ନୂଆପଡ଼ାରେ ବିଜେଡି ନେତାଙ୍କ ଘରେ ଆଇଟି ରେଡ୍

ନୂଆପଡ଼ା: ନୂଆପଡ଼ାରେ ବିଜେଡି ନେତା ମହମ୍ମଦ ଜୁନେଦଙ୍କ ଘରେ ଆୟକର(ଆଇଟି) ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜୁନେଦ ଗତ ଶୁକ୍ରବାର କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ଜୁନେଦଙ୍କ ଘର ସମେତ ଅନ୍ୟ କେତେକ ସ୍ଥାନରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି। ତେବେ…

ଦାରୁଠେଙ୍ଗ ପଥର ଖଣିରୁ କୁମ୍ଭୀର ଉଦ୍ଧାର କଲେ ଜୁଝଗଡ଼ ଗ୍ରାମବାସୀ

ଭୁବନେଶ୍ଵର: ଭୁବନେଶ୍ବର ଦାରୁଠେଙ୍ଗ ନିକଟରେ ଥିବା ଏକ ପଥର ଖଣିରୁ ଗୋଟିଏ କୁମ୍ଭୀର ଉଦ୍ଧାର ହୋଇଛି। ସ୍ଥାନୀୟ ଜୁଝଗଡ଼ ଗାଁ ଲୋକ ଏହି କୁମ୍ଭୀରକୁ ଉଦ୍ଧାର କରିଛନ୍ତି। କୁମ୍ଭୀରଟି ଅନେକ ବାଛୁରୀ ଓ କୁକୁରଙ୍କୁ ଶିକାର କରିଥିଲା। କିଛି ମଣିଷ ବି…

ଧାନ ଫସଲ ନଷ୍ଟ କରୁଛି ଚକଡା ପୋକ: ଚିନ୍ତାରେ ଚାଷୀ

ଉଦଳା: କଥାରେ ଅଛି ଚାଷ କାମ ଯାହାର କେତେ ସୁଖ ତାହାର ହେଲେ ଚାଷୀଙ୍କ ସୁଖ ବଦଳରେ ଦୁଃଖ ଆଣି ଦେଇଛି । ଚାଷୀ ଏ ବର୍ଷ ଭଲ ଧାନ ଅମଳ ଅପେକ୍ଷାରେ ଥିଲା । ହେଲେ ଚକଡା ପୋକ ଚାଷୀର…

ପୀତବାସଙ୍କ ପରିବାରକୁ ଧମକପୂର୍ଣ୍ଣ କଲ୍: ମାମଲା ପ୍ରତ୍ୟାହାର ନ କଲେ ଜୀବନରେ ମାରିଦେବୁ

ବ୍ରହ୍ମପୁର: ବ୍ରହ୍ମପୁରର ବହୁଚର୍ଚ୍ଚିତ ଆଇନଜୀବୀ ପତବାସ ପଣ୍ଡା ହତ୍ୟା ମାମଲାରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ବିକ୍ରମ ପଣ୍ଡାଙ୍କ ନାଁରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ଧମକପୂର୍ଣ୍ଣ କଲ ପୀତବାସ ପଣ୍ଡାଙ୍କ ପୁଅଙ୍କ ପାଖକୁ ଆସୁଛି…

କାର୍ ଧକ୍କାରେ ୨ କଲେଜ ଛାତ୍ରୀ ମୃତ, ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ

ଆନନ୍ଦପୁର : କାର ଧକ୍କାରେ ପ୍ରାଣ ହରାଇଛନ୍ତି ଦୁଇ ଜଣ କଲେଜ ଛାତ୍ରୀ। ଶନିବାର କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ୨୦ ନମ୍ବର ଜାତୀୟ ରାଜପଥର ବାରିଗାଁ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତା ଛାତ୍ରୀ ଦ୍ଵୟ ହେଲେ। ସେମାନେ…

କୋଣାର୍କ ନାଟ୍ୟ ମଣ୍ଡପ ଉପରକୁ ପର୍ଯ୍ୟଟକଙ୍କୁ ଚଢିବା ମନା

ଗୋପ : ଏଣିକି କୋଣାର୍କ ସୂର୍ଯ୍ୟ ମନ୍ଦିର ନାଟମଣ୍ଡପରେ ପର୍ଯ୍ୟଟକଙ୍କ ଚଢ଼ିବା ଉପରେ ଭାରତୀୟ ପ୍ରତ୍ନତତ୍ତ୍ଵ କର୍ତ୍ତୃପକ୍ଷ (ଏଏସ୍‌ଆଇ) କଟକଣା ଜାରି କରିଛି । ବିଶ୍ଵ ଐତିହ୍ୟ ସୂର୍ଯ୍ୟମନ୍ଦିର ନିୟମିତ ଭାବେ ଦୁର୍ଘଟଣା ଘଟୁଥିବାକୁ ଦୃଷ୍ଟିରେ ଏପରି ନିୟମ କରାଯାଇଛି ।…

OSRTC ବସ-ଟ୍ରକ ମୁହାଁମୁହିଁ, ୪ ଗୁରୁତର

କାମାକ୍ଷାନଗର: ଭୟାବହ ଦୁର୍ଘଟଣା । OSRTC ବସ୍ -ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଢେଙ୍କାନାଳ ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟରାଜପଥ ର ଦୁମୁହାଁଣି ନିକଟରେ ଦୁର୍ଘଟଣା ହୋଇଛି । ୩ ଯାତ୍ରୀଙ୍କ ସହ ଟ୍ରକ୍ ଡ୍ରାଇଭର ଗୁରୁତର ହୋଇଛନ୍ତି।…

ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ଫର୍ମପୂରଣ ଆରମ୍ଭ

କଟକ: ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଆରମ୍ଭ ହେଉଛି । ୨୦୨୬ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ସ୍କୁଲର ପ୍ରଧାନଶିକ୍ଷକଙ୍କ ଜରିଆରେ ଅନଲାଇନରେ ଫର୍ମପୂରଣ କରିବେ ଛାତ୍ରଛାତ୍ରୀ । ନଭେମ୍ବର ୨୨…

ନୂଆପଡ଼ା ଉପନିର୍ବାଚନ: ଆସନ୍ତାକାଲି ଅପରାହ୍ଣ ୪ଟାରୁ ବନ୍ଦ ହେବ ପ୍ରଚାର

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ପାଇଁ କାଲି ଥମିବ ପ୍ରଚାର । ଆସନ୍ତାକାଲି ଅପରାହ୍ଣ ୪ଟାରୁ ପ୍ରଚାର ବନ୍ଦ ହେବ । ଏହା୧୧ ତାରିଖ ସନ୍ଧ୍ୟା ୬ଟା ୩୦ଯାଏ ଜାରି ରହିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ୍…

ଭୁବନେଶ୍ୱରରେ ରୋଡ୍ସ କଂଗ୍ରେସ ସମାବେଶ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ୮୪ତମ ଇଣ୍ଡିଆନ୍‌ ରୋଡ କଂଗ୍ରେସ (ଅ୍ଧବଆରସି) ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହାର ଶୁଭାରମ୍ଭ କରିଛନ୍ତି । ୧୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ…