ଗାଧୋଇବା ବେଳେ ଝିଅ ଆଗରେ ମାଆକୁ ଝାମ୍ପିନେଲା କୁମ୍ଭୀର
କେନ୍ଦ୍ରାପଡା : ଝିଅ ଆଗରେ ମାଆକୁ ଝାମ୍ପିନେଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ପାନିଆଁଜୋରରେ ଅଘଟଣ ଘଟିଛି । ମହିଳା ଜଣକ ଗାଧୋଉଥିବାବେଳେ କୁମ୍ଭୀର ଟାଣିନେଇଥିଲା । ନିଖୋଜ ମହହିଳା ହେଲେ ତଅଁଳାଡିହା ଗାଁର କାଜଲ ମହାନ୍ତି ।…
କେନ୍ଦ୍ରାପଡା : ଝିଅ ଆଗରେ ମାଆକୁ ଝାମ୍ପିନେଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ପାନିଆଁଜୋରରେ ଅଘଟଣ ଘଟିଛି । ମହିଳା ଜଣକ ଗାଧୋଉଥିବାବେଳେ କୁମ୍ଭୀର ଟାଣିନେଇଥିଲା । ନିଖୋଜ ମହହିଳା ହେଲେ ତଅଁଳାଡିହା ଗାଁର କାଜଲ ମହାନ୍ତି ।…
ଇସ୍ରାଏଲ ଓ ଇରାନ ମଧ୍ୟରେ ଘମାସାନ ଯୁଦ୍ଧ ଜାରି ରହିଛି । ଇରାନ ଉପରେ ଇସ୍ରାଏଲ ଘନ ଘନ ଆକ୍ରମଣ କରୁଥିବା ବେଳେ ଇରାନ ବି ପ୍ରତିଜବାବ ଦେଉଛି । ଆଉ ଏହାରି ଭିତରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଉ…
ଭଦ୍ରକ: ଯାଜପୁର ଜିଲ୍ଲା ପରେ ଏବେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ପରେ ଧାମନଗରରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି । ଏନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଭଦ୍ରକ ସହରରେ ଆରମ୍ଭ ହୋଇଛି ଚଢ଼ାଉ । ଭଦ୍ରକ ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ…
ତେହେରାନ: ଇରାନରେ ଇସ୍ରାଏଲର ବିମାନ ଆକ୍ରମଣ ମଧ୍ୟରେ ଶହ ଶହ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ଜୀବନ ସଂକଟରେ ପଡ଼ିଯାଇଛି । ଜୀବନ ବଞ୍ଚାଇବା ପାଇଁ ସେମାନେ ସେମାନଙ୍କ ଆପାର୍ଟମେଣ୍ଟର ବେସମେଣ୍ଟରେ ଲୁଚି ରହିଛନ୍ତି। ଗୁଳି ଫୁଟିବାର ଶବ୍ଦ, ବୋମା ବିସ୍ଫୋରଣର ଶବ୍ଦ…
ଭୁବନେଶ୍ଵର: ଜୁନ୍ ୨୦ରେ ଦିନ ୩ଟା ୪୦ରେ ଭୁବନେଶ୍ଵରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵରରେ ପହଞ୍ଚିବା ନେଇ ସୂଚନା ରହିଛି। ଦିନ ୩ଟା ୪୫ରୁ ୪ଟା ୧୫ ଯାଏଁ ରୋଡ୍ ସୋ କାର୍ଯ୍ୟକ୍ରମ ଥିବାବେଳେ…
ଭଦ୍ରକ: ଭଣ୍ଡାରିପୋଖରୀ ପରେ ଧାମନଗରକୁ ଡେଇଁଲା ଝାଡ଼ାବାନ୍ତି। ଦୁଇ ଦିନରେ ୧୦ ଜଣ ଆକ୍ରାନ୍ତ ହସ୍ପିଟାଲ୍ରେ ଚିକିତ୍ସିତ। ଧାମନଗର, ଭଗବାନପୁର, ଖଡ଼ିପଦା ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଛି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ସୂଚନା ଥାଉକି ଯାଜପୁର ଓ କେନ୍ଦୁଝର…
ଓ୍ବାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଯେପରି ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ଆଣିଛନ୍ତି, ସେହିପରି ସେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧକୁ…
ଭୁବନେଶ୍ବର/ପୁରୀ: ମହାପ୍ରଭୁଙ୍କର ପବିତ୍ର ରଥଯାତ୍ରା ଯେତିକି ପାଖେଇ ଆସୁଛି, ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ସେତିକି ବଢ଼ିବାରେ ଲାଗିଛି। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ସରକାର ଲାଗିପଡ଼ିଛନ୍ତି। ଏଥି ପାଇଁ ଯାହା ସବୁ…
ବାଙ୍ଗିରିପୋଷି : ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ରବିବାର ବଜ୍ରପାତ ଘଟିଛି। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଅଛନ୍ତି। ମୃତକ ହେଲେ ଭୀମ ଚରଣ ମାରାଣ୍ଡି (୨୫)। ନିଶ୍ଚିନ୍ତା ପଞ୍ଚାୟତ ଗୋହିରାପାଳ ଗ୍ରାମର…
ଭୁବନେଶ୍ୱର,୧୫ା୬: ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାଶର୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଫଳରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆସନ୍ତାକାଲି ପାଇଁ…