ବଢ଼ିଲା ରସଗୋଲା ଦାମ୍, ୫ ଟଙ୍କିଆ ମିଠା ୬ ଟଙ୍କା, ୧୦ ଟଙ୍କିଆକୁ ୧୨ ଟଙ୍କା, ୨୦ ଟଙ୍କିଆକୁ ୨୫ ଟଙ୍କା

ଭୁବନେଶ୍ବର: ବଢ଼ିଲା ରସଗୋଲା ଦାମ୍ । କାଲିଠୁ ଲାଗୁ ହେବ ବର୍ଦ୍ଧିତ ଦର । ଦୁଇଦିନ ହେଲା ପାହାଳ ରସଗୋଲା ବଜାର ବନ୍ଦ ରହିଥିବା ବେଳେ କାଲି ଖୋଲିବ ସମସ୍ତ ଦୋକାନ। କାଲିଠୁ ନୂଆ ରେଟରେ ମିଳିବ ରସଗୋଲା ଏବଂ ଛେନାପୋଡ଼…

ଜେଲରେ ଥିବା ଆପ୍‌ ନେତା ସତ୍ୟେନ୍ଦ୍ର ଜୈନ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ଜେଲରେ ଥିବା ଆପ୍‌ ନେତା ସତ୍ୟେନ୍ଦ୍ର ଜୈନ ଆଜି ହଠାତ୍‌ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ତୁରନ୍ତ ଦିଲ୍ଲୀର ସଫଦର୍ଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ପ୍ରକୃତରେ ଜୈନଙ୍କର କ’ଣ ହୋଇଛି, ସେକଥା ଜଣାପଡ଼ିନି। ଏବେ ବି…

ବିକ୍ରମଙ୍କୁ ଅର୍ଥ, ସାରଦାଙ୍କୁ ଶ୍ରମ ଓ ସୁଦାମ ମାରାଣ୍ଡିଙ୍କୁ ମିଳିଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର : କ୍ୟାବିନେଟ ମନ୍ତ୍ରୀ ଭାବରେ ନୂଆ ଦାୟିତ୍ୱ ନେଇଥିବା ୩ ମନ୍ତ୍ରୀଙ୍କୁ ବଡ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ନବୀନ ସରକାର । ନୂଆ କରି ଶପଥ ଗ୍ରହଣ କରିଥିବା କ୍ୟାବିନେଟ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ରାଜ୍ୟ ସରକାର ସ୍କୁଲ ଏବଂ ଗଣଶିକ୍ଷା…

ପୁଣି ମଣିପୁରରେ ହିଂସା: ଆର୍ମି ମୁତୟନ, ରାଜଧାନୀରେ କର୍ଫ୍ୟୁ

ଇମ୍ଫାଲ : ସାମୟିକ ଶାନ୍ତି ପରେ ପୁଣିଥରେ ଅଶାନ୍ତ ହୋଇ ଉଠିଛି ମଣିପୁର। ରାଜଧାନୀ ଇମ୍ଫାଲର କିଛି ସ୍ଥାନରେ ଆଜି ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ପୁଣି ସଂଘର୍ଷ ଦେଖିବାକୁ ମିଳିଛି। ଏହାକୁ ନେଇ ଇମ୍ଫାଲର କିଛି ସ୍ଥାନରେ ପୋଡ଼ାଜଳା ଓ…

ବାହାଘରର କିଛି ଘଣ୍ଟା ପୂର୍ବରୁ କନ୍ୟାଙ୍କୁ ଗୁଳି କଲେ ପୁଲିସ୍‌ କର୍ମଚାରୀ

ପାଟନା : ବାହଘରର କିଛି ଘଣ୍ଟା ପୂର୍ବରୁ ଜଣେ କନ୍ୟାଙ୍କୁ ବିହାର ପୁଲିସ୍‌ର ଜଣେ କର୍ମଚାରୀ ଗୁଳି କରିଛନ୍ତି। ଏହାପରେ ପୁଲିସ୍‌ କର୍ମଚାରୀ ଜଣଙ୍କ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ରବିବାର ମୁଙ୍ଗେର ସହରରେ ଏପରି…

ଛୁଆ ଚୋରି ନେଇ ଏମ୍‌କେସିଜି ମେଡିକାଲରେ ମହିଳାଙ୍କ ହାଇଡ୍ରାମା

ଗଞ୍ଜାମ : ବ୍ରହ୍ମପୁର ଏମକେସିଜି ମେଡ଼ିକାଲ(ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ)ରେ ହାଇଡ୍ରାମା। ଲୁହ ଛଳଛଳ ହୋଇଥିବା ମହିଳାଙ୍କ ଛୁଆ ଚୋରି ଅଭିଯୋଗ ପରେ ନାକେଦମ ହେଲା ପୁଲିସ। ୩ଘଣ୍ଟା ଧରି ପୁଲିସ ନାକେଦମ ହୋଇ ତଦନ୍ତ…

ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ବିଜେପିର ଟାର୍ଗେଟ

ଭୁବନେଶ୍ୱର: ଆଜି ରାଜ୍ୟର ତିନି ଜଣ ନୂଆ ମନ୍ତ୍ରୀ ଶପଥ ନେଇଥିବାବେଳେ ଏବେ ସେମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି | ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗର ଦାୟିତ୍ୱ ମିଳିଥିବାବେଳେ ସୁଦାମ ମାର୍ଣ୍ଡିଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଶାରଦା…

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ତିନି ନୂଆ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖାଲି ପଡ଼ିଥିବା ମନ୍ତ୍ରୀ ପଦକୁ ନେଇ ଗତ କିଛି ଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ଆଜି ବିରାମ ଲାଗିଛି। ଶପଥ ନେଲେ ରାଜ୍ୟର ତିନି ନୂଆ ମନ୍ତ୍ରୀ । ବିକ୍ରମ କେଶରୀ ଆରୁଖ, ସାରଦା ନାୟକ, ସୁଦାମ ମାର୍ଣ୍ଡି…

କୁସ୍ତି ମହାସଂଘ ମୁଖ୍ୟଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ରେସଲର

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ସିଂହ ଶରଣ ଦେଇଥିବା ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ତାଙ୍କ ବିରୋଧରେ ବିକ୍ଷୋଭ କରୁଥିବା ଦେଶର ଷ୍ଟାର ରେସଲରମାନେ। ଦୀର୍ଘଦିନ ହେଲାଣି ଦେଶ ପାଇଁ କୁସ୍ତିରେ ପଦକ…

ପୁରୀ ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ 5T ସଚିବ ଭି.କେ ପାଣ୍ଡିଆନ

ପୁରୀ : ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ । ଆଜି ସକାଳେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି 5T ସଚିବ। ଏଥିସହିତ ଶ୍ରୀମନ୍ଦିର ସମ୍ମୁଖରେ ଚାଲୁଥିବା ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଶ୍ରୀଜିଉଙ୍କୁ ଦର୍ଶନ ପରେ ବେଢା…