ପୁଣି ମହଙ୍ଗା ହୋଇପାରେ ବିଦ୍ୟୁତ୍ ବିଲ୍
ଭୁବନେଶ୍ବର: ୨୦୨୫-୨୬ ଆର୍ଥିକ ବର୍ଷରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ। ଆସନ୍ତା ଆର୍ଥିକ ବର୍ଷଠାରୁ ଗ୍ରିଡ୍କୋ ପକ୍ଷରୁ ବିଜୁଳି ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି କରିବାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)କୁ ପ୍ରସ୍ତାବ ଦିଆଯାଇଛି। ୨୦୨୩-୨୪ରେ ବିଦ୍ୟୁତ ୟୁନିଟ ପିଛା…
