October 2026

ଓଡ଼ାପଡ଼ା ତହସିଲଦାର ନିଲମ୍ବିତ, ସରକାରୀ ନିୟମ ଉଲଂଘନ ଅଭିଯୋଗ

ଭୁବନେଶ୍ୱର : ଆକ୍ସନରେ ରାଜସ୍ୱ ବିଭାଗ । ଦୁର୍ନୀତି ଏବଂ ବିଶୃଙ୍ଖଳିତ ପ୍ରଶାସନିକ କାର୍ଯ୍ୟଧାରା ବିରୋଧରେ ଆକ୍ସନ ନେଇଛି ରାଜସ୍ୱ ବିଭାଗ । ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ କରାଯାଇଛି । ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ତହସିଲଦାର ଶ୍ରୀ…

ଛାତ୍ର ସଂସଦ ନିର୍ବାଚନରେ ବିସିଜେଡିର ସଫଳତା ପାଇଁ GEN-Zଙ୍କୁ ଧନ୍ୟବାଦ ଜଣାଇଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ବିସିଜେଡି ମହାବିଦ୍ୟାଳୟରେ ୬୦ପ୍ରତିଶତରୁ ଅଧିକ ଓ ବିଶ୍ବବିଦ୍ୟାଳୟରେ ପ୍ରାୟ ୫୦ ପ୍ରତିଶତ ସଫଳତା ପାଇଛି । ରାଜ୍ୟ ବିଜେପି ସରକାରଙ୍କ…

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି: ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୮ ଓ ୨୯ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୫ ତାରିଖରେ ଖୋର୍ଦ୍ଧା…

ଭିଜିଲାନ୍ସ ଜାଲରେ ମହାନଦୀ ନଦର୍ଣ୍ଣ ଡିଭିଜନର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର, ୨୧.୮୮ ଲକ୍ଷ ନଗଦ ଜବତ

କଟକ : ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା । ଭିଜିଲାନ୍ସ ଜାଲରେ କଟକ ଜଗତପୁରସ୍ଥିତ ମହାନଦୀ ନଦର୍ଣ୍ଣ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସ । ତାଙ୍କଠାରୁ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ ହୋଇଛି । ବିଭିନ୍ନ…

ଡିଭାଇଡରକୁ ଧକ୍କା ଦେଲା କାର୍, ଚାଲିଗଲା ଶାଶୁ-ଜ୍ୱାଇଁଙ୍କ ଜୀବନ

ସମ୍ବଲପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଶାଶୁ ଓ ଜ୍ୱାଇଁଙ୍କ ଜୀବନ । ହସଖୁସିର ସଂସାରରେ ହଠାତ୍ ଖେଳିଗଲା ଶୋକର ଛାୟା । ଆଉ ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସମ୍ବଲପୁର ଯୁଯୁମୁରା…

ବିମାନବନ୍ଦରରେ ନୂଆ ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ ସହ ଗାର୍ଡ ଅଫ୍ ଅନର ପ୍ରଦାନ

ଭୁବନେଶ୍ବର: ଓଡ଼ିଶାରେ ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ । ରାଜ୍ୟପାଳଙ୍କ ଆଗମନ ଏବଂ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ମଧ୍ୟାହ୍ନ ୧୨ଟା ୩୦ ମିନିଟ୍ ସମୟରେ ଭୁବନେଶ୍ବର…

ଶ୍ରମିକ ଚାଲାଣ ଓ ଶୋଷଣ ଅଭିଯୋଗ: ବନ୍ଧା ହେଲେ ୫ ଦଲାଲ

ନୂଆପଡା: ଶ୍ରମିକ ଚାଲାଣ ଓ ଶ୍ରମିକଙ୍କ ଶୋଷଣ ଅଭିଯୋଗରେ ନୂଆପଡ଼ା ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, କେତେକ ଶ୍ରମିକ ସର୍ଦ୍ଦାର ୨୦୨୧ ମସିହାରୁ ଅଗ୍ରିମ ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଗରିବ ଓ ଅସହାୟ ପରିବାରଗୁଡ଼ିକୁ ଉତ୍ତରପ୍ରଦେଶର…

POK ଲଞ୍ଚପ୍ୟାଡ୍‌ରେ ସକ୍ରିୟ ୫୦୦ ଆତଙ୍କବାଦୀ, ଶୀତ ବଢ଼ିଲେ ସୀମା ଲଂଘିବାକୁ ଯୋଜନା ! ଭାରତୀୟ ସେନା ସଜାଗ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନର ପ୍ରକୃତି ପରିବର୍ତ୍ତନ ହେଉନାହିଁ। ଶୀତଦିନେ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର କରୁଛି । ସୀମା ଆରପଟେ ଶତାଧିକ ଆତଙ୍କବାଦୀ ସଜାଗ ରହିଛନ୍ତି ଏବଂ ସୁଯୋଗକୁ ଅପେକ୍ଷା କରିଛନ୍ତି । ଶୀତ ବଢ଼ିଲେ, ସେମାନେ ସୀମା…

SIRକୁ ନେଇ ଗୁଜବ: ଦେଶବ୍ୟାପୀ ଜନସମ୍ପର୍କ ଅଭିଯାନ ଚଳାଇବ ବିଜେପି

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ନେଇ ବିରୋଧୀ ଦଳମାନେ ସାରା ଦେଶରେ ଲଗାତାର ବିରୋଧ ପ୍ରଦର୍ଶନ କରୁଛନ୍ତି। ଏଥି ମଧ୍ୟରେ ବିଜେପି ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଆଗାମୀ ସପ୍ତାହରୁ ବିଜେପି ଏକ ଦେଶବ୍ୟାପୀ…

ପତିହନ୍ତା ପତ୍ନୀକୁ ଫାଶୀଦଣ୍ଡ, ପ୍ରେମିକ ସହ ମିିଶି ସ୍ୱାମୀଙ୍କୁ ହତ୍ୟା କରିଥିଲା

ମିରଟ: ପରକୀୟା ପ୍ରୀତି ପାଇଁ ନିଜ ପତିଙ୍କ ତଣ୍ଟିଚିପି ହତ୍ୟା କରିଥିବା ଜଣେ ମହିଳା ଓ ତାଙ୍କ ପ୍ରେମିକକୁ ମିରଟର ଏକ ଅଦାଲତ ଶୁକ୍ରବାର ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ୩ ଦିନ ତଳେ ଏପରି ଏକ ପ୍ରେମିକ ପ୍ରେମିକାଙ୍କୁ…