୧୯୮୪ ଦଙ୍ଗା: ଜଗଦୀଶ ଟାଇଟଲରଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍‌

ନୂଆଦିଲ୍ଲୀ : ୧୯୮୪ ମସିହା ଶିଖ ବିରୋଧୀ ଦଙ୍ଗା ମାମଲାରେ ସିବିଆଇ ଆଜି କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ନାଁରେ ଚାର୍ଜଶିଟ୍‌ ଫାଇଲ କରିଛି। ଦିଲ୍ଲୀର ଗୋଟିଏ ସ୍ୱତନ୍ତ୍ର କୋର୍ଟରେ ଚାର୍ଜଶିଟ୍‌ ଫାଇଲ କରି ସିବିଆଇ କହିଛି ଯେ ଜଗଦୀଶ ଟାଇଟଲର…

ଆଜି ୪୩ ଡିଗ୍ରୀ ଉପରେ ୩ ସହର, ୪୩.୭ ଡିଗ୍ରୀ ସହ ବଲାଙ୍ଗିର ଉତ୍ତପ୍ତ ସହର

ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଲାଗି ରହିଛି। ଯାହାଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆଜି ୪୩ ଡିଗ୍ରୀ ଉପରେ ୩ ସହର ରହିଛି। ୪୩.୭ ଡିଗ୍ରୀ ସହ ବଲାଙ୍ଗିର ପାଲଟିଛି ଉତ୍ତପ୍ତ ସହର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ବର: କଳାହାଣ୍ଡି ବିଶ୍ବବିଦ୍ୟାଳୟର କ୍ଲାସରୁମ୍‌, ଇ-ଲାଇବ୍ରେରି, ପରୀକ୍ଷାଗାର ଓ ଅନ୍ୟ ସୁବିଧା ସ୍ମାର୍ଟ ହେବ। ଉତ୍‌କେଲା ଏୟାରଷ୍ଟ୍ରିପ୍‌ର ରନ୍‌ୱେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ସଂପ୍ରସାରଣ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଠାରୁ ଦୁଇ ଦିନିଆ…

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଯୁଯୁମୁରା: ହାତୀ ଆକ୍ରମଣରେ ପୁଣି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଗାଁ ନିକଟ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବରିଷ୍ଠ ନାଗରିକ ଜଣକ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ସମ୍ବଲପୁର ବନଖଣ୍ଡ ପଡ଼ିଆବାହାଲ ସେକ୍ସନ ବଡସାହିର ସେକ୍ସନ ଅନ୍ତର୍ଗତ ବାନ୍ଦେର୍…

ବାହାବେଦିରେ ବାଇକ୍‌ ଡିମାଣ୍ଡ କଲା ବର: ଥାନାରେ ଅଟକ

ବଲାଙ୍ଗୀର: ବଲାଙ୍ଗୀର ସହରର ଶ୍ରୀରାମନଗର ଏକ ବାହାଘରରେ ବେଦିରେ ବାଇକ ମାଗି ଏବେ ଥାନାରେ ଅଟକ ବର। ବାହା ଭାଙ୍ଗି ଥାନାର ଦ୍ୱାରସ୍ଥ ହେଲେ କନ୍ୟା ପିତା। ବେଦିରୁ ବରକୁ ଉଠାଇଆଣିଲା ଟାଉନ ପୁଲିସ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି…

ଶାଢ଼ିରେ ନିଆଁ ଲାଗି ମହିଳା ଗୁରୁତର

ଦେଓଗାଁ: ଆଜି ଥିଲା ପବିତ୍ର ସାବିତ୍ରୀ ବ୍ରତ। ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ମହିଳାମାନେ କରିଥିଲେ ଉପବାସ। ହେଲେ ବ୍ରତରେ ଜଳୁଥିବା ଜାଗର ନିଆଁ ଯୋଗୁଁ ଅଘଟଣ ଘଟିଛି। ଜାଗର ନିଆଁ ଶାଢ଼ିରେ ଲାଗିବାରୁ ଜଣେ ମହିଳା ଗୁରୁତର ହେବା ଭଳି…

ମାଟ୍ରିକ୍‌ ପରୀକ୍ଷାରେ ୫୧୯ ନମ୍ବର ରଖି ପାସ କରିଥିଲେ ଚନ୍ଦନ, ଆଜି ପାଣିରେ ବୁଡ଼ିଗଲେ

ଚରମ୍ପା: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାରେ ୫୧୯ ନମ୍ବର ରଖି ପାସ୍‌ କରିଥିବା ବାଳକ ସାଙ୍ଗମାନଙ୍କ ସହିତ ଖୁସିରେ ପୋଖରୀରେ ‌ଗାଧୋଇବା ବେଳେ ବୁଡ଼ିଯାଇଛି। ଭଦ୍ରକ ବ୍ଲକ ଅନ୍ତର୍ଗତ ଚରମ୍ପା ପଂଚାୟତର ଶ୍ରୀରାମପୁର ଗାଁରେ ଏଭଳି ଅଭାବନୀୟ…

ଦୁଇ ଦିନ ପରେ ଘରକୁ ଫେରିଲା ହଜିଲା ପୁଅ

ଭୁବନେଶ୍ବର: ମହାପ୍ରଭୁ ଡାକ ଶୁଣିଲେ । ଦୁଇ ଦିନ ପରେ ଘରକୁ ଫେରିଲା ହଜିଲା ପୁଅ । ପରିବାରର ଲୋକଙ୍କ ଖୁସି କହିଲେ ନସରେ । ମାଟ୍ରିକ ପରୀକ୍ଷାରେ କମ୍‌ ନମ୍ବର ରହିବ ଆଶଙ୍କାରେ ରେଜଲ୍ଟ ବାହାରିବା ପୂର୍ବରୁ ଘରୁ ପଳାଇଥିଲେ ଭୁବନେଶ୍ୱର…

ମାଟ୍ରିକରେ ୫୪୦ ନମ୍ବର ରଖି A1 ଗ୍ରେଡ ପାଇଥିଲେ, ଆଜି କିନ୍ତୁ ଦୁର୍ଘଟଣାରେ ଆଖିବୁଜିଲେ

ମାଟ୍ରିକ ପରୀକ୍ଷାରେ A1 ଗ୍ରେଡ ପାଇଛନ୍ତି । ମୋଟ୍‌ ୬୦୦ରୁ ରଖିଛନ୍ତି ୫୪୦ ନମ୍ବର । ହେଲେ ବିଧିର ବିଧାନ ଏମିତି । କିନ୍ତୁ ରେଜଲ୍ଟ ଦେଖିବାକୁ ନାହାନ୍ତି ଅନୁଗୋଳର ସ୍ୱାତୀ ସୁଚରିତା ଜେନା । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ…

ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ: ଲାଗିବ ଦେଶଦ୍ରୋହ ଅପରାଧ ଦଫା

ଭୁବନେଶ୍ବର: ଓଡ଼ିଶା ସିମକାର୍ଡର ପାକିସ୍ତାନ ଲିଙ୍କ ନେଇ  ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)କୁ ସାଂଘାତିକ ତଥ୍ୟ ମିଳିବା ପରେ ତନାଘନା ଚଳାଇଛି ଏସଟିଏଫ୍ । ଏହି ମାମଲାରେ ମାଷ୍ଟରମାଇଣ୍ଡ ପଠାଣୀ ସାମନ୍ତ ଲେଙ୍କା ବିରୋଧରେ ଦେଶଦ୍ରୋହ ଅପରାଧ ଦଫା ଲାଗିବ ବୋଲି…