ବିବାଦ ପରେ ସ୍ପଷ୍ଟୀକରଣ ରଖିଲେ ନବନିଯୁକ୍ତ ରାଜ୍ୟପାଳ, ଏଭଳି ମନ୍ତବ୍ୟ ଦେଇ ନଥିବା କହିଲେ
ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ କାମ କରିବା ମନ୍ତବ୍ୟକୁ ନେଇ ସମାଲୋଚନାର ଶିକାର ହେବା ପରେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜ ମୋହନ ରାମ ଗୁରୁବାର ସ୍ପଷ୍ଟୀକରଣ ରଖିଛନ୍ତି। ପଦଭାର ଗ୍ରହଣ କରିବା ପରେ ଓଡ଼ିଶାରେ ବିଜେପି ସଂଗଠନକୁ…