National & International

ପ୍ରଚାର ପାଇଁ କେଜ୍ରିୱାଲ ପଞ୍ଜାବରୁ ଲୋକଙ୍କୁ ଡାକୁଛନ୍ତି: ମନୋଜ ତିୱାରୀ

ନୂଆଦିଲ୍ଲୀ: ଦେଶର ‘ମଧ୍ୟବିତ୍ତ ବର୍ଗ’ ସମ୍ପର୍କରେ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ ଦେଇଥିବା ବୟାନ ଉପରେ ବିଜେପି ସାଂସଦ ମନୋଜ ତିୱାରୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୂର୍ବ ପ୍ରତିଶ୍ରୁତିରୁ ଲୋକଙ୍କ…

କୁମ୍ଭମେଳାରେ ଡବଲ ଡେକର ବସ୍‌ରେ ରେସ୍ତୋରାଁ; ୪୫ ପ୍ରକାରର ମିଳୁଛି ଭୋଜନ

ନୂଆଦିଲ୍ଲୀ ୨୨।୦୧: ମହାକୁମ୍ଭକୁ ନେଇ ଚାରିଆଡେ ଚର୍ଚ୍ଚା । କେତେବେଳେ ସାଧୁସନ୍ଥଙ୍କୁ ନେଇ ତ ଆଉ କେତେବେଳେ ବ୍ୟବସାୟକୁ ନେଇ । କୁମ୍ଭରେ ଜୋରଦାର ହେଉଛି ରୋଜଗାର । କିନ୍ତୁ ବର୍ତ୍ତମାନ ଏକ ନିଆରା ରେଷ୍ଟୁରାଣ୍ଟ ଖୋଲିଛି କୁମ୍ଭମେଳାରେ । ଡବଲ…

ମଣିପୁର ଜେଡିୟୁ ଅଧ୍ୟକ୍ଷଙ୍କୁ ପଦରୁ ହଟାଇଲେ ନୀତୀଶ କୁମାର, ଏନଡିଏରୁ ପ୍ରତ୍ୟାହାର କରିଥିଲେ ସମର୍ଥନ

ନୂଆଦିଲ୍ଲୀ: ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ମଣିପୁର ପ୍ରଦେଶ ଅଧ୍ୟକ୍ଷ ବୀରେନ ସିଂହଙ୍କୁ ପଦରୁ ହଟାଇଛି । ମଣିପୁରର ଏନଡିଏ ସରକାରରୁ ଜେଡିୟୁ ସମର୍ଥନ ଫେରାଇ ନେଇଥିବା ନେଇ ବୀରନେ ସିଂହ ଚିଠି ଲେଖିଥିଲେ । ଏହାପରେ ପାର୍ଟି…

କ୍ୟାବିନେଟ୍ ମନ୍ତ୍ରୀଙ୍କ ସହିତ ମିଶି ସଙ୍ଗମରେ ବୁଡ଼ ପକାଇଲେ ଯୋଗୀ

ଲକ୍ଷ୍ନୌ: ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ଅବସରର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏକ କ୍ୟାବିନେଟ ବୈଠକ କରିଥିଲେ। ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଉତ୍ତର ପ୍ରଦେଶର ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ ଅଂଶଗ୍ରହଣ…

ଯୋଗୀ ଆଦିତ୍ୟନାଥଙ୍କୁ ସୁଧା ମୂର୍ତ୍ତିଙ୍କ ଭୁରିଭୁରି ପ୍ରଶଂସା 

ଲକ୍ଷ୍ନୌ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ଦେଶ ତଥା ଦେଶ ବାହାରେ ଚର୍ଚ୍ଚାରେ ରହିଛି। ଏହି ମହାକୁମ୍ଭରେ ସାମିଲ ହୋଇ ବୁଡ଼ ପକାଇବା ପାଇଁ ଦେଶ ଓ ବିଦେଶର କୋଣ-ଅନୁକୋଣରୁ ସାଧୁ ଓ ସନ୍ଥଙ୍କ ସମେତ ସାଧାରଣ ଲୋକେ ଆସି ପହଞ୍ଚୁଛନ୍ତି।…

ଆକ୍ରମଣକାରୀକୁ ରୁମ୍‌ରେ ଲକ କରିଦେଇଥିଲେ ଆହତ ସୈଫ ଅଲୀ ଖାନ, କିନ୍ତୁ କେମିତି ଖସିଗଲା?

ମୁମ୍ବାଇ : ବାଂଲାଦେଶ ନାଗରିକ ଶରିଫୁଲ ଇସଲାମ ଶେହଜାଦ ନିକଟରେ ବଲିଉଡ ଅଭିନେତା ସୈଫ ଅଲୀ ଖାନଙ୍କ ଘରେ କାନ୍ଥ ଡେଇଁ ପ୍ରବେଶ କରିଥିଲା। ସେଠାରେ ସେ ଚୋରି କରିବାକୁ ଚାହୁଁଥିବା ବେଳେ ସୈଫଙ୍କ ସହ ତା’ର ମୁହାଁମୁହିଁ ହୋଇଥିଲା। ଶେହଜାଦ…

ନୀତୀଶ କୁମାର ଓ ବିଜେପି: କେନ୍ଦ୍ରରେ କୋଳାକୋଳି, ମଣିପୁରରେ କଳି!

ନୂଆଦିଲ୍ଲୀ :ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପଲଟୁ ରାମ ଭାବେ ବେଶ ପରିଚିତ। କେତେବେଳେ ସେ କେନ୍ଦ୍ର ସପକ୍ଷରେ ତ କେତେବେଳେ କେନ୍ଦ୍ର ବିପକ୍ଷରେ। ଏବେ ସେ କେନ୍ଦ୍ରରେ କ୍ଷମତାସୀନ ଏନଡିଏର ଅଂଶ ବିଶେଷ। ତାଙ୍କ ଦଳ ଜେଡିୟୁର କିଛି ସଦସ୍ୟ…

ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁଲେ, ଆଉ ଗୋଟିଏ ଟ୍ରେନ ନେଇ ଗଲା ୧୧ ଜୀବନ

ମୁମ୍ବାଇ : ହସ ଖୁସିରେ ଟ୍ରେନରେ ଯାତ୍ରା କରୁଥିଲେ। ନିଜର ଗନ୍ତବ୍ୟ ସ୍ଥଳରୁ ସମସ୍ତେ ଅପେକ୍ଷା କରି ରହିଥିଲେ। ହେଲେ ଅଧା ବାଟରେ ଘଟିଲା ଅଘଟଣ। ଟ୍ରେନରେ ନିଆଁ ଲାଗି ଯାଇଥିବା ଭାବି କିଛି ଲୋକ ଚେନ୍‌ ଭିଡ଼ି ଏହାକୁ ଅଟକାଇ…

ବରଫ ପାଲଟିଲା ଆମେରିକା: ପ୍ରବଳ ତୁଷାରପାତ ଯୋଗୁ ୨୧୦୦ ବିମାନ ଉଡ଼ାଣ ବାତିଲ

ୱାଶିଂଟନ: ନିକଟରେ ଆମେରିକାର କେତେକ ଅଞ୍ଚଳରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିଲା। ଅନ୍ୟପକ୍ଷରେ, ଦକ୍ଷିଣ ଆମେରିକାରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରବଳ ତୁଷାରପାତ ଯୋଗୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦକ୍ଷିଣ ଆମେରିକାରେ ପ୍ରବଳ ତୁଷାରପାତ ଯୋଗୁ ଏପର୍ଯ୍ୟନ୍ତ…

ଟ୍ରମ୍ପ ରାଷ୍ଟ୍ରପତି ହେବାର ଦୁଇ ଦିନ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟରେ ବ୍ୟାରେଲ ପିଛା ପ୍ରାୟ ୨ ଡଲାର ହ୍ରାସ

ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ କ୍ଷମତା ଗ୍ରହଣ କରିବା ପରଠାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ୨ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ଯାହା ପରେ ମୂଲ୍ୟ ବ୍ୟାରେଲ ପିଛା ୭୯ଡଲାରକୁ ଖସି ଆସିଛି। ବିଶେଷଜ୍ଞମାନଙ୍କ ଅନୁସାରେ ଅଶୋଧିତ ତୈଳ…