ପାର୍ବଣ ପୂର୍ବରୁ ଝଟକା, ପୁଣି ବଢ଼ିଲା କମର୍ସିଆଲ ସିଲିଣ୍ଡର ଦାମ୍
ନୂଆଦିଲ୍ଲୀ : ପାର୍ବଣ ପୂର୍ବରୁ ଝଟକା। ପୁଣି ବଢିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ। ଭୂରାଜନୈତିକ ଉତ୍ତେଜନା ଏବଂ ଯୋଗାଣ ଅଭାବ ମଧ୍ୟରେ ନୂତନ ମାସ ଆସିବା ସହିତ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଅକ୍ଟୋବର…