May 2026

ପ୍ରକାଶ ପାଇଲା ମାଟ୍ରିକ୍‌ ରେଜଲ୍ଟ: ପାସ୍‌ ହାର ୯୫.୩୩%, ଗଜପତି ସବୁଠୁ ଆଗୁଆ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ ହୋଇଛି। ଚଳିତ ବର୍ଷ ପାସ୍…

ଚମ୍ପୁଆ ରେଞ୍ଜରେ ୧୬ ଟିକିଆ ହାତୀ ପଲଙ୍କ ଆତଙ୍କ, ଘର ଭାଙ୍ଗି ଖାଉଛନ୍ତି ଧାନ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ । ପଦ୍ମପୁର ଗାଁରେ ଘର ଭାଙ୍ଗି ଧାନ ଖାଇଛନ୍ତି ୧୬ ଟିକିଆ ହାତୀପଲ । ସେହିପରି ବାଲିବନ୍ଧ ସେକ୍ସନର ବଳଭଦ୍ରପୁର ଗାଁରେ ଗୋଟିଏ ଘର ଭାଙ୍ଗିଦେଇଛନ୍ତି ହାତୀ । ହାତୀ ଘର…

ଜମି ଭାଗବଣ୍ଟାକୁ ନେଇ ଶ୍ବଶୁର ଘରେ ଜ୍ବାଇଁଙ୍କୁ ଗୁଳିକରି ହତ୍ୟା

ଭୁବନେଶ୍ବର: ଶ୍ବଶୁରଘରେ ଜ୍ବାଇଁଙ୍କୁ ଗୁଳିକରି ହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜ୍ବାଇଁର ମୃତଦେହ ଉଦ୍ଧାର। କନ୍ଧମାଳ ବେଲଘର ଥାନା ସାପେରି ଗାଁରେ ଚାଞ୍ଚଲ୍ୟ ଦେଶୀ ବନ୍ଧୁକରୁ ଗୁଳିକରି ହତ୍ୟା ଅଭିଯୋଗ । ଶିକାର କରିବା ବାହାନାରେ ଡାକିନେଇ ହତ୍ୟା ।…

ଶିଳପୁଆରେ ଛେଚି ବାପାଙ୍କୁ ହତ୍ୟା କଲା ପୁଅ

ଆଠଗଡ଼: ପୁଅ ଭୁଲିଗଲା ରକ୍ତ ସମ୍ପର୍କ । ରକ୍ତମୁଖା ସାଜିଲା ଜନ୍ମକଲା ପୁଅ । ସାମାନ୍ଯ କଳହରୁ ଶିଳପୁଆରେ ଛେଚି ବାପାଙ୍କୁ ହତ୍ୟା । ଆଠଗଡ଼ ଥାନା ଜାଗିଆପଡା ହରିଜନ ସାହିରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ପିତୃହନ୍ତା…

ଗ୍ୟାସ ସିଲିଣ୍ଡର ଫାଟି ମା’ ମୃତ, ୩ ପୁଅ ଗୁରୁତର

ଭୁବନେଶ୍ବର: ଗ୍ୟାସ ସିଲିଣ୍ଡର ଫାଟି ମା’ ମୃତ । ୩ ପୁଅ ଗୁରୁତର । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ବଜାରସାହିରେ ଘଟିଛି ହୃଦୟବିଦାରକ ଘଟଣା । ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଛନ୍ତି ମହିଳା । ମୃତ ମହିଳାଙ୍କ ୩…

ଦହିବରା ଖାଇ ପାଟପୁର ଗାଁର ୫୦ ଅସୁସ୍ଥ

ଯାଜପୁର: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ଜୟନ୍ତରା ପଞ୍ଚାୟତ ଅନ୍ତର୍ଗତ ପାଟପୁର ଗାଁର ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ରାସ୍ତା କଡ଼ରୁ ‘ଦହିବରା’ ଖାଇବା ପରେ ସେମାନେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ଗାଁ ଲୋକେ ନିକଟସ୍ଥ ଗାଁର…

ଜିତୁ ମୁଣ୍ଡା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ଜଣେ ଆଦିବାସୀ ବ୍ୟକ୍ତିଙ୍କ ସହ ଘଟିଥିବା ଅଘଟଣକୁ ନେଇ “ଗଭୀର ଦୁଃଖ” ପ୍ରକାଶ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ଓଡିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଘଟଣା ପାଟନା…