ପଞ୍ଜାବର ଅମୃତସରରେ ପାକିସ୍ତାନୀ ଡ୍ରୋନ୍କୁ ଗୁଳି ମାରି ଖସାଇଲା ‘ବିଏସ୍ଏଫ୍’
ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରେ ଗୋଟାଏ ପାକିସ୍ତାନୀ ଡ୍ରୋନ୍କୁ ଗୁଳିମାରି ଖସାଇବା ସହିତ ନିଶାଦ୍ରବ୍ୟ ଅଛି ବୋଲି ସନ୍ଦେହ ହେଉଥିବା ଗୋଟାଏ ବ୍ୟାଗ୍ ଉଦ୍ଧାର କରିଥିବା କଥା ଶନିବାର ଦିନ ‘ବର୍ଡର୍ ସିକ୍ୟୁରିଟି ଫୋର୍ସ’ର (ବିଏସ୍ଏଫ୍) ଯବାନମାନେ କହିଛନ୍ତି। ଏହା ହେଉଛି ଗତ…
