ପ୍ୟାରିସ୍ ଅଲିମ୍ପିକ୍ସ : ମହିଳା ତୀରନ୍ଦାଜୀ କ୍ବାର୍ଟରରେ ଭାରତ

ପ୍ୟାରିସ୍ : ପ୍ୟାରିସ୍ ଅଲିମ୍ପିକ୍ସର ରାଙ୍କିଙ୍ଗ ରାଉଣ୍ଡରେ ଭାରତର ମହିଳା ତୀରନ୍ଦାଜୀ ଦଳ ଭଲ ପ୍ରଦର୍ଶନ କରିଛି। ଭାରତ ପକ୍ଷରୁ ଦୀପିକା କୁମାରୀ, ଅଙ୍କିତା ଭଗତ ଓ ଭଜନ କୌର ମୋଟ ୧୯୮୩ ପଏଣ୍ଟ ହାସଲ କରିଛନ୍ତି। ଏହା ସହ ଭାରତୀୟ…

ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାକୁ ୨୭ ପଦକ

ଭୁବନେଶ୍ୱର: ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତା (ଜୋନ୍ ଏ) ଉଦଯାପିତ ହୋଇଯାଇଛି। କଳିଙ୍ଗ ଷ୍ଟାଡ଼ିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ରରେ ୧୧ ତାରିଖରୁ ଆରମ୍ଭ ହୋଇଥିଲା ଏହି ପ୍ରତିଯୋଗିତା। ଯୁବ ବର୍ଗରେ ଓଡ଼ିଶା ୬ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ…

ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ: ଜଶସ୍ବୀ-ଗିଲ୍‌ଙ୍କ ଧୂଆଁଧାର ବ୍ୟାଟିଂ

ହରାରେ: ଟିମ୍ ଇଣ୍ଡିଆ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ୫ଟିକିଆ ଟି-୨୦ ମ୍ୟାଚ୍‌ର ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଜିମ୍ବାୱେକୁ ୱିକେଟରେ ପରାଜିତ କରି ସିରିଜ୍ ବିଜୟୀ ହୋଇଛି। ପଞ୍ଚମ ଟି-୨୦ରେ ଟିମ୍ ଇଣ୍ଡିଆର ବିଜୟ ଅବା ପରାଜୟ ସିରିଜ୍…

ତୃତୀୟ ଟି-୨୦: ଜିମ୍ବାୱେକୁ ୨୩ ରନ୍‌ରେ ହରାଇଲା ଭାରତ

ହରାରେ: ହରାରେ ଆଜି ଖେଳାଯାଇଥିବା ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଜିମ୍ବାୱେକୁ ୨୩ ରନ୍‌ରେ ପରାସ୍ତ କରିଛି ଭାରତ। ଏହା ସହିତ ଏହି ସିରିଜ୍‌ରେ ୨-୧ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ। ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୮୨ ରନ୍…

କିଶୋର ଜେନା ଏବଂ ଅମିତ ରୋହିଦାସଙ୍କୁ ୧୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ଆଗାମୀ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶାର ଦୁଇ ଯୁବ ତାରକା  କିଶୋର ଜେନା ଏବଂ  ଅମିତ ରେହିଦାସଙ୍କୁ ଲକ୍ଷ୍ୟ ସାଧନ ଦିଗରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୫ ଲକ୍ଷ…

ଦ୍ୱିତୀୟ ଟି-୨୦ରେ ଜିମ୍ବାୱେକୁ ୧୦୦ ରନରେ ପରାସ୍ତ କଲା ଭାରତ

ହରାରେ : ଶନିବାର ଅପ୍ରତ୍ୟାଶିତ ଢଙ୍ଗରେ ଭାରତର ଯୁବ ବାହିନୀ ଜିମ୍ବାୱେ ଠାରୁ ହାରି ଯାଇଥିଲା। ହେଲେ ୨୪ ଘଣ୍ଟା ଭିତରେ ଜିମ୍ବାୱେ ଠାରୁ ଏହାର ମଧୁର ପ୍ରତିଶୋଧ ନେଇ ଶୁବମନ ଗିଲଙ୍କ ଭାରତୀୟ ଟିମ। ଦ୍ୱିତୀୟ ଟି-୨୦ରେ ଭାରତୀୟ ଟିମ…

ରୋହିତ ଓ ବିରାଟଙ୍କ ପରେ ଅନ୍ତର୍ଜାତୀୟ ଟି-୨୦ରୁ ଜାଡେଜାଙ୍କ ଅବସର

ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ବିଦାୟ ନେଇଛନ୍ତି ସାର୍‌ ରବୀନ୍ଦ୍ର ଜାଡେଜା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ଵକପ ଫାଇନାଲ ଜିତି ଭାରତ ଟାଇଟଲ ବିଜୟୀ ହେବା ପରେ ଜାଡେଜା ଅବସର ଘୋଷଣା କରିଛନ୍ତି। ପୂର୍ବରୁ ରୋହିତ ଶର୍ମା ଏବଂ ବିରାଟ କୋହଲି…

ରୋହିତ-ବିରାଟଙ୍କୁ ଶୁଭେଚ୍ଛା, ସୂର୍ଯ୍ୟଙ୍କ କ୍ୟାଚ୍‌କୁ ପ୍ରଶଂସା: ଟିମ୍‌ ଇଣ୍ଡିଆ ସହ କଥା ହେଲେ ମୋଦି

ଟି-୨୦ ବିଶ୍ୱକପ୍‌ ଟାଇଟଲ ହାତେଇଛି ଟିମ୍‌ ଇଣ୍ଡିଆ। ବିଶ୍ୱକପ୍‌ ବିଜୟୀ ହେବା ପରେ ଭାରତୀୟ କ୍ରିକେଟ ଟିମ୍‌କୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭାରତୀୟ କ୍ରିକେଟ୍ ଦଳ ସହ ଫୋନ୍‌ରେ କଥା ହୋଇ ସମଗ୍ର ଦଳକୁ ବିଜୟ…

ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ

ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇଲା ଭାରତ ବ୍ରିଜଟାଉନ : ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହୋଇଛି । ବାର୍ବାଡୋସର ବ୍ରିଜଟାଉନଠାରେ ଶନିବାର ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ୧୭…

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ହକି ଇଣ୍ଡିଆ ପୁରୁଷ ଦଳ ଘୋଷଣା: ଓଡ଼ିଆ ଖେଳାଳି ଅମିତ ରୋହିଦାସ ସାମିଲ

ନୂଆଦିଲ୍ଲୀ : ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ଏହି ତାଲିକାରେ ୫ ଜଣ ଡେବ୍ୟୁାଣ୍ଟ ରହିଛନ୍ତି। ଦଳର ନେତୃତ୍ବ ହରମାନପ୍ରୀତ୍ ସିଂ ନେବେ। ଉପଅଧିନାୟକ ଭାବରେ ହାର୍ଦ୍ଦିକ ସିଂଙ୍କୁ ଦଳର ସାମିଲ କରାଯାଇଛି। ଅଲମ୍ପିକ୍ସ…