September 2023

ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ୬୦ ଫୁଟ୍ ତଳୁ ଉଦ୍ଧାର ହେଲା ସ୍ୱରାଜ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ କଳା ମାଟି ଗାଁରେ ଘଟିଥିଲା ଅଘଟଣ । ୬୦ ଫୁଟ ତଳେ ଫଶି ରହିଥିଲା ନାବାଳକ । କେନାଲର ପାଣି ଦେଖିବାକୁ ଆସି ଭୁଲରେ ସାଇଫନ ଭିତରେ ଖସିପଡିଥିଲା ନାବାଳକଟି । ତୁରନ୍ତ ଖବର ମିଳିବା ପରେ…

ଆସନ୍ତା ୭ରେ ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ ମୋଦି

ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେପ୍ଟେମ୍ବର ୭ରେ ହେବାକୁ ଥିବା ୨୦ତମ ଏସିୟାନ-ଭାରତ ଶିଖର ସମ୍ମିଳନୀ (ASEAN-India Summit 2023) ଏବଂ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ ପାଇଁ ଇଣ୍ଡୋନେସିଆର ଜାକର୍ତ୍ତା ଗସ୍ତରେ ଯିବେ ମୋଦି। ବୈଦେଶିକ ମନ୍ତ୍ରଣାଳୟ…

ସାତକୋଶିଆ ଅଭୟାରଣ୍ୟରୁ ୨ ହାତୀର ମୃତଦେହ ଉଦ୍ଧାର

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟରୁ ୨ଟି ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ସାତକୋଶିଆ ଅଭୟାରଣ୍ୟର ଜଗନ୍ନାଥପୁର ଗାଁ ନିକଟ ଜଙ୍ଗଲରେ ହାତୀ ଦୁଇଟିର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏହା ଦେଖି ତୁରନ୍ତ ବନ ବିଭାଗକୁ ଖବର…

INDIA ଶବ୍ଦକୁ ନେଇ ହଙ୍ଗାମା! G-20 ଡିନର ପାଇଁ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ନାମରେ ପଠାଗଲା ନିମନ୍ତ୍ରଣ ପତ୍ର

‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ନାମରେ ପଠାଗଲା ନିମନ୍ତ୍ରଣ ପତ୍ର। ରାଷ୍ଟ୍ରପତି ଭବନ ତରଫରୁ ସେପ୍ଟେମ୍ବର ୯ରେ ଜି୨୦ ଡିନର ପାଇଁ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଇଣ୍ଡିଆ’ ଜାଗାରେ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ନାମରେ ନିମନ୍ତ୍ରଣ ପତ୍ର ପଠାଯାଇଛି। ଏହି ନିମନ୍ତ୍ରଣ ପତ୍ରକୁ ନେଇ…

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର:ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏ ନେଇ ମଙ୍ଗଳବାର ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି । ଏହାର ପ୍ରଭାବରେ ଓଡ଼ିଶା ହାଲୁକାର ମଧ୍ୟମ ଧରଣର…

‘ଉଦୟନିଧିଙ୍କ ମୁଣ୍ଡ କାଟ, ୧୦ କୋଟି ଟଙ୍କା କମ୍‌ ପଡ଼ିଲେ ଆହୁରି ଦେବି’; ଅଯୋଧ୍ୟା ସନ୍ଥଙ୍କ ନୂଆ ଘୋଷଣା

‘ଉଦୟନିଧିଙ୍କ ମୁଣ୍ଡ କାଟ୍‌ କଲେ, ୧୦ କୋଟି ଟଙ୍କା ଦେବି’। ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ଅଯୋଧ୍ୟାର ସନ୍ଥ ପରମହଂସ ଆଚାର୍ଯ୍ୟ। ସନାତନ ଧର୍ମ ଉପରେ ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ ଦେଇଥିବା ବିବାଦୀୟ ବୟାନକୁ ନେଇ ବିଭିନ୍ନ…

ସଂଧ୍ୟାରେ ଭୁବନେଶ୍ବର ଓ କଟକ ମଧ୍ୟକୁ ଟ୍ରକ ମନା

କଟକ/ ଭୁବନେଶ୍ବର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ସନ୍ଧ୍ୟା ସମୟରେ ରାଜଧାନୀର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ତେଣୁ ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି…

ଜି-୨୦ ସମ୍ମିଳନୀ: ଦିଲ୍ଲୀବାସୀ ୨ ଦିନ ଅର୍ଡର କରିପାରିବେ ନାହିଁ ପିଜ୍ଜା-ବର୍ଗର

ଦିଲ୍ଲୀବାସୀ ୨ ଦିନ ଅର୍ଡର କରିପାରିବେ ନାହିଁ ପିଜ୍ଜା-ବର୍ଗର। ଦିଲ୍ଲୀରେ ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଧରି ଚାଲିବ ଜି-୨୦ ଶିଖର ସମ୍ମିଳନୀ। ୧୯ଟି ଦେଶରୁ ନେତାମାନେ ଏଠାକୁ ଆସିବେ। ଏଥିପାଇଁ ସମଗ୍ର ଦିଲ୍ଲୀକୁ ସଜାଯାଇଛି। ସୁରକ୍ଷା…

ବିଏସଏଫ ୱେଷ୍ଟର୍ଣ୍ଣ କମାଣ୍ଡ ଦାୟତ୍ୱ ନେଲେ ଓଡ଼ିଶା କ୍ୟାଡର ଆଇପିଏସ ଯୋଗେଶ ବାହାଦୂର ଖୁରାନିଆ

ଭୁବନେଶ୍ୱର: ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ଯୋଗେଶ ବାହାଦୂର ଖୁରାନିଆ ହେଲେ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ) ଚଣ୍ଡିଗଡର ସ୍ପେଶାଲ ଡାଇରେକ୍ଟର ଜେନେରାଲ । ବିଏସଏଫ ୱେଷ୍ଟର୍ଣ୍ଣ ସେକ୍ଟରର ପରିଚାଳନା, ପ୍ରଶାସନିକ ତଥା ବିଏସଏଫରେ ମାନବ ସମ୍ବଳ ନିଯୁକ୍ତି…

ସ୍ୱାମୀ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଯାଇଥିବା ମହିଳା ଗଣଦୁଷ୍କର୍ମର ଶିକାର

ସ୍ୱାମୀର ଅସହ୍ୟ ଯନ୍ତ୍ରଣା ସହି ନ ପାରି ଥାନାରେ ଅଭିଯୋଗ ପାଇଁ ଯାଇଥିବା ମହିଳାଙ୍କୁ ଗଣଦୁଷ୍କର୍ମ । ସବୁବେଳେ ମାରପିଟ କରୁଥିବା ସ୍ୱାମୀ ବିରୋଧରେ ଅଭିଯୋଗ ନେଇ ଥାନାକୁ ଯାଇଥିଲେ ମହିଳା । ହେଲେ ସେଠାରେ ପୋଲିସ ଏସଆଇ ଏବଂ ତାଙ୍କ…