ହମାସର ଆକ୍ରମଣକୁ ନିନ୍ଦା କରୁଛୁ, କିନ୍ତୁ ପାଲେଷ୍ଟାଇନ ଲୋକଙ୍କ ସମସ୍ୟାର ସମାଧାନ ହେଉ : କଂଗ୍ରେସ

ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ହମାସର ଆକ୍ରମଣର ଦିନକ ପରେ ତାହାକୁ ନେଇ କଂଗ୍ରେସର ବୟାନ ଆସିଛି । କଂଗ୍ରେସ ପକ୍ଷରୁ...