ରାତିରେ ସିକ୍ୟୁରିଟି ଗାର୍ଡ, ଦିନରେ ସାଜୁଥିଲା ଚୋର : କଟକରୁ ଦୁର୍ଦ୍ଦାନ୍ତ ଅନ୍ତଃଜିଲ୍ଲା ଚୋର ଗିରଫ, ବହୁ ମୂଲ୍ୟବାନ ସାମଗ୍ରୀ ଜବତ
କଟକ: କଟକ ସହରରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଜଣେ ଅଭ୍ୟାସଗତ ତଥା ଦୁର୍ଦ୍ଦାନ୍ତ ଚୋରକୁ ଗିରଫ କରିବା ସହ ତା’ ନିକଟରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ଜବତ କରିଛି ବିଡ଼ାନାସୀ ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ…
