National & International

ଥରିଲା ଥାଇଲାଣ୍ଡ: ଆଖି ଆଗରେ ଧୂଳିସାତ୍ ହେଲା ସୁଉଚ୍ଚ ଅଟ୍ଟାଳିକା

ମିଆଁମାର: ହଠାତ୍ ସବୁକିଛି ଓଲଟପାଲଟ ହୋଇଗଲା, ସ୍ଥିର ଥିବା ଦୁନିଆଟା ଦୋହଲିବାକୁ ଲାଗିଲା । ସାରା ସହର ଥରି ଉଠିଲା ଆଉ ଆଖି ପିଛୁଳାକେ ଘରଦ୍ବାର, କୋଠାବାଡି, ଗଛଲତା, ବ୍ରିଜ, ବିଜୁଳି ଖୁଣ୍ଟି ଭାଙ୍ଗିବାକୁ ଲାଗିଲା ଆଉ ଧୁସଧାସ ହୋଇ ଭୁଶୁ଼ଡି…

ଭୟଙ୍କର ଭୂକମ୍ପ: ଚାହୁଁ ଚାହୁଁ ଆଖି ପିଛୁଳାକେ ଭୁଶୁଡ଼ିପଡିଲା ବିରାଟ ବ୍ରିଜ୍

ମିଆଁମାର: ଭୟଙ୍କର ଭୂକମ୍ପରେ ଭୁଶୁଡିଲା ବିରାଟକାୟ ବ୍ରିଜ୍ । ନଦୀରେ ଭାଙ୍ଗିପଡିଲା ବ୍ରିଜ । ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ବ୍ରିଜକୁ ଭାଙ୍ଗିମୋଡି ପାଣି ପାଟିରେ ଭରିଦେଲା । ଆଉ ହଠାତ୍ ଏକ ବିରାଟ ବ୍ରିଜ୍ ଭୁଶୁଡି ପଡିବା ପରେ…

୨ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଶୁକ୍ରବାର ଦିନ ଅର୍ଥାତ୍ ଆଜି କେନ୍ଦ୍ର ସରକାର ମହଙ୍ଗା ଭତ୍ତା(ଡିଏ) ୨ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୃଦ୍ଧି…

ମିଆଁମାର ଭୂମିକମ୍ପ: ୫୯ମୃତ, ୨୫୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଭୂମିକମ୍ପ। ଶୁକ୍ରବାର ସକାଳେ ମିଆଁମାରରେ ଦୁଇଟି ବଡ଼ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆମେରିକାର ଭୂତତ୍ତ୍ୱ ସର୍ଭେ (ୟୁଏସଜିଏସ) ଏହାର ତୀବ୍ରତା ୭.୫ ହେବ ବୋଲି…

ମିରଟରେ ଘଟିଥିବା ଘଟଣା ନିନ୍ଦନୀୟ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ- ବାଗେଶ୍ବର ବାବା

ନୂଆଦିଲ୍ଲୀ: ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ମିରଟ ହତ୍ୟାକାଣ୍ଡ। ପ୍ରେମିକ ସହ ରହିବା ପାଇଁ ସ୍ବାମୀକୁ ହତ୍ୟା କରିବା ଏବଂ ମୃତଦେହକୁ ୧୫ଖଣ୍ଡ କରି ଏକ ପାଣି ଡ୍ରମରେ ସିମେଣ୍ଟ କରିଦେବା ଘଟଣା ସମସ୍ତଙ୍କ ହୃଦୟ ଥରାଇ ଦେଇଛି। ଘରେ…

ଭାରତର ସିନେମା ପାକିସ୍ତାନ ବ୍ୟାନ କରି ନିଜର କ୍ଷତି କରିଛି: ପାକିସ୍ତାନର ପୂର୍ବତନ ମନ୍ତ୍ରୀ

ନୂଆଦିଲ୍ଲୀ : ପାକିସ୍ତାନର ଇମ୍ରାନ ଖାନ ସରକାରରେ ମନ୍ତ୍ରୀ ଥିବା ଫୱାଦ ଚୌଧୁରୀ କହିଛନ୍ତି ଯେ ପାକିସ୍ତାନ ଏପରି ନୀତି ତିଆରି କରିବା ଉଚିତ୍ ନୁହେଁ ଯାହା ସାଧାରଣ ପାକିସ୍ତାନୀ ଏବଂ ସାଧାରଣ ଭାରତୀୟଙ୍କୁ କ୍ଷତି ପହଞ୍ଚାଏ। ସେ କହିଛନ୍ତି ଯେ…

କିମଙ୍କ ନୂଆ କାରନାମା ! AI ବ୍ୟବହାର କରି ତିଆରି କଲେ ବିପଜ୍ଜନକ ଅସ୍ତ୍ର

ସିଓଲ,୨୭।୩: ଉତ୍ତର କୋରିଆର ନେତା କିମ ଜଙ୍ଗ ଉନ କୃତ୍ରିମ ବୁଦ୍ଧିମତ୍ତା (AI) ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏକ ଆତ୍ମଘାତୀ ଡ୍ରୋନର ପରୀକ୍ଷଣ ତଦାରଖ କରିଥିଲେ ଏବଂ କହିଛନ୍ତି ଯେ ଆଧୁନିକ ଅସ୍ତ୍ରଶସ୍ତ୍ର ବିକାଶରେ ମାନବହୀନ ନିୟନ୍ତ୍ରଣ ଏବଂ AI କ୍ଷମତା ସର୍ବୋଚ୍ଚ…

‘ମନ୍ତ୍ରୀଙ୍କ କାନ୍ଧରୁ ହାତ ହଟାନ୍ତୁ…’, ରାହୁଲ ଗାନ୍ଧୀଙ୍କ ପରେ ପପୁ ଯାଦବଙ୍କ କ୍ଲାସ ନେଲେ ଓମ ବିର୍ଲା

ନୂଆଦିଲ୍ଲୀ,୨୭।୩: ଲୋକ ସଭା ବାଚସ୍ପତି ଓମ ବିର୍ଲା ଗୁରୁବାର (୨୭ ମାର୍ଚ୍ଚ, ୨୦୨୫) ପୁଣି ଥରେ ଗୃହ ଭିତରେ ଶିଷ୍ଟାଚାର ଉପରେ ପାଠ ପଢ଼ାଇଛନ୍ତି। ଲୋକ ସଭା କାର୍ଯ୍ୟକାଳ ମଧ୍ୟରେ କେନ୍ଦ୍ରମନ୍ତ୍ରୀଙ୍କ କାନ୍ଧରେ ହାତ ରଖିବା ପାଇଁ ସ୍ବାଧୀନ ଏମି ପପୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଜାତିସଂଘର ପ୍ରଶଂସା

ନ୍ୟୁୟର୍କ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସ୍ବାସ୍ଥ୍ୟକର ଭାରତ ମିଶନ’ ଅଧୀନରେ ଦେଶବ୍ୟାପୀ ଚାଲିଥିବା ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିଛି। ସମଗ୍ର ବିଶ୍ୱ ଏହି ଯୋଜନାର ଶକ୍ତିକୁ ସ୍ବୀକାର କରୁଛି। ବିଭିନ୍ନ ସ୍ବାସ୍ଥ୍ୟ ଯୋଜନା ଅଧୀନରେ ଶିଶୁ ମୃତ୍ୟୁ…

ମହଙ୍ଗା ହେବ କର୍କଟ, ମଧୁମେହ ଔଷଧ

ନୂଆଦିଲ୍ଲୀ: କର୍କଟ, ମଧୁମେହ, ହୃଦ୍‌ରୋଗ ଓ ଅନ୍ୟ ଆଣ୍ଟିବାୟୋଟିକ୍ ସହିତ ସରକାରୀ ନିୟନ୍ତ୍ରଣରେ ଥିବା ଅନ୍ୟ ଔଷଧ ଦର ବୃଦ୍ଧି ହେବାକୁ ଯାଉଛି। ଔଷଧ ଦର ପ୍ରାୟ ୧.୭ ପ୍ରତିଶତ ମହଙ୍ଗା ହେବ ବୋଲି ସୂଚନା ମିଳିଛି। ସରକାରୀ ନିୟନ୍ତ୍ରଣରେ ଥିବା…