ଜାତିସଂଘରେ ଚୀନ୍ ପାଇଁ ସଙ୍କଟ: ସୁରକ୍ଷା ପରିଷଦର ସଦସ୍ୟ ହୋଇପାରେ ଫିଲିପାଇନ୍ସ
ମାନିଲା: ଦକ୍ଷିଣ ଚୀନ୍ ସାଗରରେ ଦାଦାଗିରି ଦେଖାଉଥିବା ଚୀନ୍ ପାଇଁ ଏବେ ସଙ୍କଟ ସୃଷ୍ଟି ହେବାରେ ଲାଗିଛି। ଚୀନ୍ ପଡୋଶୀ ଦେଶ ଭିଏତନାମ, ଫିଲିପାଇନ୍ସ, ଜାପାନ ଏବଂ ତାଇୱାନକୁ ଭୟଭୀତ କରିବାରେ ବ୍ୟସ୍ତ ଅଛି। ଚୀନ୍ର ଏହି ପଦକ୍ଷେପକୁ ପ୍ରତିହତ କରିବା…