October 2026

ରାଜଘାଟରେ ବାପୁ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପିଏମ୍ ମୋଦି

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜନ୍ମବାର୍ଷିକୀ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର୍ ଶାସ୍ତ୍ରୀଙ୍କ ୧୨୨ତମ ଜନ୍ମବାର୍ଷିକୀ। ଏହି ଉପଲକ୍ଷେ ଶୁକ୍ରବାର ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ପାଇଁ ଅଟକିଲା ଆମ୍ବୁଲାନ୍ସ : ୪ ପୋଲିସ ନିଲମ୍ବିତ

ଆସାମ: ଦକ୍ଷିଣ ଆସାମର ସିଲଚରରେ ଟ୍ରାଫିକ୍ ପରିଚାଳନା କରୁଥିବା ୪ ଜଣ ପୋଲିସ କର୍ମଚାରୀ ନିଲମ୍ବିତ । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ କାରକେଡ ଯିବା ସମୟରେ ଏକ ଗୁରୁତର ରୋଗୀ ଯାଉଥିବା ଆମ୍ବୁଲାନ୍ସକୁ କିଛି ସମୟ ପାଇଁ ଅଟକାଇଥିଲେ ଟ୍ରାଫିକ୍ ପୋଲିସ…

ଗୁଜରାଟରେ ୟୁନିଫର୍ମ ସିଭିଲ୍‌ କୋଡ୍‌କୁ ମଞ୍ଜୁରୀ

ଗାନ୍ଧୀନଗର: ଉତ୍ତରାଖଣ୍ଡ ପରେ ଗୁଜରାଟ ହେଉଛି ଭାରତର ଦ୍ୱିତୀୟ ରାଜ୍ୟ, ଯିଏକି ୟୁନିଫର୍ମ ସିଭିଲ୍‌ କୋଡ୍‌ (UCC) ବା ଏକକ ନାଗରିକ ସଂହିତା ବିଲ୍‌କୁ ମଞ୍ଜୁରୀ ଦେଇଛି। ୨୦୨୬ ମାର୍ଚ୍ଚ ୨୪ରେ ଗୁଜରାଟ ବିଧାନସଭାରେ ଏହି ବିଲ୍ ପାରିତ ହେବା ପରେ,…

କ୍ୟାପଟେନ୍ ସ୍ମିତ ମାଚ୍ଛରଙ୍କ ସହ ଫୋନରେ କଥା ହୋଇ ସୁସ୍ଥତା କାମନା କଲେ ପିଏମ୍ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ଲାଇଦୁବାଇ ପାଇଲଟ କ୍ୟାପଟେନ ସ୍ମିତ ମାଚ୍ଛରଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତି । କ୍ୟାପଟେନ୍ ସ୍ମିତ ନିଜର ଅନୁଭବ ଏବଂ ଘଟଣା ସମୟରେ କିଭଳି ସାହସ ପାଇଥିଲେ, ସେ ବିଷୟରେ କଥା ହୋଇଥିଲେ…

ଧାନ କ୍ଷେତରେ ଘାସମରା ଔଷଧ ପକାଇ ଫସଲ ନଷ୍ଟ କଲେ ଦୁର୍ବୃତ୍ତ

କାମାକ୍ଷାନଗର : ଧାନକ୍ଷେତରେ ହସୁଥିଲା ସୁନାର ଫସଲ। ଆଉ କିଛି ଦିନ ପରେ ଅମଳ ହୋଇଥାଆନ୍ତା। ଚାଷୀ ବର୍ଷକ ପରିଶ୍ରମର ଫଳ ପାଇବାର ଆଶା ରଖିଥିଲେ। ହେଲେ, ରାତିର ଅନ୍ଧାରରେ କୌଣସି ଦୁର୍ବୃତ୍ତ ଫଳନ୍ତି ଜମିରେ ଘାସମରା ଔଷଧ ପକାଇଦେଇଛନ୍ତି। ସୂଚନାନୁସାରେ,…

ଝାଲମୁଢି ଖାଇ ଝାଡ଼ାବାନ୍ତି, ୫୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

ସୁବର୍ଣ୍ଣପୁର : ଝାଲମୁଢି ଖାଇ ଝାଡ଼ାବାନ୍ତି। ୫୦ରୁ ଅଧିକ ଆକ୍ରାନ୍ତ l ସୁବର୍ଣ୍ଣପୁର ଜିଲ୍ଲା ମାଙ୍କଡବାହାଲ ଗାଁରୁ ଆସିଛି ଏଭଳି ଏକ ଘଟଣା l ସୂଚନା ଅନୁସାରେ, ଗତକାଲି ଅପରାହ୍ନ ସମୟର ବଦଳି ଗାଁରୁ ଜଣେ ବ୍ୟବସାୟୀ ମାଙ୍କଡବାହାଲ ଗାଁକୁ ଝାଲ…

ଲମତାପୁଟରେ ପହିଲି ଶୀତ ସହ ଘନ କୁହୁଡି

ଲମତାପୁଟ, : ବର୍ଷା ଛାଡିବା ପରେ ମାଳ ଅଞ୍ଚଳରେ ଶୀତ ଲହରୀ ଆରମ୍ଭ ହୋଇଛି l କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ବର୍ଷା ଛାଡିବା ପରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ହୋଇଯିବା ଆରମ୍ଭ ହୋଇଛି । ଫଳରେ ଏବେ ପାରଦ ତଳ…

ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର: ଅକ୍ଟୋବର ଦ୍ବିତୀୟ ସପ୍ତାହରେ ଆଣ୍ଡାମାନସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ପାଣିପାଗ ବିଭାଗ ବିସ୍ତାରିତ ରିପୋର୍ଟରେ ଦର୍ଶାଯାଇଛି ଯେ ଅକ୍ଟୋବର ୧୨ରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ…

୩ ମାସ ପରେ ପୁଣି ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ ସେବା

ଭୁବନେଶ୍ୱର : ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା । ଶୀତ ଋତୁକୁ ଦୃଷ୍ଟିରେ ରଖି ଏହି ଅନ୍ତର୍ଜାତୀୟ ରୁଟରେ ପୁଣି ବିମାନ ଚଳାଚଳ ଆରମ୍ଭ କରୁଛି ଇଣ୍ଡିଗୋ । ଗତ ଜୁଲାଇରୁ ଅସ୍ଥାୟୀ ଭାବେ ବନ୍ଦ…

ହବିଷ୍ୟାଳିଙ୍କ ପାଇଁ ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା, ଆସନ୍ତା ୬ରୁ ଅନଲାଇନ୍ ଆବେଦନ

ପୁରୀ : ପୁରୀରେ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା ଅକ୍ଟୋବର ୨୬ ରୁ ହୋଇ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ୬ ତାରିଖ ଦିନ ଆରମ୍ଭ ହେବ ଅନଲାଇନ୍ ଆବେଦନ ପ୍ରକ୍ରିୟା । ଚଳିତ ବର୍ଷ ପୁରୀ…