ଝାରପଡା ଜେଲରେ ସାବିତ୍ରୀ ପାଳିଲେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ଝାରପଡା ଜେଲରେ ସାବିତ୍ରୀ ପାଳିଲେ ଲେଡ଼ି ବ୍ଲାକ ମେଲର ଅର୍ଚ୍ଚନା ନାଗ । ଜେଲ ଅନ୍ତେବାସୀଙ୍କ ସହ ଅର୍ଚ୍ଚନା ସାବିତ୍ରୀ ପାଳିଛନ୍ତି । ଗିରଫ ପରେ ଅର୍ଚ୍ଚନା ପ୍ରଥମ ଥର ପାଇଁ ସାବିତ୍ରୀ ପାଳିଛନ୍ତି । ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ…

ବାଇକକୁ ଧକ୍କା ଦେଲା ବୋଲେରୋ, ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ

ନୂଆପଡା : ନୂଆପଡା ଜିଲ୍ଳା ପତୋରା ମୁଖ୍ୟ ରାସ୍ତାର ଭେରା ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ବାଇକକୁ ବୋଲେରୋ ଗାଡି ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ…

ବୋଲେରୋ ଧକ୍କାରେ ଶଳା ଓ ଭିଣୋଇଙ୍କ ସମେତ ତିନି ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ବଲାଙ୍ଗୀର: ସାବିତ୍ରୀ ଅମାବାସ୍ୟାରେ ଅଘଟଣ। ବୋଲେରୋ ଧକ୍କାରେ ତିନିଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଭିତରେ ଅଛନ୍ତି ଦୁଇଜଣ ଶଳା-ଭିଣୋଇ। ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା-ଭରସୁଜା ରାସ୍ତାର କରକାଚିଆ ଛକ ଠାରେ। ସୂଚନା ଅନୁସାରେ ବାଇକ୍‌ ଚାଳକ ରାଜେଶ…

ପୋଖରୀରେ ବୁଡି ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ

କୋରାପୁଟ: ପୋଖରୀରେ ବୁଡ଼ି ଦୁଇ ଭାଇଭଉଣୀଙ୍କ ମୃତ୍ୟୁ। ଲମତାପୁଟ ବ୍ଲକ ପିପଳପୁଟ ଗ୍ରାମର ନିକଟ ପୋଖରୀରେ ଜୀନୁ ବଡ଼ନାୟକଙ୍କ ୫ ବର୍ଷର ପୁଅ ଯୋଗେଶ ଏବଂ ୧୦ ବର୍ଷର ଝିଅ ସନ୍ତୋଷୀ ପୋଖର ରେ ବୁଡି ମୃତ୍ୟୁବରଣ କରିଛନ୍ତି। ଜୀନୁ ବଡ଼ନାୟକ…

ପଶ୍ଚିମବଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତଙ୍କର କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କଟକ: ଜଳେଶ୍ବର/ଭୋଗରାଇ: ପଶ୍ଚିମବଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କର କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାର ଖବର ମିଳିଛି। ୧୬ ତାରିଖ ରାତି ୨ ଟା ସମୟରେ ସେ ଭର୍ତି ହୋଇଥିଲେ। ତାଙ୍କ ଶରୀରର…

ASO ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ

କଟକ : ଓପିଏସସି ଏଏସଓ ପରୀକ୍ଷାରେ ଅନିୟମିତତା ମାମଲା । ଓଡିଶା ଲୋକସେବା ଆୟୋଗର ମେରିଟ ଲିଷ୍ଟକୁ ଖାରଜ କଲେ ହାଇକୋର୍ଟ। କହିଲେ, ପ୍ରକାଶ ପାଇଥିବା ମେରିଟ୍ ଲିଷ୍ଟ୍ ଗ୍ରହଣୀୟ ନୁହେଁ । ଆଉ ଥରେ ସାନି ମେରିଟ ଲିଷ୍ଟ ପ୍ରସ୍ତୁତ କରିବାକୁ…

କରଞ୍ଜିଆ ବନଖଣ୍ଡକୁ ଦୀର୍ଘ ଦିନ ପରେ ଗଲେ ୧୭ ଟିକିଆ ହାତୀପଲ

କରଞ୍ଜିଆ: ବାହୁଡ଼ିଲେ ୧୭ ଟିକିଆ ହାତୀପଲ। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡକୁ ଦୀର୍ଘ ଦିନ ପରେ ବାହୁଡ଼ିଲେ ୧୭ ଟିକିଆ ହାତୀପଲ । ଆଜି ସକାଳୁ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ରେଞ୍ଜରୁ ବୈତରଣୀ ନଦୀ ପାର ହୋଇ କେଶରୀ କୁଣ୍ଡ ନିକଟରେ ଥିବା…

ବଜାରରୁ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର କରିବ ରିଜର୍ଭ ବ୍ୟାଙ୍କ, ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କରେ ବଦଳାଇହେବ

ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାରଦିନ ଏକ ବଡ଼ ଘୋଷଣା କରାଯାଇଛି । ବଜାରରୁ ଧୀରେ ଧୀରେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ । ତେବେ ଏବେ ବଜାରରେ ଉପଲବ୍ଧ ୨ ହଜାର ଟଙ୍କିଆ ନୋଟ ବୈଧ…

ନିକୋବର ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ : ଭାରତୀୟ କୃଷିଭିତ୍ତିକ ଅର୍ଥନୀତି ପାଇଁ ବେଶ ଗୁରୁତ୍ବ ବହନ କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଅର୍ଥାତ୍ ମେ ୧୯ ତାରିଖରେ ନିକୋବର ଦ୍ବୀପ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଛୁଇଁଛି । ଏ ସଂପର୍କରେ ଭାରତୀୟ…

ହ୍ବାଟ୍‌ସଆପ୍‌ ଡିିପିରୁ ଲାଗି ଧରାପଡ଼ିଲା ୫୦ ଲକ୍ଷ ଟଙ୍କାର ଗହଣା ଓ ନଗଦ ୫ ଲକ୍ଷ ଟଙ୍କାର ଚୋରି

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଦେଖିବାକୁ ମିଳିଛି ଏକ ମଜାଦାର ଘଟଣା। ଚୋରି କରି ଖସି ଯିବାକୁ ବସିଥିବା ଜଣେ ଗୃହ ସହାୟିକାଙ୍କୁ ତାଙ୍କ ହ୍ବାଟ୍‌ସଆପ୍‌ ଡିପି ଧରା ପକାଇଦେଇଛି। କେବଳ ସେତିକି ନୁହେଁ, ଏହି ଗୋଟାଏ ଡିପି ପାଇଁ ୫୦…