October 2026

ଦାୟିତ୍ୱଗ୍ରହଣ କଲେ ରାଜ୍ୟପାଳ ବ୍ରଜ ମୋହନ ରାମ, ବିଜେପି ସପକ୍ଷରେ ଭୋଟ୍ ଜୁଟାଇବା ବୟାନକୁ ନେଇ ବିବାଦ

ଭୁବନେଶ୍ବର: ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ବ୍ରଜ ମୋହନ ରାମ। ହେଲେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ତାଙ୍କର ଏକ ବୟାନକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ଦେଖାଦେଇଛି। ଓଡ଼ିଶାରେ ବିଜେପିର ଏସ୍‌ସି ମୋର୍ଚ୍ଚାକୁ ମଜଭୁତ କରିବା ସହ…

ବିଜେଡିର ଜନସମ୍ପର୍କ ପଦଯାତ୍ରା: ଅପାରଗତାରେ ଓଡିଶା ସରକାର ସାରା ଦେଶରେ ନମ୍ବର ୧ ବୋଲି କଟାକ୍ଷ କଲେ ନବୀନ

ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବୁଧବାର ବିଜେଡି କରିଛି ଶକ୍ତି ପ୍ରଦର୍ଶନ । ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଜେଡି ସରକାରରେ ବିକାଶ ଥିଲା ମୁଖ୍ୟ ଏଜେଣ୍ଡା, ହେଲେ ଡବଲ ଇଞ୍ଜିନ ସରକାର…

ସିଦ୍ଧାର୍ଥ ଡିଗ୍ରୀ କଲେଜ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ, ଫାଟକରେ ଧମକପୂର୍ଣ୍ଣ ପୋଷ୍ଟର

ବିନିକା: ସିଦ୍ଧାର୍ଥ ଡିଗ୍ରୀ କଲେଜ ଫାଟକରେ ଧମକପୂର୍ଣ୍ଣ ପୋଷ୍ଟର। ପୋଷ୍ଟରରେ କଲେଜ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ ଦିଆଯାଇଛି। ଛାତ୍ର ସଂସଦ ନିର୍ବାଚନରେ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଥିବା ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଛି। ନିର୍ବାଚନରୁ ଦୂରେଇ ନ ରହିଲେ ହତ୍ୟା କରିବାକୁ…

ରାହୁଲଙ୍କୁ ସୁପ୍ରିମ୍ ଆଶ୍ୱସ୍ତି, ମାନହାନି ମାମଲାର ଟ୍ରାଏଲ୍‌ ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟକୁ ନେଇ ଦାଏର ହୋଇଥିବା ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଟ୍ରୋଲ୍‌ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ଅପରେଶ କୁମାର ସିଂଙ୍କ ଖଣ୍ଡପୀଠ…

ଦୀପାବଳୀ ପର୍ଯ୍ୟନ୍ତ ଘୁଞ୍ଚିଲା UPI ମର୍ଚ୍ଚାଣ୍ଟ ଫି

ନୂଆଦିଲ୍ଲୀ: UPI ଟ୍ରାଞ୍ଜାକ୍ସନ୍ ଉପରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ନିୟମ ଅକ୍ଟୋବର ୧୫ ତାରିଖରୁ…

ଭାରତୀୟ ସେନାରେ ସାମିଲ ହେଲା ୪୫୦ ସ୍ୱଦେଶୀ କାମିକାଜେ ଡ୍ରୋନ୍‌ ‘ନାଗାସ୍ତ୍ର-୧ଆର୍‌’

ନୂଆଦିଲ୍ଲୀ: ଭାରତୀୟ ସେନା ନିଜର ଆକ୍ରମଣ କ୍ଷମତା ବୃଦ୍ଧି ପାଇଁ ମଙ୍ଗଳବାର ୪୫୦ଟି ସ୍ୱଦେଶୀ ନାଗାସ୍ତ୍ର-୧ଆର୍‌ ଡ୍ରୋନ୍‌କୁ ସାମିଲ କରିଛି। ଏକକାଳୀନ ଏତେ ସଂଖ୍ୟକ କାମିକାଜେ (ଆତ୍ମଘାତୀ) ଡ୍ରୋନ୍‌ ସେନାରେ ସାମିଲ ହେବା ଏହା ପ୍ରଥମ ଘଟଣା। ଅପରେସନ୍‌ ସିନ୍ଦୂର ପରେ…

ବ୍ୟାରିକେଡ୍ ଡେଇଁ ଜନ୍ତରମନ୍ତରରେ ପଶିଲେ CJP ନେତା: ପୁଣି ସୌରଭ, ଆଶୁତୋଷ ଓ ଅଜିଙ୍କ୍ୟ ଅଟକ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରରେ ପୁଣି ହାଇଡ୍ରାମା । କଡ଼ା ପୋଲିସ ସୁରକ୍ଷା ଓ ବ୍ୟାରିକେଡ୍ ସତ୍ତ୍ୱେ ଜନ୍ତରମନ୍ତରରେ ପ୍ରବେଶ କରି ପ୍ରତିବାଦ କରିଛନ୍ତି କକ୍ରୋଚ୍ ଜନତା ପାର୍ଟି ବା CJPର ନେତା ଓ କର୍ମୀ । ଦଳର ମୁଖ୍ୟ ମୁଖପାତ୍ର ସୌରଭ…

ପାକିସ୍ତାନରେ ଲାଇନଚ୍ୟୁତ ହେଲା ଏକ୍ସପ୍ରେସ୍ ଟ୍ରେନ୍: ୫ ମୃତ, ୩୦ ଆହତ

ପାକିସ୍ତାନ: ପାକିସ୍ତାନରେ ଭୟଙ୍କର ରେଳ ଦୁର୍ଘଟଣା । ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଏକ୍ସପ୍ରେସ୍ ଟ୍ରେନ୍ । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି । ମଙ୍ଗଳବାର ଭୋରରୁ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଲତାନ…

ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଏଲ. ମୁରୁଗାନ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗାନ ମଙ୍ଗଳବାର ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଏହି ମର୍ମରେ ଏକ ଚିଠି ଲେଖି ନିଜ…

ମଣିପୁର ହିଂସା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୪୮ ଘଣ୍ଟିଆ କଣ୍ଟ ଦେଲା ନାଗା ସମ୍ପ୍ରଦାୟ

ଇମ୍ଫାଲ: ମଣିପୁର ହିଂସା ଥମିବାର ନା ଧରୁନି। ସ୍ଥିତି ଦିନକୁୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ମଣିପୁରର କାଙ୍ଗପୋକପି ଜିଲାରେ ୫୨ ବର୍ଷୀୟ ଅଜିନବୋଉ ଆର୍‌ଙ୍କ ହତ୍ୟା ପରେ ତାଙ୍କ କଟାମୁଣ୍ଡ ଫେରାଇବାକୁ ଦାବି ହୋଇଛି। ନାଗା ସଂଗଠନ ‘ଜଏଣ୍ଟ…