ଗାଡ଼ି ବୀମା ନ ଥିଲେ ଜେଲ ଓ ଜୋରିମାନା, ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ

ଭୁବନେଶ୍ୱର: ଏଣିକି ଗାଡ଼ିରେ ବୀମା ନ ଥିଲେ ଟୋଲ ଗେଟ ଧରିବ। ବୀମା ନ ଥିଲେ ସ୍ୱୟଂକ୍ରିୟା ପ୍ରଣାଳୀରେ ଗାଡ଼ି ଧରାପଡ଼ିବ। ଗାଡ଼ିର ବୀମା ନଥିଲେ ୨ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ଯାଏଁ ଜେଲ ପ୍ରାବଧାନ କରାଯାଇଛି। ଏହି…

ରାଜଭବନ ଛକରେ ସିରିଜ୍ ଦୁର୍ଘଟଣା: ୨ ବାଇକ୍‌କୁ ଘୋଷାଡ଼ି ନେଲା କାର୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ରାଜଭବନ ଛକରେ ଶନିବାର ସନ୍ଧ୍ୟାରେ ସିରିଜ୍ ଦୁର୍ଘଟଣା ଘଟିଛି। ଏକ ହୁଣ୍ଡାଇ କାର୍ ରଙ୍ଗ୍ ରୁଟ୍‌ରେ ଆସି ଦୁଇ ବାଇକକୁ ଧକ୍କା ଦେଇଛି। କାର୍ ବାଇକ୍ ଦୁଇଟିକୁ କିଛି ବାଟ ଘୋଷାଡ଼ି ନେଇ ରାଜଭବନ ଗୋଲେଇ ଛକର…

ଦାଦର ଷ୍ଟେସନରେ ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରିମାଡ଼ କରିଥିବା ଆକ୍ରମଣକାରୀ

ମୁମ୍ବାଇ : ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଜାନୁଆରୀ ୧୬ ତାରିଖରେ ଛୁରିମାଡ଼ କରିଥିବା ଆକ୍ରମଣକାରୀକୁ ମୁମ୍ବାଇର ଦାଦର ରେଳ ଷ୍ଟେସନରେ ବୁଲୁଥିବା ଦେଖାଯାଇଛି। ଦାଦରର ଏକ ଦୋକାନରୁ ହେଡଫୋନ୍ କିଣି ଆକ୍ରମଣକାରୀ ଷ୍ଟେସନ ଅଭିମୁଖେ ଯାଉଥିବା ସିସିଟିଭି ଦୃଶ୍ୟରୁ ଜଣାପଡିଛି।…

ଆୟୁଷ୍ମାନ ଭାରତ: ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଇନଫ୍ରାଷ୍ଟ୍ରକଚର ମିଶନ (ପିଏମ୍-ଏବିଏଚଆଇଏମ୍) ଯୋଜନା କାର୍ଯ୍ୟକାରୀ କରିବାକୁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟଙ୍କ ନିର୍ଦେଶକୁ ଚାଲେଞ୍ଜ କରି ଦିଲ୍ଲୀ ସରକାର ସୁପ୍ରିମକୋର୍ଟର…

୭୦୦ ପାଲେଷ୍ଟିନୀୟଙ୍କୁ ଛାଡ଼ିବ ଇସ୍ରାଏଲ୍

ତେଲ ଅଭିବ: ଗାଜାରେ ଶାନ୍ତି ଚୁକ୍ତି ହୋଇଛି। ଇସ୍ରାଏଲ ଓ ହାମାସ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଇସ୍ରାଏଲ କ୍ୟାବିନେଟ୍ ଗାଜାରେ ଅସ୍ତ୍ରବିରତି ଚୁକ୍ତିକୁ ଅନୁମୋଦନ କରିଛି। ଏବେ ଇସ୍ରାଏଲ ହାମାସର ଲୋକଙ୍କ ତାଲିକା ଜାରି କରିଛି, ଯେଉଁମାନଙ୍କୁ ସେ…

ତେଜସ୍ବୀ ଯାଦବ ଆରଜେଡିର ନୂଆ ସୁପ୍ରିମୋ, ଲାଲୁ ଯୁଗର ଅବସାନ

ପାଟନା : ତେଜସ୍ୱୀ ଯାଦବ ହେବେ ବିହାରରେ ଆରଜେଡିର ନୂଆ ମୁଖ୍ୟ । ଆରଜେଡିରେ ଏବେ ଏକ ତେଜସ୍ବୀ ଯୁଗ ଆରମ୍ଭ ହୋଇଛି । ଶନିବାର ପାଟନାରେ ଦଳର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦଳୀୟ ସମ୍ବିଧାନ ସଂଶୋଧନ ପାଇଁ…

ଜିନ୍‌ପିଙ୍ଗଙ୍କ ସହ କଥା ହେଲେ ଟ୍ରମ୍ପ

ୱାଶିଂଟନ: ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସହିତ ଟେଲିଫୋନ ବାର୍ତ୍ତାଳପ କରିଛନ୍ତି। ଉଭୟଙ୍କ କଥାବାର୍ତ୍ତାର ସବିଶେଷ ସୂଚନା ମିଳି ନାହିଁ। ତେବେ ଟ୍ରମ୍ପଙ୍କ…

ଆସନ୍ତାକାଲି ଜେଇଇ ମେନ୍‌ ଆଡମିଟ କାର୍ଡ

ନୂଆଦିଲ୍ଲୀ : ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ୨୦୨୫ ପାଇଁ ଆସନ୍ତାକାଲି ଅର୍ଥାତ ଜାନୁୟାରୀ ୧୯ରେ ଆଡମିଟ କାର୍ଡ ଜାରି କରାଯିବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଆଡମିଟ କାର୍ଡ ଜାରି କରାଯିବା ପରେ ପରେ…

୨୦ ମିନିଟ ବିଳମ୍ବ ହୋଇଥିଲେ ଆମକୁ ହତ୍ୟା କରିଥାଆନ୍ତେ ବିରୋଧୀ : ହସିନା

ନୂଆଦିଲ୍ଲୀ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ସେ ତୁରନ୍ତ ଦେଶ ଛାଡ଼ି ନ ଥିଲେ ୨୦ ମିନିଟ ମଧ୍ୟରେ ତାଙ୍କୁ ଏବଂ ତାଙ୍କ ଭଉଣୀ ରେହାନାଙ୍କୁ ବିରୋଧୀମାନେ ହତ୍ୟା କରିଥାଆନ୍ତେ। ଏଥିପାଇଁ ସମସ୍ତ ଯୋଜନା…

ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବିଜେପି କର୍ମୀଙ୍କ ପଥରମାଡ଼ ଅଭିଯୋଗ ଆଣିଲା ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ନିର୍ବାଚନୀ ଦଙ୍ଗା ତୀବ୍ର ହେବାରେ ଲାଗିଛି। ଶନିବାର ଆମ୍ ଆଦମୀ ପାର୍ଟି ନୂଆଦିଲ୍ଲୀ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ସମର୍ଥକମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ଆଣିଛି। ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ…