ଏଫଏମ ରେଡ଼ିଓ ମାଧ୍ୟମରେ ଟ୍ରାଫିକ ଅପଡେଟ ଦେବ କମିସନରେଟ ପୋଲିସ
ଭୁବନେଶ୍ୱର : FM ରେଡ଼ିଓ ଦ୍ୱାରା ଟ୍ରାଫିକ ଅପଡେଟ ଦେବ କମିସନରେଟ ପୋଲିସ । ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, କମିଶନରେଟ୍ ପୋଲିସ ଏଫଏମ ରେଡିଓ ମାଧ୍ୟମରେ ଟ୍ରାଫିକ୍ ଅପଡେଟ୍ ପ୍ରଦାନ କରିବାକୁ ଚିନ୍ତା କରୁଛି । ଏଥିପାଇଁ ପୋଲିସ ସମସ୍ତ…