November 28, 2026

ବାପାଙ୍କ ଜୁଇ ନଲିଭୁଣୁ ଆଖି ବୁଜିଲା ପୁଅ, ୨୪ ଘଣ୍ଟାରେ ଉଜୁଡିଗଲା ସୁନାର ସଂସାର

ଭୁବନେଶ୍ୱର : ୨୪ ଘଣ୍ଟାରେ ଉଜୁଡିଗଲା ପରିବାର। ବାପାଙ୍କ ଜୁଇ ନଲିଭୁଣୁ ଚାଲିଗଲା ପୁଅର ଜୀବନ ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଅନ୍ତର୍ଗତ ବରନାଳୀ ଗାଁରେ । ଘରର ମୁରବିଙ୍କ ମୃତ୍ୟୁରେ…

ଫ୍ଲାଇ ଆସ୍ ପରିବହନ ଆଳରେ କୋଟି କୋଟି ଟଙ୍କାର ଠକେଇ: ୪ ଗିରଫ, ବିପୁଳ GPS ଡିଭାଇସ୍ ଜବତ

ସୁନ୍ଦରଗଡ଼ : ଗାଡ଼ି ଯାଉନଥିଲା ଗନ୍ତବ୍ୟସ୍ଥଳକୁ । ହେଲେ GPSରେ ଦେଖାଉଥିଲା ପହଞ୍ଚିବାର ସଠିକ୍ ଲୋକେସନ୍ । ଟେକ୍ନୋଲୋଜିକୁ ହତିଆର କରି ଚାଲିଥିଲା କୋଟି କୋଟି ଟଙ୍କାର ମହାଘୋଟାଲା । ଫ୍ଲାଇ ଆଶ୍ ପରିବହନ ନାଁରେ ଚାଲିଥିବା ଏହି ହାଇଟେକ୍ ରାକେଟ୍…

ବିଜାପୁରରେ ମାଓ ଡମ୍ପରୁ ୩.୮୪ କିଲୋ ସୁନା ସହ ୨୪.୨୨ ଲକ୍ଷ ଟଙ୍କା ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା । ନକ୍ସଲ ବିରୋଧୀ ଅଭିଯାନ ସମୟରେ ଭୈରମଗଡ଼ ଥାନା ଅଞ୍ଚଳର ଇନ୍ଦ୍ରାବତୀ ନଦୀ ନିକଟସ୍ଥ ଜଙ୍ଗଲରୁ ୩.୮୪ କିଲୋଗ୍ରାମ ସୁନା ଏବଂ ୨୪ ଲକ୍ଷ ୨୨ ହଜାର…

ଛାତ୍ରୀଙ୍କୁ ଅସଦାଚରଣ, ବନ୍ଧା ହେଲେ ପ୍ରଧାନଶିକ୍ଷକ

ରାୟଗଡା: ରାୟଗଡା ଜିଲ୍ଲାର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (EMRS)ର ପ୍ରଧାନଶିକ୍ଷକଙ୍କୁ ଶନିବାର ଦିନ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗରେ ଗିରଫ କରାଯାଇଛି। ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଝିଅର ପରିବାର ପକ୍ଷରୁ ଦାଖଲ କରାଯାଇଥିବା ଅଭିଯୋଗ…

୩୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୌରପାଳିକା କର୍ମଚାରୀ

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରପାଳିକାର ଇନଫ୍ରାଷ୍ଟ୍ରକ୍ଚର ଏକ୍ସପର୍ଟ ବୈବସ୍ୱତ ମନୁ ରାଉତ ଗିରଫ । ବୈବସ୍ୱତଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବକେୟା ଅର୍ଥ ମଞ୍ଜୁର କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ୩୦ ହଜାର…

ଆସନ୍ତା ୧ରୁ ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ କାର୍ଯ୍ୟକାରୀ ହେବ IEMS, ନିୟମ ଭାଙ୍ଗିଲେ ଘରେ ପହଞ୍ଚିବ ଇ-ଚାଲାଣ

କଟକ: ଦୈତାରୀ-ଚଣ୍ଡିଖୋଲ ଜାତୀୟ ରାଜପଥରେ କାର୍ଯ୍ୟକାରୀ ହେବ ‘ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ’ (IEMS) । ଡିସେମ୍ବର ୧ରୁ ଜାରିହେବ ଅଟୋମେଟିକ୍ ଇ-ଚାଲାଣ । ସଡ଼କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଓ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକୁ ରୋକିବା ପାଇଁ…

କୋଣାର୍କ ନବଗ୍ରହରେ ହୋମ ନ କରି ଫେରିଲେ ଶତାଧିକ ଶ୍ରଦ୍ଧାଳୁ, ଧାରଣାରେ ବସିଛନ୍ତି ସେବାୟତ

ଗୋପ: କୋଣାର୍କ ସୂର୍ଯ୍ୟମନ୍ଦିର ନବଗ୍ରହରେ ହୋମ ନ କରି ଫେରିଲେ ଶହ ଶହ ଶ୍ରଦ୍ଧାଳୁ । ଆଜି ବି ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ନବଗ୍ରହ ସେବାୟତ । ୫ ଦିନ ଧରି ନବଗ୍ରହ ମନ୍ଦିରରେ ପୂଜାର୍ଚ୍ଚନା ବନ୍ଦ କରି ନ୍ୟାୟ ଭିକ୍ଷା…

ଏକ ଓଡ଼ିଆ ଅଭିଧାନ, ଏକ ଅପୂରଣୀୟ ପ୍ରତିଶ୍ରୁତି ଓ ଗୁରୁକୃପାର ଅଭୁଲା ସ୍ମୃତି

ଡ. ବିବେକାନନ୍ଦ ସିଂହ ଦିନକର କଥା… ବନ୍ଦେ ଶ୍ରୀଗୁରୁ ସ୍ୱାମୀ। ଡକ୍ଟର ବିବେକାନନ୍ଦ ସିଂହ, ମୋର ଜନ୍ମ ୨୮ ଜୁନ୍ ୧୯୬୯ ମସିହାରେ କଟକ ଜିଲ୍ଲାର ମାହାଙ୍ଗା ନିକଟସ୍ଥ ଯଶୁଆପୁର ଗ୍ରାମରେ। ପିତା ସ୍ୱର୍ଗତ କୈଳାସ ଚନ୍ଦ୍ର ସିଂହ ଓ ମାତା…

ଡିସେମ୍ବର ୧ରୁ ବିଜେପିର ସଂଗଠନ ଅଭିଯାନ, ପ୍ରବାସରେ ଯିବେ ମନ୍ତ୍ରୀ ଓ ବିଧାୟକ

ଭୁବନେଶ୍ୱର: ବିଜେପିର ସଂଗଠନ ଅଭିଯାନ। ଡିସେମ୍ବର ୧ରୁ ପ୍ରବାସରେ ଯିବେ ମନ୍ତ୍ରୀ ଓ ବିଧାୟକ । ନିଜ ନିର୍ବାଚନ ମଣ୍ଡଳୀକୁ ଛାଡି ଅନ୍ୟ ନିର୍ବାଚନ ମଣ୍ଡଳୀ ବୁଲି ସଂଗଠନ ଓ ସମସ୍ୟା ଦେଖିବେ ମନ୍ତ୍ରୀ ଓ ବିଧାୟକ । ତୃଣମୂଳ ସ୍ତରରେ…

ପୁରୀଘାଟ ଥାନା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୪ରୁ ଅଧିକ ଆହତ

କଟକ: କଟକରେ ଗୋଷ୍ଠୀ ସଂଘର୍ଷ । ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଣାରେ ୧୫ ଜଣଙ୍କୁ ପୋଲିସ ଅଟକ ରଖିଛି । ପୁରୀଘାଟ ଥାନା ଅଞ୍ଚଳରେ ଭୟଙ୍କର ଖଣ୍ଡଯୁଦ୍ଧ, ହଣାକଟା ଓ ଢେଲାମାଡ଼ ଘଟଣାରେ ଗଲା ଜଣଙ୍କ ଜୀବନ । ମୃତକ…