ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ, ଭୁବନେଶ୍ୱରରୁ ହାଇଦ୍ରାବାଦ ହେଲେ ଏୟାରଲିଫ୍ଟ

ଭୁବନେଶ୍ୱର : ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ । ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରୀ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଏବେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରରୁ…

‘ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି ଓଡିଶା’

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ରାଜ୍ୟରେ ନିବେଶକଙ୍କ ମହାମିଳନ । ପ୍ରମୁଖ ନିବେଶକମାନେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ଯୋଗ ଦେଇ ଓଡିଶା ବିକାଶ ପାଇଁ ସହଯୋଗର ହାତ ବଢେଇଛନ୍ତି । ଯାହାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଓଡ଼ିଶା ପୂର୍ବୋଦୟର…

ଟିକ୍‌ଟକ୍‌ କିଣିବ ମାଇକ୍ରୋସଫ୍ଟ !

ଓ୍ବାଶିଂଟନ: ଆମେରିକାରେ ଟିକ୍‌ଟକ୍‌କୁ କିଣିପାରେ ମାଇକ୍ରୋସଫ୍ଟ। ସୋମବାର ଏନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ, ଚାଇନିଜ୍ ଆପ୍ ଟିକ୍‌ଟକ୍‌ର ଆମେରିକୀୟ ବ୍ୟବସାୟକୁ ମାଇକ୍ରୋସଫ୍ଟ କ୍ରୟ କରିପାରେ। ଟ୍ରମ୍ପ କହିଛନ୍ତି, ବର୍ତ୍ତମାନ ଉଭୟ ପକ୍ଷ ମଧ୍ୟରେ…

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ମହାବୀର କ୍ଷେତ୍ର ଦଶପଲ୍ଲାରୁ ଗଲା କାଠ

ଦଶପଲ୍ଲା: ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମହାପ୍ରଭୁଙ୍କ ମନଲୋଭା ରଥ ନିର୍ମାଣ ପାଇଁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଜଙ୍ଗଲରୁ ମଙ୍ଗଳବାର ଦିନ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀକୁ ପଠାଯାଇଛି। ଶ୍ରୀକ୍ଷେତ୍ରରେ ଚଳିତବର୍ଷ…

ଉତ୍କର୍ଷ ଓଡିଶାରେ ମୋଦି: କହିଲେ,‘ମୋ ଡିଏନଏରେ ଅଛି ଓଡିଶା’

ଭୁବନେଶ୍ବର: ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଦୁଇଦିନିଆ କନକ୍ଲେଭ ଅବସରରେ ଆଜି ପୁଣି ଥରେ ଓଡିଶା ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ମୁଁ ସ୍ବାଧୀନ ଭାରତର…

୪୦୦ କୋଟି ବାକି, ୬୦୦ ହସ୍ପିଟାଲ ବନ୍ଦ କରିବେ ଆୟୁଷ୍ମାନ ଭାରତ ସେବା

୪୦୦ କୋଟି ଟଙ୍କା ବକେୟା ଥିବାରୁ ହରିୟାଣାର ୬୦୦ ଘରୋଇ ହସ୍ପିଟାଲ ଫେବୃଆରୀ ୩ ତାରିଖରୁ ଆୟୁଷ୍ମାନ ଭାରତ ସେବା ବନ୍ଦ କରିବେ ବୋଲି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) ଘୋଷଣା କରିଛି। ରାଜ୍ୟ ସରକାରଙ୍କ ଦେୟରେ ବିଳମ୍ବ ଯୋଗୁଁ ହସ୍ପିଟାଲଗୁଡ଼ିକ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୩ ବର୍ଷର ଶିଶୁ ପୁତ୍ରକୁ ମାରିଦେଲା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖେଣ୍ଡରା ଠାରେ ଜଣେ ୩ ବର୍ଷର ଶିଶୁପୁତ୍ର ମୃତଦେହ ପଥର ଖୋଲରେ ପଡିଥିବା ଦେଖିବାକୁ ମିଳିଛି । ପାରିପାର୍ଶ୍ଵିକ ସ୍ଥିତିରୁ ଶିଶୁଟିକୁ ପଥରରେ ପିଟି ମାରିଦେଇଥିବା ନେଇ ଆଶଙ୍କା କରାଯାଉଛି । ସୂଚନା…

ଫାଇନାନ୍ସ କର୍ମଚାରୀ ଅପହରଣ ମାମଲା, ୨ ଗିରଫ

ଦିଗପହଣ୍ଡି: ୪ ଯୁବକଙ୍କୁ ଅପହରଣ ମାମଲା । ୨ ଜଣଙ୍କୁ ଗିରଫ କଲା କେ.ନୂଆଗାଁ ଥାନା ପୋଲିସ । ଗତକାଲି ଅଟକ ଥିବା ଜଣେ ଯୁବକଙ୍କ ସହ ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ କୁ ଗିରଫ କରିଛି ପୋଲିସ । ବାଡ଼ିପଟେ ଗଞ୍ଜେଇ…

ଆଉ ୪ ଦିନ ପରେ ସରିବ ଇ-କେୱାଇସି ଅପଡେଟ୍: ଯୋଗାଣ ମନ୍ତ୍ରୀ

ଭୁବନେଶ୍ଵର: ଆଉ ୪ ଦିନ ପରେ ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍ ସରିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ଜାନୁଆରି ୩୧ ସୁଦ୍ଧା ଇ-କେୱାଇସି ଅପଡେଟ୍ ଲାଗି ସରକାର ଦିନ ଧାର୍ଯ୍ୟ କରିଛନ୍ତି…

ଯୋଜନାବଦ୍ଧ ସହର ସଂଖ୍ୟା ୩୦ ପ୍ରତିଶତକୁ ବୃଦ୍ଧି କରିବାକୁ ଓଡିଶା ସରକାରଙ୍କ ଯୋଜନା: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ବିକଶିତ ଓଡ଼ିଶା ୨୦୩୬ର ଦୃଷ୍ଟିକୋଣ ଅନୁଯାୟୀ ଯୋଜନାବଦ୍ଧ ସହର ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ଓଡ଼ିଶା ସରକାର ରଖିଛନ୍ତି। ଏସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୋମବାର କହିଛନ୍ତି। ଭୁବନେଶ୍ୱରରେ ତାଙ୍କ ବିଭାଗ ଅଧୀନରେ…