କୁମ୍ଭମେଳାରେ ଷ୍ଟିଭ୍ ଜବସ୍ଙ୍କ ପତ୍ନୀ ଲରେନ୍ ପାଓ୍ୱେଲ ଓରଫ କମଳା
ଗଳାରେ ରୁଦ୍ରାକ୍ଷ ମାଳା। ଦେହରେ ଗେରୁଆ ବସ୍ତ୍ର। ଭକ୍ତି ରଙ୍ଗରେ ରଙ୍ଗେଇ ହେଲେ ଆପଲ୍ର ସହ ପ୍ରତିଷ୍ଠାତା ଦିବଙ୍ଗତ ଷ୍ଟିଭ୍ ଜବସ୍ଙ୍କ ପତ୍ନୀ ଲରେନ୍ ପାଓ୍ୱେଲ ଓରଫ କମଳା। ସେ ମହାକୁମ୍ଭା ମେଳାରେ ବୁଡ଼ ପକାଇବେ। ଏଥିପାଇଁ ପ୍ରୟାଗରାଜରେ ସେ ଶନିବାରଠୁ…
