August 2026

ପିଏନ୍‌ଜି ସଂଯୋଗ ତ୍ବରାନ୍ବିତ କରିବା ନେଇ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ଲୋକଙ୍କୁ ଏଲପିଜି ପରିବର୍ତ୍ତେ ପାଇପ୍‌ ଜରିଆରେ ଯେଭଳି ରନ୍ଧନ ଗ୍ୟାସ ଯୋଗାଇ ଦିଆଯିବ ସେଥିପାଇଁ ପିଏନ୍‌ଜି ସଂଯୋଗକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କହିଛି। ଗ୍ୟାସ ବିତରକ ଓ ତୈଳ…

ପାର୍ବଣ ଶୋଭାଯାତ୍ରାରେ ଅଘଟଣ, ଗଣେଶ ମୂର୍ତ୍ତି ଖସି ୨ ମୃତ ଓ ୫ ଆହତ

ନୂଆଦିଲ୍ଲୀ: ମୁମ୍ବାଇରେ ବଡ଼ ଅଘଟଣ । ବଡ଼ ଗଣେଶ ମୂର୍ତ୍ତି ପଡ଼ିଯିବା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ରାତିରେ ଏଭଳି ଅଘଟଣା ହୋଇଛି । ପାର୍ବଣ ଶୋଭାଯାତ୍ରା ସମୟରେ ‘ଭୁଲେଶ୍ୱରଚା ରାଜା’…

ନଦୀରେ ଭାସି ଯାଇ ନାବାଳିକା ମୃତ, ଅଳ୍ପକେ ବର୍ତ୍ତିଲେ ୩ ସାଙ୍ଗ

ଭଦ୍ରକ : ଭାଲୁକୁଣୀ ଉଷା ପାଇଁ ରେବ ନଦୀରେ ଗାଧୋଇବା ଜଣେ ନାବାଳିକାଙ୍କ ପାଇଁ କାଳ ହୋଇଛି । ରେବ ନଦୀର ପ୍ରଖର ବନ୍ୟାସ୍ରୋତରେ ଭାସିଯାଇ ଏଭଳି ଦୁଃଖଦ ଘଟଣା ଘଟିଛି । ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଦଇପୁର…

ବଗି ଛାଡ଼ି ପଳାଇଲା ଇଞ୍ଜିନ୍; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବଲାଙ୍ଗିର: ବଲାଙ୍ଗିର ରେଳଷ୍ଟେସନରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ପୁରୁଣାକଟକ-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସରେ ରବିବାର ଏକ ଅଘଟଣ ଘଟିଛି। ଚଳନ୍ତା ଟ୍ରେନରୁ ବଗିଗୁଡ଼ିକ ଅଲଗା ହୋଇଯାଇଥିବା ବେଳେ ଇଞ୍ଜିନ ବଗି ଛାଡ଼ି ଆଗକୁ ଚାଲିଯାଇଥିଲା। ଫଳରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରେ…

ଲଗାଣ ବର୍ଷାରେ ବେହାଲ ନବରଙ୍ଗପୁର ସହର, NH-26 ଉପରେ ଦୁଇ ଫୁଟର ପାଣି

ନବରଙ୍ଗପୁର : ଲଗାଣ ବର୍ଷାରେ ବୁଡ଼ିଲା ନବରଙ୍ଗପୁର ସହର । ସହର ମଧ୍ୟଦେଇ ଯାଇଥିବା NH-26 ଉପରେ ପ୍ରାୟ ଦୁଇ ଫୁଟର ପାଣି । ଫଳରେ ନବରଙ୍ଗପୁରରୁ ଜୟପୁର ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏପଟେ ସହରର ବିଭିନ୍ନ ୱାର୍ଡ ଓ ଗଳିକନ୍ଦିରେ…

NH-55ର ତୁରନ୍ତ ମରାମତି ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ଏନ୍ ଏଚ୍-୫୫ ରାସ୍ତାର ତୁରନ୍ତ ମରାମତି ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରୁ କଟକ ମଧ୍ୟରେ ଥିବା ରାସ୍ତାର ତୁରନ୍ତ ମରାମତି ଏବଂ ଖାଲ ସମସ୍ୟାର…

ସୁନା ବ୍ୟବସାୟୀଙ୍କ ଘରୁ କୋଟିଏ ଟଙ୍କାର ଗହଣା ଲୁଟ୍

କଣ୍ଟାବାଞ୍ଜି : ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍ । ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ । ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ବଡ ଧରଣର ଡକାୟତି ହୋଇଛି । ଥାନାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ମୁଖ୍ୟ ଛକ ସୁନା…

କରେଣ୍ଟ ଲାଗି ନାବାଳକ ମୃତ, ବିଜ୍ଞାନ ପ୍ରକଳ୍ପ ତିଆରି ବେଳେ ଅଘଟଣ

ବ୍ରହ୍ମପୁର : ବିଦ୍ୟୁତ ଆଘାତରେ ନାବାଳକର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈରାସୀ ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ପକ୍ଷୀରାଜ ସାହିର । ନାବାଳକ ଶ୍ରେଣୀରେ ପାଠ ପଢୁଥିଲେ। ଶନିବାର ସଂଧ୍ୟା ସମୟରେ ନିଜଘରେ ଏକ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲା । ପଶ୍ଚିମବଙ୍ଗ ଓ ବାଂଲାଦେଶ ସଂଲଗ୍ନ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରରେ ପ୍ରବଳ ବର୍ଷା…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲା । ପଶ୍ଚିମବଙ୍ଗ ଓ ବାଂଲାଦେଶ ସଂଲଗ୍ନ ଅଞ୍ଚଳରେ ଏହି ଲଘୁଚାପ ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରରେ ପ୍ରବଳ ବର୍ଷା…