ଓପନିଂ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତୀୟ ହକି ଟିମ୍

ପର୍ଥ: ଭାରତୀୟ ହକି ଦଳକୁ ଅଷ୍ଟ୍ରେଲିଆ ଦଳ ୫-୧ ଗୋଲ୍‌ରେ ପରାଜିତ କରିଛି। ଶନିବାର ପର୍ଥଠାରେ ଖେଳାଯାଇଥିବା ୫ ଟିକିଆ ସିରିଜ୍‌ର ଓପନିଂ ମ୍ୟାଚ୍‌ରେ ଭାରତୀୟ ଦଳ ଶୋଚନୀୟ ଭାବେ ପରାଜିତ ହୋଇଛି। ଭାରତୀୟ ଦଳ ଅଷ୍ଟ୍ରେଲିଆ ସହ କଡ଼ା ମୁକାବିଲା…

ଆଇପିଏଲ୍‌-୨୦୨୪: ପଂଜାବକୁ ୪ ୱିକେଟ୍‌ରେ ପରାସ୍ତ କଲା ବେଙ୍ଗାଲୁରୁ

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ୨୦୨୪ର ଷଷ୍ଠ ମ୍ୟାଚ୍‌ରେ ସୋମବାର ପଞ୍ଜାବ କିଙ୍ଗ୍ସ(ପିବିକେଏସ୍)କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ୪ ୱିକେଟ୍‌ରେ ପରାସ୍ତ କରିଛି। ସ୍ଥାନୀୟ  ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବେଙ୍ଗାଲୁରୁ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା।…

ଭୁବନେଶ୍ୱରରେ ଟିମ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ଟିମ ଇଣ୍ଡିଆର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ l ରାଜଧାନୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଛନ୍ତି l ନିକଟରେ ଭାରତ ଦିନିକିଆ ବିଶ୍ୱକପ ପରାଜିତ ହୋଇଥିବା ବେଳେ ଆଗକୁ T20 ବିଶ୍ୱକପ ରହିଛି l ଏହା ଉପରେ…

WFI ଉପରୁ ହଟିଲା ବ୍ୟାନ୍‌, ଭାଙ୍ଗିଲା ଆଡ ହକ୍ କମିଟି

ଭାରତୀୟ କୁସ୍ତି ମହାସଂଘ ତଥା ଡବ୍ଲୁଏଫ୍ଆଇ ଉପରୁ ହଟିଲା ବ୍ୟାନ୍‌। ଏଥିସହ ଭାରତୀୟ କୁସ୍ତି ମହାସଂଘ ପାଇଁ ଗଠନ କରିଥିବା ଆଡ୍‌ ହକ୍ କମିଟିକୁ ମଧ୍ୟ ଭଙ୍ଗ କରାଯାଇଛି। ଏନେଇ ଇଣ୍ଡିଆନ୍‌ ଅଲିମ୍ପିକ୍ ଆସୋସିଏସନ୍‌ ଘୋଷଣା କରିଛି। ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ…

ବଦଳିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋରର ନାଁ!

ବାଙ୍ଗାଲୋର : ଆଉ ଗୋଟିଏ ସପ୍ତାହ ପରେ ଆଇପିଏଲର ୨୦୨୪ ସଂସ୍କରଣ ଆରମ୍ଭ ହେବ। ଏହି ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର(ଆରସିବି) ନୂଆ ନାଁରେ ଖେଳିପାରେ। ପ୍ରାଞ୍ଚାଇଜ ପକ୍ଷରୁ ଗୋଟିଏ ପ୍ରମୋସନାଲ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଛି। ଏଥିରୁ ସଙ୍କେତ…

ଜାଣନ୍ତୁ – କେଉଁ ସବୁ ଖେଳାଳି ଖେଳିବେନି ଆଇପିଏଲ

ନୂଆଦିଲ୍ଲୀ : ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ। ଏହାପୂର୍ବରୁ ଜଣଙ୍କ ପରେ ଜଣେ ଖେଳାଳି ବ୍ୟକ୍ତିଗତ କାରଣ ଦର୍ଶାଇ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଉଛନ୍ତି। ପୂର୍ବରୁ ଏକାଧିକ ଖେଳାଳି ଆଇପିଏଲରୁ ଓହରି ଥିବା ବେଳେ ଏହି ତାଲିକାରେ ଏବେ ହ୍ୟାରୀ…

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଥାଇଲାଣ୍ଡରେ ଅନୁଷ୍ଠିତ ହୋଇଥିବା ବିଡବ୍ଲୁଏଫ ବିଶ୍ୱ ପାରା ଚମ୍ପିୟାନସିପ ୨୦୨୪ ରେ ଗୋଟିଏ ସ୍ବର୍ଣ୍ଣ ଓ ଦୁଇଟି ବ୍ରୋଞ୍ଜ ପଦକ ବିଜୟୀ ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି I ଆଜି ସ୍ଥାନୀୟ…

ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ବିଜୟୀ ହେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଳୀ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ବିଜୟ ସହ ସିରିଜ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ । ଶେଷ ମ୍ୟାଚ୍ ପୂର୍ବରୁ ସିରିଜ କବଜା କରିଛି ରୋହିତ ବାହିନୀ । ୫ ୱିକେଟ ହରାଇ ୧୯୨ ରନର ବିଜୟଲକ୍ଷ୍ୟକୁ ହାସଲ କରିଛି…

ନବକଳେବର ହେବ ବାରବାଟୀ ଷ୍ଟାଡିୟମ; ୬୦ ହଜାରକୁ ବଢିବ ସିଟ୍ ସଂଖ୍ୟା

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର ହେବ। ଷ୍ଟାଡିୟମର ରୂପରେଖ ବଦଳିଯିବ। ଏନେଇ ଆଜି ସକାଳୁ ୫-ଟି ଅଧକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଷ୍ଟାଡିୟମ ବୁଲି ଦେଖିବା ପରେ ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ଷ୍ଟାଡିୟମର ସମସ୍ତ…

୩ୟ ଟେଷ୍ଟ: ଭାରତର ସବୁଠୁ ବଡ଼ ଟେଷ୍ଟ ବିଜୟ, ଇଂଲଣ୍ଡକୁ ୪୩୪ ରନରେ ହରାଇଲା

ରାଜକୋଟ୍ : ରାଜକୋଟ ଟେଷ୍ଟରେ ବଡ଼ ବିଜୟ ହାସଲ କରିଛି ଭାରତ । ଇଂଲଣ୍ଡକୁ ୪୩୪ ରନର ବିଶାଳ ବ୍ୟବଧାନରେ ପରାସ୍ତ କରି ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି ଟିମ୍ ଇଣ୍ଡିଆ । ଆଜିର ବିଜୟକୁ ଭାରତର ସବୁଠାରୁ ବଡ଼ ଟେଷ୍ଟ…