ଜିଏସଟି ପ୍ରଭାବ ; ଏହି ଲୋକପ୍ରିୟ ବାଇକ୍ ୨୩,୦୦୦ ପର୍ଯ୍ୟନ୍ତ ଶସ୍ତା ହେଲା
ନୂଆଦିଲ୍ଲୀ : ବଜାଜ୍ ସେପ୍ଟେମ୍ବର ୨୨ରୁ ଲାଗୁ ହୋଇଥିବା ନୂଆ ଜିଏସଟି ଦର ଲାଗୁ ହେବା ପରେ କମ୍ପାନୀ ଏହାର ଲାଭ ସିଧାସଳଖ ନିଜ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ପାଇଁ ଘୋଷଣା କରିଛି । କମ୍ପାନୀ ନିଜର ଅତ୍ୟନ୍ତ ଲୋକପ୍ରିୟ ବାଇକ୍…
