ରଡ୍ରେ ପିଟି ଯୁବକଙ୍କୁ ହତ୍ୟା
ଭୁବନେଶ୍ବର: ପୁଣି ବାଲିଅନ୍ତାରେ ବର୍ବରତା । ଆକ୍ରମଣରେ ଗୁରୁତର ଯୁବକଙ୍କ ମୃତ୍ୟୁ । ମୃତକ ବାଲିଅନ୍ତା ଥାନା ପାଟଣା ଗାଁର ରିଙ୍କୁ ମାର୍ଥା । ସାମାନ୍ୟ ବଚକ୍ଷାରୁ ଗତ ୨୦ ତାରିଖ ଅପରାହ୍ନରେ ରିଙ୍କୁଙ୍କୁ ଲୁହା ରଡ ରେ ଆକ୍ରମଣ କରିଥିଲେ…
ଭୁବନେଶ୍ବର: ପୁଣି ବାଲିଅନ୍ତାରେ ବର୍ବରତା । ଆକ୍ରମଣରେ ଗୁରୁତର ଯୁବକଙ୍କ ମୃତ୍ୟୁ । ମୃତକ ବାଲିଅନ୍ତା ଥାନା ପାଟଣା ଗାଁର ରିଙ୍କୁ ମାର୍ଥା । ସାମାନ୍ୟ ବଚକ୍ଷାରୁ ଗତ ୨୦ ତାରିଖ ଅପରାହ୍ନରେ ରିଙ୍କୁଙ୍କୁ ଲୁହା ରଡ ରେ ଆକ୍ରମଣ କରିଥିଲେ…
ଭୁବନେଶ୍ବର : ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତସୂଚୀ । ୨୫ ତାରିଖ ଅପରାହ୍ନ ୪ଟା ୧୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪ଟା ୧୫ରେ ହେଲିକପ୍ଟରରେ ଖୋର୍ଦ୍ଧାକୁ ବାହାରି ୪ଟା ୩୫ରେ ପହଞ୍ଚିବେ । ଖୋର୍ଦ୍ଧା ହେଲିପେଡରୁ…
ପୋଲସରା: ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମାଲଗୁଡ଼ିଆ ଛକରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ଯୁବକ ହେଲେ ପୋଲସରା ବ୍ଲକ ଡୋଙ୍ଗରୀ ଗାଁର ନାରାୟଣ ପ୍ରଧାନ । ଗତ ରାତିରେ…
କଟକ : ଗିରଫ ହେବେ କି ବିଦ୍ୟାଭାରତୀ ? ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀଙ୍କୁ ହାଇକୋର୍ଟରୁ ଝଟକା । ଅନ୍ତରୀଣ ସୁରକ୍ଷା ଦେବାକୁ ମନାକଲେ ହାଇକୋର୍ଟ । ସମ୍ଭାବ୍ୟ ଗିରଫଦାରୀରୁ ସୁରକ୍ଷା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ…
ବରଗଡ: ଦଶହରାରେ ବରଗଡ ବିଜେପୁରରେ ଖେଳିଗଲା ଦୁଃଖର କଳାବାଦଲ । ନାବାଳକ ନିଖୋଜ ନେଇ ପୁରା ଅଂଚଳରେ କେଳିଗଲା ଚାଂଚଲ୍ୟ । ଟି.ଗଣ୍ଡପାଲି କର୍ଣ୍ଣପା ଗାଁରେ ୭ବର୍ଷୀୟ ଶିଶୁ ନିଖୋଜ ନେଇ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ତାପର…
କୋଟିଆ: ଆସନ୍ତାକାଲି କୋଟିଆ ସୀମା ବିବାଦକୁ ନେଇ ବସିବ ସର୍ବଦଳୀୟ ବୈଠକ। କୋଟିଆ ବିବାଦ ପ୍ରସଙ୍ଗରେ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବୁ ବୋଲି ପ୍ରତିକ୍ରିୟା ରଖି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।ସୂଚନାଥାଉକି, ଆନ୍ଧ୍ରର ବେଆଇନ କାର୍ଯ୍ୟକଳାପ ବିରୋଧରେ ପୁଣି…
ମାଲକାନଗିରି: କାଳ ହେଲା ଡିଜେ ଗାଡ଼ି। ଚକା ଫାଟିଲା, ରକ୍ତରଞ୍ଜିତ ହେଲା ରାଜପଥ। ହଠାତ୍ ରାସ୍ତାରେ ଫାଟିଲା ଡିଜେ ଗାଡ଼ି ଟାୟାର। ଡିଜେ ଗାଡ଼ି ଦୁର୍ଘଟଣାରେ ଜଣଙ୍କର ଗଲା ଜୀବନ। ୧୦ରୁ ଅଧିକ ଗୁରୁତର ହୋଇଥିବା ସୂଚନା। ମାଲକାନଗିରି ଜିଲ୍ଲା ମାଥିଲି…
ଭୁବନେଶ୍ବର: ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ | ୧୫୦ କିମି ବେଗରେ ବହିପାରେ ପବନ! ଓଡିଶାକୁ ଘାରିଲାଣି ବାତ୍ୟା ଭୟ | ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ବାତ୍ୟା ଆଶଙ୍କା ବଢ଼ିଛି। ବିଭିନ୍ନ ଅନ୍ତର୍ଜାତୀୟ…