ପରିବା ହାଟରେ ରାହୁଲ : ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ

ନୂଆଦିଲ୍ଲୀ : ପରିବା ମାର୍କେଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ହାଟ ରସୁଣ କିଲୋ କେତେ? କେବଳ ରସୁଣ ନୁହେଁ, ଟମାଟୋ, ବିଟ୍‌ ଓ ବିଭିନ୍ନ ପରିବାର ଦାମ୍ ମଧ୍ୟ ପଚାରି ବୁଝିଛନ୍ତି। ପରିବା ହାଟରେ ପହଞ୍ଚି ଯେଉଁ ପ୍ରକାର ରାହୁଲ…

ଆର୍‌ଜି କର ମାମଲାକୁ ନେଇ ବଡ଼ ଖୁଲାସା, କ୍ରାଇମ୍ ସ୍ପଟ୍‌ରେ ନାହିଁ ଧସ୍ତାଧସ୍ତିର ଚିହ୍ନ

କୋଲକାତା : ବହୁ ଚର୍ଚ୍ଚିତ କୋଲକାତା ଆର୍‌ ଜି କର୍‌ ହସ୍ପିଟାଲରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଚଳିତ ବର୍ଷ ଅଗଷ୍ଟ ୯ ତାରିଖରେ ହସ୍ପିଟାଲର ଚତୁର୍ଥ ମହଲାରେ ଥିବା ସେମିନାର ରୁମ୍‌ରେ ଜୁନିଅର…

୪ ଘଣ୍ଟାର ଜେରା ପରେ ଅଲ୍ଲୁ ଅର୍ଜୁନଙ୍କୁ ଛାଡ଼ିଲା ପୁଲିସ୍‌, ଏହି ସବୁ ପ୍ରଶ୍ନରେ କଲା ଘାଇଲା

ହାଇଦ୍ରାବାଦ :ବହୁ ଭାଷା ଭିତ୍ତିକ ଚଳଚ୍ଚିତ୍ର ପୁଷ୍ପା-୨ର ନାୟକ ତଥା ତେଲୁଗୁ ତାରକା ଅଲ୍ଲୁ ଅର୍ଜୁନଙ୍କୁ ୪ ଘଣ୍ଟା ଧରି ଘାଣ୍ଟିବାରେ ପରେ ଛାଡ଼ିଛି ତେଲଙ୍ଗାନା ପୁଲିସ୍‌। ଡିସେମ୍ବର ୪ ସନ୍ଧ୍ୟା ହଲ ଦଳା ଚକଟା ଘଟଣାରେ ପୁଲିସ୍‌ ତାଙ୍କୁ ଆଜି…

ନିର୍ବାଚନ ନିୟମରେ ସଂଶୋଧନ: ସୁପ୍ରିମକୋର୍ଟରେ ପହଞ୍ଚିଲା କଂଗ୍ରେସ

ନୂଆଦିଲ୍ଲୀ :ନିର୍ବାଚନ କମିଶନଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାର ନିକଟରେ ନିର୍ବାଚନ ପରିଚାଳନା ନିୟମ ୧୯୬୧ରେ ସଂଶୋଧନ କରିଛନ୍ତି। କିନ୍ତୁ ଏହାକୁ ବିରୋଧ କରି କଂଗ୍ରେସ ଗୋଟିଏ ପିଟିସନ ସୁପ୍ରିମକୋର୍ଟରେ ଦାଏର କରିଛି। କେନ୍ଦ୍ର ସରକାର କରିଥିବା ସଂଶୋଧନ ଦ୍ୱାରା ନିର୍ବାଚନ…

ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ ହେବେ କଂଗ୍ରେସର ଅଳକା ଲାମ୍ବା

ନୂଆଦିଲ୍ଲୀ : ଆଉ କିଛି ମାସ ପରେ ଅନୁଷ୍ଠିତ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ କ୍ଷମତାସୀପ ଆପ ଠାରୁ ଆରମ୍ଭ କରି ବିଜେପି ଓ କଂଗ୍ରେସ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହିକ୍ରମରେ କଂଗ୍ରେସ ଦିଲ୍ଲୀର ଆଉ ୨୭ଟି ଆସନ…

ଏଥର କୁମ୍ଭ ମେଳାରେ ଉଡିବେନି ମଶା ମାଛି

ନୂଆଦିଲ୍ଲୀ : ଜାନୁଆରୀ ୧୩ ତାରିଖରୁ ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏହି ମେଳା ଫେବୃଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦେଶ ବିଦେଶରୁ ବହୁ ସାଧୁ ସନ୍ଥ ଏବଂ ଲକ୍ଷାଧିକ ଶ୍ରଦ୍ଧାଳୁ ଏଥିରେ ଯୋଗଦେବେ। ଧାର୍ମିକ…

ୟୁନୁସ ନିଆଁରେ ଘିଅ ଢାଳୁଛନ୍ତି: ହାସିନାଙ୍କ ପ୍ରତ୍ୟର୍ପଣ ନେଇ ସଜିବଙ୍କ ମନ୍ତବ୍ୟ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପୁଅ ସଜିବ ୱାଜେଦ୍ ଭାରତରୁ ହସିନାଙ୍କ ପ୍ରତ୍ୟର୍ପଣ ଦାବି ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀ ସରକାରକୁ ରାଜନୈତିକ ପ୍ରତିଶୋଧର କାମ କରୁଥିବା ସେ ଅଭିଯୋଗ କରିଛନ୍ତି।…

ପିଲଭିତ୍ ଏନକାଉଣ୍ଟରର ପ୍ରତିଶୋଧ ମହାକୁମ୍ଭରେ ନେବୁ: ପନ୍ନୁଙ୍କ ଧମକ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପିଲିଭିତ୍‌ରେ ଗୋଟିଏ ଦିନ ପୂର୍ବରୁ ୩ଜଣ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଏନକାଉଣ୍ଟର ପରେ ଆମେରିକାରେ ଥିବା ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପ୍ରତିଶୋଧ ନେବେ ବୋଲି ଧମକ ଦେଇଛନ୍ତି। ପ୍ରୟାଗରାଜରେ ହେବାକୁ…

ଓଡ଼ିଶାର ନୂଆ ବି.ଏଡ଼ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଟକ : ବିଗତ ଦିନଗୁଡ଼ିକରେ ଶିକ୍ଷକ ଶିକ୍ଷା ପ୍ରତି ଧ୍ୟାନ ଦିଆ ଯାଇ ନଥିଲା। ଆଗାମୀ ଦିନରେ ଓଡ଼ିଶାରେ ଶିକ୍ଷକ ଶିକ୍ଷାର ବିକାଶ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ। ଓଡ଼ିଶାର ନୂଆ ବି.ଏଡ଼ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି…

ସରକାରୀ କ୍ୱାର୍ଟର୍ସରୁ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଜପତି : ସରକାରୀ କ୍ୱାର୍ଟର୍ସରୁ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ଗଜପତି ଜିଲ୍ଲାରେ। ମୃତ କର୍ମଚାରୀ ଜଣଙ୍କ ହେଲେ ସେରଙ୍ଗ ଥାନା ଗୁମା ଗାଁର ଗଣେଶ ବେହେରା। ଗଣେଶ ସେରଙ୍ଗ ଥାନା ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ…