August 2026

ସାତ ଦିନ ପ୍ରବଳ ବର୍ଷିବ, ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ସାତ ଦିନ ପ୍ରବଳ ବର୍ଷା । ୧ ତାରିଖ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ୨୮ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା…

ଖଡ୍ଗ ନଦୀରେ ଓଲଟିଲା ଡ଼ଙ୍ଗା, ଶ୍ବଶୁର-ବୋହୂ ନିଖୋଜ, ୬ ଉଦ୍ଧାର

ବାଲିଗୁଡା : ବାଲିଗୁଡା ଥାନା ସଲାଗୁଡା ପଂଚାୟତର ଡାକା ଗାଁ ଖଡ୍ଗ ନଦୀରେ ଅଘଟଣ । ନଦୀ ମଝିରେ ଭାରସାମ୍ୟ ହରାଇ ଓଲଟିଲା ଡ଼ଙ୍ଗା । ପ୍ରଖର ସ୍ରୋତରେ ଭାସିଗଲେ ୮ ଜଣ ଯାତ୍ରୀ । ୬ ଜଣଙ୍କୁ ସ୍ଥାନୀୟ ଲୋକ…

ରାସୁଲଗଡ଼ ଛକରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବକ ଉଦ୍ଧାର

ଭୁବନେଶ୍ବର: ଅର୍ଦ୍ଧଦଗ୍ଧ ଯୁବକ ଉଦ୍ଧାର । ଭୁବନେଶ୍ବର ରସୁଲଗଡ଼ କୋଚିଲେଇ ହାଟରୁ ଯୁବକଙ୍କୁ ଉଦ୍ଧାର କରାଯାଇଛି । ନିଆଁରେ ପୋଡ଼ି ହୋଇ ଯାଇଛନ୍ତି ସେଲୁନ କର୍ମଚାରୀ ମଙ୍ଗୁ ଡାକୁଆ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ପ୍ରଥମେ…

ଜ୍ବାଇଁର କଟୁରୀ ଚୋଟରେ ଶ୍ବଶୁର ମୃତ

କୁଚିଣ୍ଡା: ସମାଧାନ କରିବାକୁ ଆସିଲେ ବଳି ପଡିଲେ । ଜ୍ବାଇଁର କଟୁରୀ ଚୋଟରେ ଶ୍ବଶୁର ମୃତ । ଝିଅ ଜ୍ୱାଇଁଙ୍କ ମଧ୍ୟରେ ଲାଗିଥିବା ପାରିବାରିକ କଳହର ସମାଧାନ କରିବାକୁ ଆସି ହତ୍ୟାକାଣ୍ଡର ଶିକାର ହେଲେ ଶ୍ୱଶୁର । ଏଭଳି ଅଭାବନୀୟ ଘଟଣା…

୭ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ୱର ପାଇଁ ୧୦୦% ଚେଷ୍ଟା କରୁଥିବା କହିଲେ

ଭୁବନେଶ୍ୱର : ସାତ ବର୍ଷର ରିପୋର୍ଟ କାର୍ଡ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ୬୦ ପୃଷ୍ଠାରେ ୭ ବର୍ଷର କାର୍ଯ୍ୟ ବିବରଣୀ ଦେଇଛନ୍ତି ଭୁବନେଶ୍ବର ସାଂସଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାହାଯ୍ୟ ସହଯୋଗ…

ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀ ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଡ୍ରେଜୁ ନିକଟସ୍ଥ କ୍ରାଣ୍ଡିମାସ୍କାଠାରେ ଏକ ଗାଡ଼ି ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ସମେତ ୨ ଗୋରୁଙ୍କର ମୃତ୍ୟୁ ଘଟିଛି। ଧକ୍କା କରିଥିବା ଗାଡ଼ିର ପତ୍ତା ଏଯାଏଁ ମିଳିପାରିନାହିଁ। ଗତକାଲି (ମଙ୍ଗଳବାର) ବିଳମ୍ବିତ…

ଜେଲ୍ ୱାର୍ଡେନଙ୍କୁ ମରଣାନ୍ତକ ଆକ୍ରମଣ

ସୋର: ବଲେଶ୍ବର ଜିଲ୍ଲା ସୋର ଉପକାରାଗାରର ୱାର୍ଡେନ ସୁରେନ୍ଦ୍ର ସାମଲଙ୍କୁ ମରଣାନ୍ତକ ଆକ୍ରମଣ । ଡିଉଟି ସାରି ଘରକୁ ଫେରୁଥିବା ବେଳେ ସୋର ବ୍ଲକର ମାଣତ୍ରୀ ଛକ ବଳିବାଡ଼ ନିକଟରେ ମାରଣାସ୍ତ୍ରରେ ହାଣିଲେ ୩ ଦୁର୍ବୁତ୍ତ । ଦୁର୍ବୃତ୍ତମାନେ ଏକ ବାଇକରେ…

ପୁଲିସ ଗାଡ଼ି ଭାଙ୍ଗି ଚମ୍ପଟ ମାରିଲେ ଡକାୟତ ଦଳ

ଜୟପୁର : କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଞ୍ଚଳରେ ଏକ ବଡ଼ଧରଣର ଅପରାଧିକ ଷଡ଼ଯନ୍ତ୍ରକୁ ପୁଲିସ ପଣ୍ଡ କରିଛି। କୌଣସି ସିନେମାର ଦୃଶ୍ୟ ଭଳି ଗତକାଲି ବିଳମ୍ବିତ ରାତିରେ ଡକାୟତ ଦଳ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ହୋଇଛି। କିନ୍ତୁ ଅନ୍ଧାରର…

ଯୁବକଙ୍କୁ ପଥରରେ ଛେଚି ହତ୍ୟା

ପୁରୀ : ପୁରୀରେ ପୁଣି ହତ୍ୟା । ଜଗନ୍ନାଥ ବଲ୍ଲଭ ଭିତରେ ଜଣଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ବଲ୍ଲଭ ଭିତରେ ଥିବା ଵେଣ୍ଟ ପୋଖରୀ ନିକଟରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ହତ୍ୟା କରାଯାଇଛି । ୨ ମାନସିକ ବିକାରଗ୍ରସ୍ତ…

ଡାକ୍ତରଖାନାରୁ ଖସି ପଳାଇଲା ବିଚାରାଧୀନ କଏଦୀ

ସୁନ୍ଦରଗଡ଼: ମଙ୍ଗଳବାର ରାତିରେ ଏକ ହତ୍ୟା ମାମଲାରେ ଜେଲରେ ଥିବା ଜଣେ ବିଚାରାଧୀନ କଏଦୀ ସୁନ୍ଦରଗଡ଼ର ଏକ ହସ୍ପିଟାଲରୁ ଖସି ପଳାଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ, ଚିକିତ୍ସା ପାଇଁ ସେଠାକୁ ନିଆଯାଉଥିବା ସମୟରେ ସେ ଶୌଚାଳୟ ବ୍ୟବହାର କରିବାକୁ ଅନୁମତି ମାଗିଥିଲେ।ସୁନ୍ଦରଗଡ଼…