October 25, 2026

ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡାଟା ସେଣ୍ଟର ଲୋକାର୍ପିତ କଲେ ପିଏମ୍ ମୋଦୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ନୂତନ ଡାଟା ସେଣ୍ଟର ଏବଂ ସାଇବର୍‌ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଅପରାହ୍ଣ ପ୍ରାୟ ୪ଟା ୧୦ରେ…

ଦୁଇ ଟ୍ରେଲର ମୁହାଁମୁହିଁ ଧକ୍କା, ଚାଲିଗଲା ଦୁଇ ଡ୍ରାଇଭରଙ୍କ ଜୀବନ

ସୁନ୍ଦରଗଡ଼: ଦୁଇ ଟ୍ରେଲର ମୁହାଁମୁହିଁ । ଦୁର୍ଘଟଣାରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଅଉଁଳାବାହାଲ ଛକ ନିକଟରେ ଛାତିଥରା ସଡ଼କ ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ଦୁଇ ଟ୍ରଲର ମଧ୍ୟରେ ମୁହାଁମୁହିଁ…

୨୬ରୁ ୨୯ ତାରିଖ ଯାଏ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

ପୁରୀ: ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ କରାଯାଇଛି । ୨୬ରୁ ୨୯ ତାରିଖ ୪ ଦିନ ପାଇଁ ଚିଲିକାରେ ଭସାପୋଲ ଓ ଡ଼ଙ୍ଗା ଚଳାଚଳ ଉପରେ ଲାଗିଲା କଟକଣା । ଭସାପୋଲ ସହ ପର୍ଯ୍ୟଟକଙ୍କ ପାଇଁ ଡଙ୍ଗା ଚଳାଚଳ ବନ୍ଦ କରାଯାଇଛି…

ଆନ୍ଧ୍ର ମୁହାଁ ’ଅର୍ଣ୍ଣବ’, ଲ୍ୟାଣ୍ଡଫଲ ବେଳେ ୧୨୫ ଛୁଇଁପାରେ ପବନର ବେଗ

ଭୁବନେଶ୍ୱର: ବଙ୍ଗୋପସାଗରରେ ବଳ ଗୋଟାଇ ମାଡି ଆସୁଛି ବାତ୍ୟା ’ଅର୍ଣ୍ଣବ’। ଗଭୀର ଅବପାତରେ ପରିଣତ ହେଉଛି ଭୀଷଣ ବାତ୍ୟା। ଏହା ୨୮ ତାରିଖ ସକାଳେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟାଟି ଆନ୍ଧ୍ରପ୍ରଦେଶ ଉପକୂଳ…

ବାତ୍ୟା ମୁକାବିଲା ପାଇଁ ମୁଖ୍ୟାଳୟରେ ଉପସ୍ଥିତ ରହିବେ ବରିଷ୍ଠ ଅଧିକାରୀ, ୫ ଆଇଏଏସଙ୍କୁ ୫ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ ଆସନ୍ତାକାଲି ମୁଖ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂତନ ନିର୍ଦ୍ଦେଶନାମା ଅନୁଯାୟୀ,…

୬ ମାସ ପରେ DFO ଅଫିସର ସିନିଅର ଆସିଷ୍ଟାଣ୍ଟ ଭିରଫ, ସରକାରୀ ଅର୍ଥ ହେରଫେର୍ ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ବିଭାଗ ରବିବାର ଦିନ ନୂଆପଡ଼ା ସ୍ଥିତ ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗର ଡିଭିଜନାଲ୍ ଫରେଷ୍ଟ ଅଫିସର (DFO)ଙ୍କ କାର୍ଯ୍ୟାଳୟରେ ‘ଏଷ୍ଟାବ୍ଲିସମେଣ୍ଟ ସେକ୍ସନ୍’ର ଦାୟିତ୍ୱରେ ଥିବା ବରିଷ୍ଠ ସହାୟକ ବବୁଲୁ ସୁନାଙ୍କୁ ଗିରଫ କରିଛି। ସେ ଗତ ଛଅ ମାସ…

କୋଟିଆର ସୀମାନ୍ତ ଗ୍ରାମରେ ଆନ୍ଧ୍ର ପୋଲିସର ଉପସ୍ଥିତିକୁ କୋରାପୁଟ ବିଧାୟକଙ୍କ ବିରୋଧ

ପଟ୍ଟାଙ୍ଗି: କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ବିବାଦ ବଢିବାରେ ଲାଗିଛି । କୋଟିଆର ସୀମାନ୍ତ ଗ୍ରାମରେ ଆନ୍ଧ୍ର ପୋଲିସର ଉପସ୍ଥିତିକୁ କୋରାପୁଟ ବିଧାୟକ ରଘୁରାମ ମାଛ ବିରୋଧ କରିଛନ୍ତି। ଓଡ଼ିଶାର ସୀମାନ୍ତ ଗ୍ରାମକୁ କୌଣସି କାମରେ…