ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ମାମଲା : ଚିଠି ଯଦି ନକଲି ତେବେ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର : ହାଇକୋର୍ଟରେ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ ମାମଲା । ଆଶ୍ରମକୁ ଯୋଗ ସ୍କୁଲ କରିବା ପାଇଁ ମିଳିଥିବା ଅନୁମତି ପତ୍ର ନକଲି ବୋଲି କୋର୍ଟଙ୍କୁ ଜଣାଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଚିଠି ଯଦି ନକଲି ତେବେ…

ବଙ୍ଗୋପସାଗରରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ହୋଇପାରେ ଅବପାତ

ଭୁବନେଶ୍ବର: ବଙ୍ଗୋପସାଗରରେ ହୋଇପାରେ ଅବପାତ। ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାରେ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗ ସୂଚନା ଅନୁଯାୟୀ, ଏହି…

ଆରଏସଏସ ମୁଖ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ : କିଛି ଲୋକଙ୍କୁ ଲାଗୁଛି ମନ୍ଦିର-ମସଜିଦ ବିବାଦ ଉଠାଇ ହିନ୍ଦୁଙ୍କ ନେତା ହୋଇଯିବେ

ଭାରତର ବିଭିନ୍ନ ସ୍ଥାନରେ ରାମ ମନ୍ଦିର ଭଳି ବିବାଦ ସୃଷ୍ଟି କରି ହିନ୍ଦୁ ନେତା ବନିକୁ ଚେଷ୍ଟା କରୁଥିବା ଲୋକଙ୍କୁ ଧୂଲେଇ କରିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ। ଏବେ ବିଭିନ୍ନ ଅଞ୍ଚଳର ମସଜିଦ ତଳେ ମନ୍ଦିର ଥିବା ଦାବି କରି…

ବିଦ୍ୟାଳୟ ପରିସରରେ ଛାତ୍ରଙ୍କୁ ଛୁରାମାଡ଼, ଆହତ ଛାତ୍ର ମେଡିକାଲରେ ଭର୍ତ୍ତି

ପଟ୍ଟାମୁଣ୍ଡାଇ : ବିଦ୍ୟାଳୟ ପରିସରରେ ଛାତ୍ରଙ୍କୁ ଛୁରାମାଡ଼ । ଆହତ ଛାତ୍ର ମେଡିକାଲରେ ଭର୍ତ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ତେଲେଙ୍ଗା ବସନ୍ତ ପଞ୍ଚାୟତ ନୋଡାଲ ହାଇସ୍କୁଲରେ ଘଟିଛି ଘଟଣା । ମଧ୍ୟାହ୍ନ ଭୋଜନ ବିରତି ସମୟରେ ଘଟିଛି…

ବଦଳିବ ପରିକ୍ରମା ପ୍ରକଳ୍ପ ଡିଜାଇନ୍

ପୁରୀ: ବଦଳିବ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପ ଡିଜାଇନ୍ । ପୁରୁଣା ସହ କିଛି ନୂଆ ଡିଜାଇନ ପ୍ରସ୍ତୁତ କରାଯାଇ ତାହାର ରୂପରେଖ ପ୍ରସ୍ତୁତ ହେବ । ଏହା ଲୋକଙ୍କ ଧର୍ମୀୟ ଭାବନା ସହ ଜଡିତ ଥିବାରୁ ବିଚାରବିମର୍ଶ ଚାଲିଛି…

ନାତିକୁ ପାଇବାକୁ ସୁପ୍ରିମକୋର୍ଟରେ ଅତୁଲ ସୁଭାଷଙ୍କ ମାଆ

ଯୁବ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛି। ଏହାରି ଭିତରେ ଅତୁଲଙ୍କ ମାଆ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅତୁଲଙ୍କ ପୁଅ ତଥା ନିଜ ସାଢ଼େ ୪ ବର୍ଷର ନାତିର ରକ୍ଷଣାବେକ୍ଷଣ ଦାୟିତ୍ୱ ମାଗି…

ଓଡିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି ନିଆଯିବ ପଦକ୍ଷେପ, ଜୈବିକ ଚାଷକୁ ଦିଆଯିବ ଗୁରୁତ୍ୱ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି ନିଆଯିବ ପଦକ୍ଷେପ । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ନୂଆ କୃଷି ନୀତି ସହ ଜୈବିକ କୃଷିକୁ ଗୁରୁତ୍ୱ ଦିଆଯିବ । ଚାଷୀଙ୍କ ଉତ୍ପାଦିତ…

ୱାନ୍‌ ନେସନ୍ ୱାନ୍‌ ଇଲେକ୍ସନ୍‌ ବିଲ୍ ଜେପିସିରେ ବୈଜୟନ୍ତ ପଣ୍ଡା ସାମିଲ

ଭୁବନେଶ୍ୱର: ୱାନ୍‌ ନେସନ୍ ୱାନ୍‌ ଇଲେକ୍ସନ୍‌ ବିଲ୍ ଜେପିସିରେ ବୈଜୟନ୍ତ ପଣ୍ଡା ସାମିଲ ଅଛନ୍ତି। ଆଜି ଏହି ତାଲିକା ପ୍ରକାଶ ପାଇଛି। ଜେପିସିରେ ଆଉ ୬ ସାଂସଦଙ୍କ ନାଁ ଯୋଡ଼ିଲେ କେନ୍ଦ୍ର ଆଇନମନ୍ତ୍ରୀ। ଜେପିସିରେ ଭର୍ତ୍ତୃହରି ମହତାବ, ସମ୍ବିତ ପାତ୍ର ମଧ୍ୟ…

ଆଖି ବୁଜିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ଚୌତାଲା

ଆଖି ବୁଜିଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ ପ୍ରକାଶ ଚୌତାଲା। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଗୁରୁଗ୍ରାମସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଓମ୍‌ ପ୍ରକାଶ ଇଣ୍ଡିଆନ ନ୍ୟାସନାଲ ଲୋକଦଳର ଅଧ୍ୟକ୍ଷ ଥିବା…

ନୂଆବର୍ଷ ପାଇଁ କଠୋର ହେବ ଅବକାରୀ ବିଭାଗ, ନିୟମ ନମାନିଲେ କଡ଼ା ଆକ୍ସନ: ମନ୍ତ୍ରୀ

ଭୁବନେଶ୍ଵର : ନୂଆବର୍ଷ ପାଇଁ କଠୋର ହେଲା ଅବକାରୀ ବିଭାଗ । ଅବକାରୀ ପଲିସି ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ । ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କଲେ କାଯ୍ୟାନୁଷ୍ଠାନ ହେବ । ଏହା ସହିତ ବେଆଇନ ମଦ ବିକ୍ରି ଉପରେ ଅଙ୍କୁଶ…