May 2026

ମମତାଙ୍କ ଦାବିକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଭୋଟ ଗଣତି ପୂର୍ବରୁ ଟିଏମସିକୁ ସୁପ୍ରିମକୋର୍ଟଙ୍କ ଝଟକା । କେନ୍ଦ୍ରୀୟ କର୍ମଚାରୀଙ୍କୁ ଷ୍ଟ୍ରଙ୍ଗରୁମ ବାହାରେ ରଖିବା ଆବେଦନକୁ ଝଟକା । ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ । ଭୋଟ୍ ଗଣତିକୁ ନେଇ ମମତାଙ୍କ ଦାବିକୁ କୋର୍ଟ୍…

ଇରାନରେ ବୋମା ବିସ୍ଫୋରଣ: ୧୪ IRGC ସୈନିକ ମୃତ, ୨ ଆହତ

ନୂଆଦିଲ୍ଲୀ: ଇରାନରେ ବଡ଼ ଦୁର୍ଘଟଣା । ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ଆଲୋଚନା ଜାରି ରହିଥିବା ବେଳେ, ଅନେକ ବଡ଼ ଘଟଣା ଘଟିଛି । ପ୍ରଥମତଃ, ଇରାନରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଇରାନର…

ଭାରତ ସରକାରଙ୍କ ତରଫରୁ ଆଲର୍ଟ ମେସେଜ୍, ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ହେଲା SACHET ଟେଷ୍ଟିଂ

ନୂଆଦିଲ୍ଲୀ : ଆପଣଙ୍କ ମୋବାଇଲକୁ ହଠାତ୍ ଏକ ପପଅପ୍ ମେସେଜ ଆସିଲା, ଆଉ ସାଇରନ କରି ଶବ୍ଦ କଲା । ତେବେ ଭୟଭୀତ ହୁଅନ୍ତୁ ନାହିଁ । ଏହା ଭାରତ ସରକାରଙ୍କ ତରଫରୁ ପଠାଯାଇଥିବା ଏକ ଆଲର୍ଟ ମେସେଜ । ଏହି…

ପଶ୍ଚିମବଙ୍ଗର ୧୫ଟି ବୁଥରେ ରିପୋଲିଂ, ସନ୍ଧ୍ୟା ୫ ସୁଦ୍ଧା ୮୬.୯୦% ମତଦାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ଏବଂ ମଗରହାଟ ପଶ୍ଚିମରେ ଥିବା ୧୫ ଟି ପୋଲିଂ ବୁଥରେ ଆଜି ପୁନଃ ମତଦାନ କରାଯାଉଛି। ଭୋଟ ଅନିୟମିତତାର ଅଭିଯୋଗ ପରେ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଥିଲେ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ…

ମେ’ ୧୩ରୁ ୨୩ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ: ବାତ୍ୟାକୁ ନେଇ ବଢ଼ିଲା ଚିନ୍ତା

ଭୁବନେଶ୍ୱର: ଇତିହାସର ପୁନରାବୃତ୍ତି ହେବ କି? ମେ’ ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଭୟ ସତେଜ ହୋଇଉଠେ। ୩ ବର୍ଷର ବିରତି ପରେ ପୁଣି ଥରେ ବଙ୍ଗୋପସାଗରରେ ଏକ ବଡ଼ ଧରଣର ସାମୁଦ୍ରିକ ହଲଚଲ ହେବାର ସଙ୍କେତ ମିଳିଛି। ଆନ୍ତର୍ଜାତୀୟ…

ମେ’ ୪ରେ ହେବନି ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ଆସନ୍ତା ସୋମବାର ଅର୍ଥାତ ମେ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିେଯାଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପକୁ ଆଖି ଆଗରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଆସନ୍ତା ସୋମବାର ଅର୍ଥାତ ମେ ୪ ତାରିଖରେ…

ସରକାରୀ ଚାଉଳ ହଡ଼ପ କରି ଦଣ୍ଡିତ ହେଲେ ୩ ଅବସରପ୍ରାପ୍ତ କର୍ମଚାରୀ

କଟକ : ସରକାରୀ ଚାଉଳ ହଡ଼ପ କରି ଦଣ୍ଡିତ ହେଲେ ୩ ବାବୁ । କେଉଁଝର ହାଟଡିହି ବ୍ଲକର ତିନି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦଣ୍ଡିତ କରିଛନ୍ତି ଭିଜିଲାନ୍ସ କୋର୍ଟ । ସମସ୍ତଙ୍କ ୨ ବର୍ଷର ସଶ୍ରମ ଦଣ୍ଡାଦେଶ ସହ ୧୦ ହଜାର…

ବକେୟା ଦରମା ନ ଦେଲେ ସପରିବାର ଧାରଣାରେ ବସିବେ ଆରଏମସି କର୍ମଚାରୀ

ରେଙ୍ଗାଲିକ୍ୟାମ୍ପ: ଦରମା ପାଇଁ ଗର୍ଜିଲେ ଆରଏମସି କର୍ମଚାରୀ। ୫ ତାରିଖରୁ ସପରିବାର ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଏବେ ଅଜବ ସ୍ଥିତି। ପ୍ରଶାସନିକ ସ୍ତରରେ ସବୁକିଛି ଠିକ୍ ଚାଲିଥିବା ଦାବି କରାଯାଉଥିଲେ ହେଁ, ବାସ୍ତବ…

ମହାନଦୀ ଜଳ ବିବାଦ ମାମଲା: ମେ’ ୩୦ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ହେଲା ଗୁରୁତ୍ବପୂର୍ଣ୍ଣ ଶୁଣାଣି । ମହାନଦୀର ସଂଗୃହୀତ ଜଳ ବାବଦରେ ବୈଷୟିକ କମିଟିର ଯୁଗ୍ମ ସ୍ବାକ୍ଷରିତ ରିପୋର୍ଟ ଦାଖଲ । ରିପୋର୍ଟକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ…

ଏସଆଇ ଚାକିରି କେଳେଙ୍କାରୀ ମାମଲା: ୮ ଅଭିଯୁକ୍ତଙ୍କ ନାଁରେ ସିବିଆଇ ପକ୍ଷରୁ NBW ଜାରି

ଭୁବନେଶ୍ୱର : ପୋଲିସ ଏସଆଇ ଚାକିରି କେଳେଙ୍କାରୀ ମାମଲାରେ ସିବିଆଇ ପକ୍ଷରୁ ୮ଜଣଙ୍କ ନାଁରେ NBW ଜାରି । ସିବିଆଇ ପକ୍ଷରୁ ଜାରି ହୋଇଥିବା ସମନର ଉତ୍ତର ନରଖିବାରୁ ୮ ଜଣଙ୍କ ନାଁରେ NBW ଜାରି କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ…