ପାକିସ୍ତାନର ବଜେଟ୍ ଆମ ସାମରିକ ବଜେଟଠୁ ବି କମ୍: ଅସଦୁଦ୍ଦିନ ଓୱେସି
ନୂଆଦିଲ୍ଲୀ: ୨୨ ଏପ୍ରିଲରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଏହାକୁ ନେଇ ସାରା ଦେଶରେ କ୍ରୋଧ ରହିଛି। ଏବେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସିଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ…