September 29, 2026

ଆସନ୍ତାକାଲି OSSTET ପରୀକ୍ଷା, ୩୦ ଜିଲ୍ଲାର ୨୬୧ କେନ୍ଦ୍ରରେ ହେବ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ପକ୍ଷରୁ ଆସନ୍ତାକାଲି ‘ସେକେଣ୍ଡାରୀ ସ୍କୁଲ୍ ଟିଚର୍ସ ଏଲିଜିବିଲିଟି ଟେଷ୍ଟ’ (OSSTET) ୨୦୨୬ରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟ ବା ପେପର (ପେପର-I ଏବଂ ପେପର-II) ରେ ସକାଳ ୯ଟାରୁ ୧୧ଟା…

MMDR ସଂଶୋଧନ ପ୍ରତ୍ୟାହାର ଓ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର : MMDR ସଂଶୋଧନ ପ୍ରତ୍ୟାହାର ଓ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ କଂଗ୍ରେସର ପରିବର୍ତ୍ତନ ରାଲି । ରାଜଧାନୀରେ କଂଗ୍ରେସର ବଡ଼ ପ୍ରତିବାଦ । MMDR ସଂଶୋଧନ ପ୍ରତ୍ୟାହାର ଏବଂ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସମେତ ବିଭିନ୍ନ ଦାବି…

ସରିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି, ରାୟ ସଂରକ୍ଷିତ ରଖିଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ/ଭୁବନେଶ୍ଵର: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ସଂପର୍କିତ ମାମଲାର ଶୁଣାଣି ଶେଷ ହୋଇଛି। ଏହା ସହ ସର୍ବୋଚ୍ଚ ନ୍ୟାୟାଳୟ ରାୟ ସଂରକ୍ଷିତ ରଖିଛନ୍ତି। ଅକ୍ଟୋବର ୮ରେ ଓଡ଼ିଶା ପରି ଝାଡ଼ଖଣ୍ଡ ମାମଲାର ଶୁଣାଣି ହେବ। ସମାନ ମାମଲା ହୋଇଥିବାରୁ ଏହି ରାଜ୍ୟର…

ଲଗାଣ ବର୍ଷା ଯୋଗୁଁ କୋରାପୁଟରେ ଭୂସ୍ଖଳନ: ଏକାଧିକ ଟ୍ରେନ୍ ବାତିଲ୍

କୋରାପୁଟ: ଦକ୍ଷିଣ ଓଡ଼ିଶାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ସୃଷ୍ଟି ହୋଇଛି, ଯାହାର ସିଧାସଳଖ ପ୍ରଭାବ ରେଳ ଚଳାଚଳ ଉପରେ ପଡ଼ିଛି । ରାୟଗଡ଼ା ରେଳ ଡିଭିଜନ୍ ଅଧୀନସ୍ଥ ମାଲିଗୁଡ଼ା ଏବଂ ଛତ୍ରିପୁଟ ରେଳ ଷ୍ଟେସନ୍ ମଧ୍ୟରେ ରେଳଧାରଣା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ହସ୍ତକ୍ଷେପ କଲା PMO, ଗଣଶିକ୍ଷା ବିଭାଗକୁ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ । ଓଡ଼ିଶା ସରକାରଙ୍କୁ କୈଫତ ମାଗିଲା PMO । ବହି ତ୍ରୁଟି ମାମଲାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରି ଏହି ସଂପର୍କରେ ସଂପୃକ୍ତି କର୍ତ୍ତୃପକ୍ଷଙ୍କ ଠାରୁ ଜବାବ ଲୋଡିଛି । କିଛି ଦିନ…

ଭିଜିଲାନ୍ସ ଜାଲରେ ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ, ୭ ସ୍ଥାନରେ ଚଢ଼ାଉ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସହକାରୀ ନିର୍ଦ୍ଦେଶକ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ । ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାର ଏକାକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍…

ଖଜା ଦୋକାନରେ ଚଢ଼ାଉ, ୫ଟି ଭାଟି ସିଲ୍

ପୁରୀ : ଖଜା ଦୋକାନରେ ରେଡ୍ । ୫ଟି ଭାଟି ସିଲ୍ କଲା ପୁରୀ ପୋଲିସ । ଶ୍ରୀମନ୍ଦିର ନିକଟରେ ଥିବା ବିଭିନ୍ନ ଖଜା ଦୋକାନ ଓ ଗଜା ତିଆରି ଭାଟି ଉପରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ମୁନିସିପାଲିଟି ପକ୍ଷରୁ…

ଅନୁଗୋଳରେ ଭୂମିକମ୍ପ ଝଟକା ଅନୁଭୂତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଭୂମିକମ୍ପ ଝଟକା । ରାତି ପ୍ରାୟ ୧୦.୪୭ ମିନିଟରେ ଏହି ଭୂମିକମ୍ପ ଝଟକା ପ୍ରାୟ ୫ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଛେଣ୍ଡିପଦା ବ୍ଲକ ସଦର ମହକୁମାଠାରୁ ପ୍ରାୟ…

ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳି କରି ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ସୋମବାର ରାତିରେ ଜଣେ ‘ଜନ ସେବା କେନ୍ଦ୍ର’ ମାଲିକଙ୍କୁ କିଛି ଦୁର୍ବୃତ୍ତମାନେ ଗୁଳି ମାଡ଼ ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ, ଏହି ଘଟଣା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କେନ୍ଦେଇପାଶି ଠାରେ…

ଭାଲୁକୁଣୀ ଭଷାଣ ବେଳେ ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର

ଯାଜପୁର : ଭାଲୁକୁଣୀ ଭଷାଣ ହେଲା କାଳ । ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର । ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତ ମହମ୍ମଦ ଜମାପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୁରୁତରଙ୍କୁ ଯାଜପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି…