September 2023

ମହିଳାଙ୍କ ଠାରୁ ଚୋର ଝାମ୍ପି ନେଲା ୩ ଲକ୍ଷ ଟଙ୍କା

ପୁରୀ: ଚୋର ଝାମ୍ପି ନେଲେ ୩ ଲକ୍ଷ ଟଙ୍କା। ମହିଳାଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଲେ ଲୁଟେରା । ପୁରୀ ତାଳବଣିଆ ଥାନା ଅଧୀନ ମଧୁବନ ନିକଟରେ ଜଣେ ମହିଳାଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଲେ…

ଟିଏମସିକୁ ଝଟକା, ଦଳ ଛାଡି ବିଜେପିରେ ଯୋଗ ଦେଲେ ପୂର୍ବତନ ବିଧାୟକ

କୋଲକାତା: ପଶ୍ଚିମବଙ୍ଗର ଧୁପଗୁରୀ ଆସନରେ ଉପ-ନିର୍ବାଚନ ପୂର୍ବରୁ ଟିଏମସିକୁ ଲାଗିଲା ଶକ୍ତ ଝଟକା। ଉପ-ନିର୍ବାଚନର ଦୁଇ ଦିନ ପୂର୍ବରୁ ପୂର୍ବତନ ବିଧାୟକ ମିତାଲି ରାୟ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ମିତାଲି ରାୟ ୨୦୧୬ରେ ଟିଏମସି ଟିକେଟରେ ଧୁପଗୁରୀ ଆସନରୁ…

ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେଲା ସୂର୍ଯ୍ୟ ପାତ୍ରଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ବର/ବ୍ରହ୍ମପୁର/ଦିଗପହଣ୍ଡି: ପୂର୍ବତନ ମନ୍ତ୍ରୀ, ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର(୭୪) ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଗଂଜାମ ଜିଲ୍ଲା ଦିଗପହଣ୍ଡିସ୍ଥିତ ମଶାଣୀରେ ରବିବାର ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଶେଷକୃତ୍ୟ ସଂପନ୍ନ କରାଯାଇଛି। ସୂର୍ଯ୍ୟ…

ବଡ ଭାଇର ଜୀବନ ବଞ୍ଚାଇବାକୁ ଯାଇ ସାନ ଭାଇର ଗଲା ଜୀବନ

ବାଙ୍କୀ: ଭାଇକୁ ବଞ୍ଚାଇବାକୁ ଯାଇ ଭାଇ ମୃତ। ଅଧାରେ ରହିଗଲା ଭୋଜି ଖିଆ। ମହାନଦୀର ଦେବୀଦ୍ବାର ଘାଟରେ ଘଟିଛି ଏହି ଦୁଃଖଦ ଘଟଣା। ନଦୀରେ ବୁଡି ଯାଉଥିବା ବଡ ଭାଇକୁ ବଞ୍ଚାଇବାକୁ ଯାଇ ଜୀବନ ଦେଲା ସାନ ଭାଇ । ମୃତ…

୪ ବର୍ଷୀୟ ଝିଅକୁ ନେଇଗଲା କଲରାପତ୍ରିଆ; କ୍ଷତବିକ୍ଷତ ଶବ ଉଦ୍ଧାର କଲେ ସ୍ଥାନୀୟ ଲୋକେ

ଉଧମପୁର: ଶନିବାର ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର ଉଧମପୁର ଜିଲ୍ଲାରେ ଜଣେ ୪ ବର୍ଷୀୟ ବାଳିକାକୁ ଗୋଟାଏ କଲରାପତ୍ରିଆ ନେଇଯାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି। ପଞ୍ଚେରୀ ତହସିଲ୍‌ ଅନ୍ତର୍ଗତ ଉପର ଭଞ୍ଜାଲା ଗ୍ରାମଠାରୁ ପ୍ରାୟ ୨…

‘କୁଚକ୍ରୀ ଗୋଷ୍ଠୀ’ଙ୍କ ଉପରେ ବର୍ଷିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ୱର: ଫାଇବ-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ବିରୋଧୀ ଦଳ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। କିଏ ସରକାରଙ୍କୁ ଟାର୍ଟେଗ କରୁଛି ତ କିଏ ପାଣ୍ଡିଆନଙ୍କ ରାଜ୍ୟ ଭ୍ରମଣ ନେଇ ପ୍ରଶ୍ନ ଉଠାଉଛି। ନିକଟରେ ୫ଟି ସଚିବ…

ଖୁଦୁରକୁଣୀ ଓଷା ପାଇଁ ନଦୀରେ ବୁଡ ପକାଇବା ବେଳେ ବୁଡି ଗଲେ ନାବାଳିକା

ଅଠରବାଙ୍କି ମତ୍ସ୍ୟଡିହା ନଦୀରେ ଅଘଟଣ। ଗାଧୋଇବା ବେଳେ ବୁଡି ଗଲେ ନାବାଳିକା। ଖୁଦୁରକୁଣୀ ଓଷା ପାଇଁ ଆଜି ସକାଳୁ ଅଠରବାଙ୍କି ନିକଟସ୍ଥ କଂସାରିପାଟିଆରେ ବାଲୁକା ପୂଜା କରିବା ପାଇଁ ସ୍ଥାନୀୟ ମହିଳା ଓ କିଛି ଝିଅ ଯାଇଥିଲେ ।ବାଲୁଙ୍କା ପୂଜା କରିବା…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ ସମାଲୋଚନା କଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର ଅଭିଯୋଗ କରିଛନ୍ତି ଯେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ର ଚିନ୍ତାଧାରା ଭାରତୀୟ ସଂଘ ଏବଂ ଏହାର ସମସ୍ତ ରାଜ୍ୟ ଉପରେ ଆକ୍ରମଣ। ରାହୁଲ ଗାନ୍ଧି ଏକ୍ସ (ପୂର୍ବରୁ ଟ୍ଵିିଟର)ରେ ଲେଖିଛନ୍ତି, ‘ଇଣ୍ଡିଆ’ ଅର୍ଥାତ୍‌…

ଛେଳି ଚୋରି ସନ୍ଦେହରେ ଦଳିତ ଯୁବକ ଓ ତାଙ୍କ ସାଙ୍ଗକୁ ଓଲଟା ବାନ୍ଧି ନିର୍ଯାତନା

ହାଇଦ୍ରାବାଦ: ତେଲେଙ୍ଗାନାର ମାଞ୍ଚିରିଆଲ ଜିଲ୍ଲାରେ ଛେଳି ଚୋରି ସନ୍ଦେହରେ ଜଣେ ଦଳିତ ବ୍ୟକ୍ତି ଓ ତାଙ୍କ ସାଙ୍ଗଙ୍କୁ ଏକ ଶେଡ୍‌ରେ ଓଲଟା ଝୁଲାଇ ନିତାନ୍ତ ଅମାନୁଷିକ ଭାବେ ନିର୍ମମ ନିର୍ଯାତନା ଦିଆଯାଇଛି। ଏହି ଘଟଣାରେ କୋମୁରାଜୁଲା ରାମୁଲୁ, ତାଙ୍କ ପତ୍ନୀ ସ୍ୱରୂପା…

ଦୁର୍ଗାପୂଜା ପାଇଁ ଜବରଦସ୍ତ ଚାନ୍ଦା ଆଦାୟ କରି ପାରିବେ ନାହିଁ

କଟକ: ଦୈତ ନଗରୀରେ ଦୁର୍ଗାପୂଜା ପାଇଁ କରି ପାରିବେ ନାହିଁ ଜବରଦସ୍ତ ଚାନ୍ଦା ଆଦାୟ।ଜବରଦସ୍ତ ଚାନ୍ଦା ଆଦାୟ କଲେ ବାନ୍ଧିବ କମିଶନରେଟ ପୋଲିସ। ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ପୋଲିସର ଏ ନେଇ କଡା ଆଭିମୁଖ୍ୟ ରହିଥିବା ସ୍ପଷ୍ଟ…