୍ଠ ବନ୍ୟା ଯୋଗୁଁ ବେହାଲ ହୋଇପଡ଼ିଛି ଭଦ୍ରକ ଜିଲ୍ଲା । ତିହିଡି ବ୍ଲକ ବାରସର ପଞ୍ଚାୟତର ୪ଟି ଗାଁର ଲୋକେ ଗତ ୫ ଦିନ ହେବ ଜଳବନ୍ଦୀ ଜୀବନ ବିତାଉଛନ୍ତି । ବନ୍ୟା ପାଣି ଘେରରେ…
ଭଦ୍ରକ: ସାଳନ୍ଦୀ ନଦୀରେ ଆସିଥିବା ଷଷ୍ଠ ବନ୍ୟା ଯୋଗୁଁ ବେହାଲ ହୋଇପଡ଼ିଛି ଭଦ୍ରକ ଜିଲ୍ଲା । ତିହିଡି ବ୍ଲକ ବାରସର ପଞ୍ଚାୟତର ୪ଟି ଗାଁର ଲୋକେ ଗତ ୫ ଦିନ ହେବ ଜଳବନ୍ଦୀ ଜୀବନ ବିତାଉଛନ୍ତି । ବନ୍ୟା ପାଣି ଘେରରେ…
ସୋରଡ଼ା: ଗଞ୍ଜାମ ଧରାକୋଟ ପଟାଶାଳ ମଳିକ ସାହିରେ ଝାଡ଼ାବାନ୍ତିର ଆତଙ୍କ ଦେଖିବାକୁ ମିଳିଛି । ଝାଡ଼ାବାନ୍ତିରେ ୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ରାନ୍ତ ମାନଙ୍କୁ ବ୍ରହ୍ମପୁର MKCGରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କାହିଁକି…
ଭୁବନେଶ୍ବର : ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ ଜଳଭଣ୍ଡାରର ପୂର୍ବରୁ ଖୋଲାଥିବା ୧୫ଟି ସ୍ଲୁଇସ୍ ଗେଟ୍ ମଧ୍ୟରୁ ଗୁରୁବାର ସକାଳେ ୩…
ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ମାସ୍କ ମ୍ୟାନ୍ । ଘରେ ପଶି ବନ୍ଧୁକ ମୁନରେ ଲୁଟ୍ କଥା ତ ଶୁଣିଥିବେ, ହେଲେ ଏବେ ଘରେ ପଶି ଯୁବତୀଙ୍କୁ ଦୁଷ୍କମ ର୍ କରିଥିବା ଆସିଛି ସଙ୍ଗୀନ ଅଭିଯୋଗ । ଘଟଣା ଘଟିଛି ନୟାପଲ୍ଲୀ ଥାନା…
ଭୁବନେଶ୍ୱର: ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ଖୁବଶୀଘ୍ର ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, “ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ନିଷ୍ପତ୍ତି ଚୂଡ଼ାନ୍ତ ହୋଇନି ।…
ଟିଟିଲାଗଡ଼: ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନରେ ସମତା ଏକ୍ସପ୍ରେସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଟିଟିଲାଗଡ଼ ଜିଆର୍ପି ପୋଲିସ ୬ ଜଣ ମହିଳାଙ୍କୁ ଗିରଫ କରିଛି।…
କଟକ: କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଅଞ୍ଚଳର ବାରାଡିଆ ଗ୍ରାମରେ ଗଣେଶ ବିସର୍ଜନ ଶୋଭାଯାତ୍ରା ସମୟରେ ପଥରମାଡ଼ରେ ଥାନା ଅଧିକାରୀ (IIC) ଙ୍କ ସମେତ ଅତିକମରେ ଛଅ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବୁଧବାର ରାତିରେ ମାହାଙ୍ଗା…