March 2026

ଓଡିଶା ସହ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ଅମୃତ ଭାରତ ଟ୍ରେନ

ଭୁବନେଶ୍ବର: ଓଡିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି । ଏହା…

ମଧ୍ୟପ୍ରାଚ୍ୟ ସଂଘର୍ଷରେ ପ୍ରାଣ ହରାଇଛନ୍ତି ଦୁଇ ଭାରତୀୟ, ଜଣେ ନିଖୋଜ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଚାଲିଥିବା ସଂଘର୍ଷ ମଧ୍ୟରେ ଦୁଇ ଜଣ ଭାରତୀୟ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ବୁଧବାର ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜାସିୱାଲ।ରଣଧୀର କହିଛନ୍ତି ଯେ, ଭାରତୀୟ ନାଗରିକମାନେ…

ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା

ଆମେରିକା : ଗର୍ଜୁଛି ମିସାଇଲ, ବର୍ଷୁଛି ନିଆଁ । ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ । ତୁହାକୁ ତୁହା ଖସୁଛି ଡ୍ରୋନ୍ । ଘମାଘୋଟ ହେଉଛି ଯୁଦ୍ଧ। ଆଜି ତେହେରାନରେ ଭୟାନକ ଆକ୍ରମଣ କରିଛି ଇସ୍ରାଏଲ। ଦୀର୍ଘ ଏକ ଘଣ୍ଟାଏ ଧରି ଏୟାର…

ନୂଆ ଜୀବନ ପାଇଲେ ବ୍ରେନ ଡେଡ୍ ମହିଳା

ପିଲିଭିତ : ଆଶ୍ଚର୍ଯ୍ୟ ଓ ଅବିଶ୍ବସନୀୟ । ରାସ୍ତାରେ ଥିବା ଖାଲଖମା ଦୁର୍ଘଟଣା ଏବଂ ମୃତ୍ୟୁର କାରଣ ସାଜିଥାଏ, ସେଠି ଖାଲ ଯୋଗୁଁ ମହିଳାଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି । ଡାକ୍ତରଙ୍କ ଦ୍ୱାରା ‘ବ୍ରେନ୍ ଡେଡ୍’ ଘୋଷଣା ହୋଇସାରିଥିବା ଜଣେ…

ଦୁବାଇ ଏୟାରପୋର୍ଟକୁ ପୁଣି ଟାର୍ଗେଟ କଲା ଇରାନ: ବିମାନବନ୍ଦର ନିକଟରେ ଖସିଲା ଡ୍ରୋନ

ନୂଆଦିଲ୍ଲୀ: ପୁଣି ଟାର୍ଗଟରେ ଦୁବାଇ ଏୟାରପୋର୍ଟ । ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଖସିଲା ଡ୍ରୋନ । ଜଣେ ଭାରତୀୟଙ୍କ ସମେତ ୪ ଜଣ ଆହତ । ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଆକାଶମାର୍ଗରେ ଦୁଇଟି ସନ୍ଦିଗ୍ଧ ଡ୍ରୋନକୁ ପ୍ରତିରକ୍ଷା ବାହିନୀ ଦ୍ୱାରା ଗୁଳିକରି…

ପଶ୍ଚିମ ଏସିଆ ପାଇଁ ଉଡ଼ାଣ ଭରିଲା ଏୟାର ଇଣ୍ଡିଆର ୫୮ ବିମାନ

ନୂଆଦିଲ୍ଲୀ : ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ୧୨ ଦିନରେ ପହଞ୍ଚିଲାଣି । ଏହି ଯୁଦ୍ଧ ଯୋଗୁଁ ପଶ୍ଚିମ ଏସିଆରେ ସ୍ଥିତି ବହୁତ ଉତ୍ତେଜନାପୂର୍ଣ୍ଣ ରହିଛି । ଏମିତିରେ ହଜାର ହଜାର ଭାରତୀୟ ପଶ୍ଚିମ ଏସିଆରେ ଫସିଛନ୍ତି । ଏହାରି…

ପ୍ରଥମ ‘ଇଚ୍ଛାମୃତ୍ୟୁ’ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ : ପ୍ରଥମ ‘ଇଚ୍ଛାମୃତ୍ୟୁ’ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି । ଭାରତରେ ପ୍ରଥମ ‘ଇଚ୍ଛାମୃତ୍ୟୁ’ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଦେଇଛନ୍ତି । ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି ପାଇବେ ହରିଶ ରାଣା । ଭାରତର ସୁପ୍ରିମକୋର୍ଟ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ଶୁଣାଇଛନ୍ତି…

କ୍ୟାବିନେଟରେ CAPF General Administration Bill କୁ ଅନୁମୋଦନ

ନୂଆଦିଲ୍ଲୀ : ସୁରକ୍ଷା ବଳରେ IPS ରାଜ। କେନ୍ଦ୍ର ସରକାର ଆଣିଲେ ନୂଆ ଆଇନ । କେନ୍ଦ୍ର କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ CAPF General Administration Bill କୁ ଅନୁମୋଦନ କରିଛନ୍ତି । ଏହି ନିଷ୍ପତ୍ତି ଦ୍ୱାରା CRPF, BSF,…

ବିମାନ ଭଡା ବୃଦ୍ଧି ନେଇ ବିଜ୍ଞପ୍ତି ଜାରି କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ମହଙ୍ଗା ହେବାରେ ଲାଗିଛି ବିମାନ ଇନ୍ଧନ । ପ୍ରଭାବରେ ବିଶ୍ବର ବିଭିନ୍ନ ପ୍ରାନ୍ତର ଏୟାରଲାଇନ୍ସ ଟିକଟ ମୂଲ୍ୟ ବଢ଼ାଇବା ଆରମ୍ଭ କରିଛନ୍ତି । ଭଡା ବୃଦ୍ଧି ନେଇ ଏୟାର ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି…

ATM କାଉଣ୍ଟରରେ ପଶିଲା ବାରହା, ଗ୍ରାହକ ନାକେଦମ

ଆଠଗଡ : ATM ଭିତରେ ବାରହା । ଘଉଡ଼ାଇବା ପାଇଁ ବନ ବିଭାଗ ସହ ସ୍ଥାନୀୟ ଲୋକେ ନାକେଦମ । ଆଠଗଡ଼ ରେଞ୍ଜ ଅନ୍ତର୍ଗତ ମାଧପୁର ନିକଟରେ ଥିବା ATM ଭିତରେ ଏକ ବାରହା ପଶିଯିବା ପରେ ଏଭଳି ଦୁଶ୍ୟ ଦୃଶ୍ୟ…