ଓଡ଼ିଶାକୁ ମିଳିଲା ଆଉ ଦୁଇଟି ସ୍ୱତନ୍ତ୍ର ନୂଆ ରେଳ ପ୍ରକଳ୍ପ
ଓଡ଼ିଶାକୁ ମିଳିଲା ଆଉ ଦୁଇଟି ସ୍ୱତନ୍ତ୍ର ନୂଆ ରେଳ ପ୍ରକଳ୍ପ। ନୂଆ କରି ନିର୍ମାଣ ହେବ ତାଳଚେର-ଅନୁଗୁଳ ରେଳ ଲାଇନ। ତାଳଚେରଠାରୁ ଏହା ୱାଇ କନେକସନ ରହିବ। ଏହି ନୂଆ ରେଳ ଲାଇନର ମୋଟ ଦୂରତା ହେଉଛି ୧୬.୫୦ କିଲୋମିଟର। ସେହିପରି…
ଓଡ଼ିଶାକୁ ମିଳିଲା ଆଉ ଦୁଇଟି ସ୍ୱତନ୍ତ୍ର ନୂଆ ରେଳ ପ୍ରକଳ୍ପ। ନୂଆ କରି ନିର୍ମାଣ ହେବ ତାଳଚେର-ଅନୁଗୁଳ ରେଳ ଲାଇନ। ତାଳଚେରଠାରୁ ଏହା ୱାଇ କନେକସନ ରହିବ। ଏହି ନୂଆ ରେଳ ଲାଇନର ମୋଟ ଦୂରତା ହେଉଛି ୧୬.୫୦ କିଲୋମିଟର। ସେହିପରି…
ଭୁବନେଶ୍ବର: ଭୁବନେଶ୍ୱର ଭିଏସଏସ ନଗରରେ ଏଟିଏମ ଲୁଟକୁ ପଣ୍ଡ କରିଥିବା ପୋଲିସ କର୍ମଚାରୀ ସମ୍ମାନିତ । ଜଣେ ଏସପିଓ ଓ ୨ ଜଣ କନେଷ୍ଟବଳଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ଭୁବନେଶ୍ୱର ଡିସିପି । ଗତ ୧୩ ତାରିଖ ରାତି ଅଧରେ…
ଭୁବନେଶ୍ୱର : ବଢ଼ିପାରେ ଯୁକ୍ତ ଦୁଇ ସିଟ୍ ସଂଖ୍ୟା । ଆବଶ୍ୟକ ସ୍ଥଳରେ ଯୁକ୍ତ ଦୁଇ କଲେଜ ଗୁଡିକରେ ସିଟ୍ ବଢ଼ାଯିବ । ଜିଲ୍ଲାର ଆବଶ୍ୟକତା ଦେଖି ସିଟ୍ ବଢ଼ାଯିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ପ୍ରମିଳା…
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୬ତମ ସଂସ୍କରଣର ୬୭ତମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଚେନ୍ନାଇ ସୁପର କିଙ୍ଗ୍ସ ୭୭ ରନ୍ରେ ପରାସ୍ତ କରିଛି। ୨୨୪ ରନ୍ର ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ପାଳିରେ ବ୍ୟାଟିଂ କରିଥିବା ଦିଲ୍ଲୀ ଟିମ୍ ୧୪୬…
ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି ଆଗାମୀ ସାଧାରଣ ନିର୍ବାଚନ (୨୦୨୪)ରେ କିପରି ଭାବେ ପଡ଼ିଆକୁ ଓହ୍ଲାଇବ ସେନେଇ ରଣନୀତି ପ୍ରସ୍ତୁତ କରିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଜେପି ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ‘ରାଜ୍ୟ କାର୍ଯ୍ୟକାରିଣୀ ବୈଠକ’ରେ ଶନିବାର ଏନେଇ…
ସମ୍ବଲପୁର: ଚା ପିଇବାବେଳେ ଅଭିଯୁକ୍ତ ଚମ୍ପଟ । ନାକଟିଦେଉଳ ପୋଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଗୋଧିଢିପ ଛକ ନିକଟରେ ପୋଲିସ୍ ଚା ପିଉଥିବା ବେଳେ ଚକମା ଦେଇ ଅଭିଯୁକ୍ତ ଫେରାର ହୋଇଯାଇଛି ।…
କୋଲକାତା: ସ୍କୁଲ୍ ଚାକିରି ଦୁର୍ନୀତି ମାମଲାରେ ସିବିଆଇ ଆଜି ଟିଏମସି ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା ପାଇଁ ଡାକିଥିଲା । ସେଠାରେ ସିବିଆଇ ଅଭିଷେକଙ୍କୁ ଅନେକ ପ୍ରଶ୍ନ ପଚାରିଛି | ତେବେ ଏହି ପଚରାଉଚୁରାକୁ ନେଇ…
ରାଉରକେଲା: ରାଉରକେଲାରେ ଆଜି ଏକ ‘ମୋ ବସ୍’ ଜଳିଯାଇଛି। ତେବେ ସମସ୍ତ ଯାତ୍ରୀ ଓ ବସ୍ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଛି। ବସ୍ଟି ରାଉରକେଲାରୁ ବେଦବ୍ୟାସ ଯାଉଥିବା ବେଳେ ଟିସିଆଇ ଛକ…
ବେଙ୍ଗାଲୁରୁ: ଦ୍ବିତୀୟ ଥର ପାଇଁ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ବିଶିଷ୍ଟ କଂଗ୍ରେସ ନେତା ସିଦ୍ଦରମେୟା ଶପଥ ଗ୍ରହଣ କରିଥିବା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି। ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତୀରବ ଷ୍ଟାଡିୟମ୍ରେ ଆୟୋଜିତ ଏହି ଭବ୍ୟ ଶପଥ ଗ୍ରହଣ…
ବଲାଙ୍ଗୀର: ବଲାଙ୍ଗୀରର ସାଲେପାଲିପଡ଼ାରେ ବୀଭତ୍ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସାନ ଭାଇ ଗିରଫ ହୋଇଛି। ମୁଖ୍ୟ ଅଭିଯୁକ୍ତ ସାନ ଭାଇ ପାରିବାରିକ କଳହରୁ ବଡ଼ ଭାଇକୁ ହାଣି ୮ ଖଣ୍ଡ କରିଥିଲା। ଦୁଇଦିନ ତଳେ ପଲିଥିନରେ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର…