ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ସିବିଆଇ ତଦନ୍ତ ନେଇ ମୁହଁ ଖୋଲିଲେ ଝିଅ ଦୀପାଳି

ଝାରସୁଗୁଡ଼ା: ମୁହଁ ଖୋଲିଲେ ନବ ଦାସଙ୍କ ଝିଅ ଦୀପାଳି ଦାସ । ବାପା ନବ ଦାସଙ୍କୁ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ଏବଂ ଭାଇ ବିଶାଲଙ୍କୁ ଛତିଶଗଡ଼ରେ ଅଟକ ରଖିବା ପ୍ରସଙ୍ଗରେ ଅସନ୍ତୋଷ ଝାଡ଼ିଛନ୍ତି ଦୀପାଳି। ସେ କହିଛନ୍ତି ‘‘ମିଡିଆରେ…

ଓଏଏସ୍ ଆଲୋକ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ନିଯୁକ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ କେନ୍ଦୁଝର ଏଡିଏମ୍ ଭାବେ କାର୍ଯ୍ୟ କରୁଥିବା ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ନିଯୁକ୍ତ କରାଯାଇଛି। ଖୋର୍ଦ୍ଧା ଉପ ଜିଲ୍ଲାପାଳ ପଦ୍ମ ଚରଣ ସାହୁଙ୍କୁ ବର୍ତ୍ତମାନ କ୍ରୀଡା ଏବଂ ଯୁବ…

୭ ନକ୍ସଲ ଗିରଫ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ଆଉ ଏକ ବଡ ସଫଳତା ମିଳିଛି। ପୁଲିସ ୭ ନକ୍ସଲଙ୍କୁ ଗିରଫ କରିଛି। ଜିଲ୍ଲା ପୁଲିସ,କୋବ୍ରା ଯବାନ ମିଳିତ ଭାବେ ଚିନ୍ତାଗୁମ୍ଫା ଥାନା ଅଞ୍ଚଳର ମେଟାଗୁଡା,ଏରନପାଲୀ,ଦୁଲେଡ ଗ୍ରାମ୍ୟ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ।…

ମହାପ୍ରଭୁଙ୍କ ସେବା ବେଳେ ଟଳିପଡିଲେ ସୁଆର ବଡୁ ସେବାୟତ ଜଗନ୍ନାଥ ମେକାପ

ପୁରୀ ୧୫।୧: ମହାପ୍ରଭୁଙ୍କ ସେବା କରୁଥିବା ସମୟରେ ଟଳି ପଡିଲେ ସେବାୟତ । ପୁରୀ ଶ୍ରୀମନ୍ଦିରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ମାଟି ମଣ୍ଡପ ସାହିର ସୁଆର ବଡୁ ସେବାୟତ ଜଗନ୍ନାଥ ମେକାପ। ସୂଚନାଯୋଗ୍ୟ ଯେ, ବୁଧବାର ମଧ୍ୟାହ୍ନ…

କର୍ନଫ୍ଲେକ୍ସ ପ୍ୟାକେଟରେ ବ୍ୟାଙ୍କକ୍‌ରୁ ଗଞ୍ଜେଇ ଆଣିଥିଲେ ଯାତ୍ରୀ, ବିମାନବନ୍ଦରରେ ଧରାପଡ଼ିଲେ

ଭୁବନେବର : କର୍ନଫ୍ଲେକ୍ସ ଓ ଚକୋଜ୍‌ ପ୍ୟାକେଟରେ ଗଞ୍ଜେଇ ଭର୍ତ୍ତି କରି ବ୍ୟାଙ୍କକରୁ ଭୁବନେଶ୍ଵର ଆଣୁଥିଲେ ଯାତ୍ରୀ। ହେଲେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଧରାପଡ଼ିଗଲେ। ସୀମା ଶୁଳ୍କ ଅଧିକାରୀମାନେ ଯାତ୍ରୀଙ୍କୁ ଗିରଫ କରିବା ସହିତ ତାଙ୍କଠାରୁ ୮ ପ୍ୟାକେଟ ଗଞ୍ଜେଇ ଜବତ…

ଶ୍ରୀନଅରରେ ସରିଲା ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି

ପୁରୀ: ପୁଷ୍ୟା ନକ୍ଷତ୍ର ତିଥିରେ ଶ୍ରୀନଅରରେ ଅନୁଷ୍ଠିତ ହୋଇଛି ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି। ସୋମବାର ଶ୍ରୀମନ୍ଦିରରେ ପୌଷପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଦେବାଭିଷେକ ନୀତି ସମ୍ପର୍ଣ୍ଣ ହେବା ପରେ ପରମ୍ପରା ଅନୁଯାୟୀ ବୁଧବାର ଶ୍ରୀନଅରରେ ମଧ୍ୟ ଗଜପତିଙ୍କର ରାଜାଭିଷେକ ଅନୁଷ୍ଠିତ ହୋଇଛି।…

ଜୋତା ବଣ୍ଟା ବିବାଦକୁ ନେଇ ପ୍ରବେଶ ବର୍ମାଙ୍କ ବିରୋଧରେ ଏଫଆଇଆର ପାଇଁ ନିର୍ଦ୍ଦେଶ, ଏସଏଚଓଙ୍କୁ ଚିଠି ଲେଖିଲେ ନିର୍ବାଚନ ଅଧିକାରୀ

ନୂଆଦିଲ୍ଲୀ: ବିଜେପି ନେତା ତଥା ନୂଆଦିଲ୍ଲୀ ସିଟ୍‌ରୁ ପ୍ରାର୍ଥୀ ହୋଇଥିବା ପ୍ରବେଶ ବର୍ମାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ। ନିର୍ବାଚନ ଅଧିକାରୀ ଏସଏଚଓଙ୍କୁ ଚିଠି ଲେଖି ବର୍ମାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ମାମଲାରେ ଏଫଆଇଆର…

ବିଜେପି, ଆରଏସଏସ ଓ ଭାରତ ବିରୋଧରେ କଂଗ୍ରେସ ଲଢ଼େଇ କରୁଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଉ ଦେଉ ଦେଶ ବିରୋଧୀ ମନ୍ତବ୍ୟ ଦେଇ ବିବାଦ ଭିତରକୁ ଠେଲି ହୋଇଯାଇଛନ୍ତି ରାହୁଲ। ଯାହାକୁ ନେଇ ବିଜେପି…

ପୂଜା ଖେଡକରଙ୍କ ଗିରଫଦାରୀ ଉପରେ ରୋକ୍‌, ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବହୁଚର୍ଚ୍ଚିତ ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଡ଼ ଆଶ୍ୱସ୍ତି। ପୂଜା ଖେଡକରଙ୍କ ଗିରଫଦାରୀ ଉପରେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ହାଇକୋର୍ଟରୁ ଜାମିନ ନ ପାଇବା ପରେ ପୂଜା ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।…

ତାହିର ହୁସେନଙ୍କ ଜାମିନ ଆବେଦନକୁ ଦିଲ୍ଲୀ ପୋଲିସର ବିରୋଧ, କହିଲା- ନିର୍ବାଚନ ଲଢିବା ନୁହେଁ ମୌଳିକ ଅଧିକାର

ନୂଆଦିଲ୍ଲୀ ୧୫।୧: ଦିଲ୍ଲୀ ପୋଲିସ ଫେବୃଆରୀ ୨୦୨୦ ଦଙ୍ଗା ସମ୍ପର୍କିତ ଏକ ହତ୍ୟା ମାମଲାରେ ଅଭିଯୁକ୍ତ ତଥା ପୂର୍ବତନ ଆମ ଆଦମୀ ପାର୍ଟି (ଆପ) ନେତା ତାହିର ହୁସେନଙ୍କ ଜାମିନ ଆବେଦନକୁ କୋର୍ଟରେ ବିରୋଧ କରିଛି। ତାହିର ହୁସେନ ଏଆଇଏମଆଇଏମ ଟିକେଟରେ…