ରଣପୁରରେ ବନ କର୍ମଚାରୀ ଆବାସ ଉଦଘାଟନ କଲେ ବାଚସ୍ପତି ସୁରମା ପାଢ଼ୀ

୧୦

ରଣପୁର: ନୟାଗଡ଼  ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ରଣପୁର ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ୨୦୨୫-୨୬ ବର୍ଷ କାମ୍ପା ଯୋଜନାରେ କର୍ମଚାରୀ ଆବାସ ନଭେମ୍ବର ୨୨ ତାରିଖରେ ବାଚସ୍ପତି ସୁରମା ପାଢ଼ୀଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ମହାନନ୍ଦ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ପୁରୀ ସାଂସଦଙ୍କ ପ୍ରତିନଧି ପ୍ରିୟବ୍ରତ ପ୍ରହରାଜ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି ଓ ଗୋପାଳପୁର ଜିଲ୍ଲା ପରିଷଦ ସଭ୍ୟା ଲଷ୍ମୀପ୍ରିୟା ତରେଇ ଯୋଗ ଦେଇଥିଲେ।

Share