ଛାତ୍ରୀନିବାସରୁ ଦୁଇ ଅନ୍ତେବାସୀ ନିଖୋଜ

ମୟୂରଭଞ୍ଜ: ହଷ୍ଟେଲରୁ ଗାଏବ ଦୁଇ ଅନ୍ତେବାସିନୀ । ୧୪ ଘଣ୍ଟା ପରେବି ମିଳୁନି ପତ୍ତା । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ରାଢୋ କେଜିବିଭି ବିଦ୍ୟାଳୟର ଘଟଣା । ଷଷ୍ଠରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ୧୫୮ ଜଣ ଛାତ୍ରୀ ହଷ୍ଟେଲରେ ରୁହନ୍ତି…

ନାବାଳିକାକୁ ଅସଦାଚରଣ ପରେ ହତ୍ୟା

ରାଉରକେଲା : ରାଉରକେଲା ସହରର ପୁଣି ଲଜ୍ଜ୍ୟା । ନାବାଳିକାକୁ ଅସଦାଚରଣ ପରେ ହତ୍ୟା । ରାଉରକେଲା ବିଶ୍ରା ଥାନା ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା ଅଭିଯୋଗ ହୋଇଛି । ଗତକାଲି ସ୍କୁଲକୁ ଯାଇ ଆଉ ଫେରିନଥିଲେ ଛାତ୍ରୀ…

ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୩ ଗୁରୁତର

ବରଗଡ଼: ବରଗଡ଼ ହାଟପଦା ସାଇ ମନ୍ଦିର ନିକଟରେ ଗୋଷ୍ଠୀ ସଂଘର୍ଷ । ଜଣେ ମୃତ, ୩ ଜଣ ଗୁରୁତର । ଗୋଷ୍ଠୀ ସଂଘର୍ଷର କାରଣ ଅସ୍ପଷ୍ଟ ରହିଛି। ଗତକାଲି୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା…

ଡ୍ରାଗନ ଦୋଳି ଛିଡ଼ି ୪ ଗୁରୁତର

ପୋଲସରା: ଛିଡ଼ିଲା ମୀନାବଜାରର ଡ୍ରାଗନ ଦୋଳି। ଦୁର୍ଘଟଣାରେ ଚାରିରୁ ଉର୍ଦ୍ଧ୍ବ ଗୁରୁତର। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁରେ ଚାଲିଥିବା ନାମଯଜ୍ଞରେ ଅଘଟଣ । ଯାତ୍ରାରେ ଲାଗିଥିବା ମୀନାବଜାର ଡ୍ରାଗନ ଟ୍ରେନ ଦୋଳିର ଗୋଟିଏ ବଗି ଛିଣ୍ଡିଯାଇ ୭ଜଣ ଆହତ ହୋଇଥିଲେ…

ପୋଲିସ ଗୁଳିରେ ଟଳିଲା କୁଖ୍ୟାତ ମାଓବାଦୀ

ମାଲକାନଗିରି: ପୋଲିସ ଗୁଳିରେ କୁଖ୍ୟାତ ମାଓବାଦୀ ନିହତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ତରେମ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୋଲିସ ଏନକାଉଣ୍ଟରରେ ଦକ୍ଷିଣ ବସ୍ତର ମାଓ ସଂଗଠନର DVCM କ୍ୟାଡର କୁଖ୍ୟାତ…

ଆଇଏଏସ ସ୍ତରରେ ବଡ଼ ଅଦଳବଦଳ

ଭୁବନେଶ୍ୱର : ଆଇଏଏସ ସ୍ତରରେ ବଡ଼ ଅଦଳବଦଳ । ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହଙ୍କୁ ଷ୍ଟିଲ ଓ ମାଇନ୍ସ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ…

ଗାଜାରେ ଇସ୍ରାଏଲର ପାଲଟା ଆକ୍ରମଣ: ୨୩ ମୃତ

ଗାଜା: ଗାଜାରେ ଇସ୍ରାଏଲ କରିଛି ଏକ ବଡ଼ ଆକ୍ରମଣ, ଯେଉଁଥିରେ ଅତି କମ୍‌ରେ ୨୩ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ଅକ୍ଟୋବରରେ ଅସ୍ତ୍ରବିରତି ଆରମ୍ଭ ହେବା ପରଠାରୁ ଏହାକୁ ସବୁଠାରୁ ମାରାତ୍ମକ ବୋଲି କୁହାଯାଉଛି। ଗାଜାସ୍ଥିତ ଡାକ୍ତରଖାନା ସୂତ୍ରରୁ ପ୍ରକାଶ ଯେ,…

ଓଲା,ଉବର,ରାପିଡୋକୁ ଟକ୍କର ଦେବ ସ୍ୱଦେଶୀ “ଭାରତ-ଟ୍ୟାକ୍ସି”: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ପ୍ରଥମ ସମବାୟ ନେତୃତ୍ୱାଧୀନ ରାଇଡ୍-ହେଲିଂ ପ୍ଲାଟଫର୍ମ ଭାରତ ଟ୍ୟାକ୍ସିର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ଗୃହ, ସମବାୟ ମନ୍ତ୍ରୀ ଅମିତ ଶାହ ଗୁରୁବାର ଦୁଇ ମାସର ସଫଳ ପାଇଲଟ୍ ଅପରେସନ୍ ପରେ ଭାରତର ପ୍ରଥମ…

ଅନୁପ୍ରବେଶ ପାଇଁ ଅଦାଲତ ଉପରେ ଚାପ ପକାଉଛି ଟିଏମସି ; ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରାଜ୍ୟସଭା ଗୃହରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅଭିଭାଷଣ ରଖିଛନ୍ତି । ଅଭିଭାଷଣ ସମୟରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ କଂଗ୍ରେସକୁ ନିଶାନ କରିବା ସହ ଟିଏମସିକୁ ମଧ୍ୟ ନିଶାଣ କରିଛନ୍ତି । ମୋଦୀ କହିଛନ୍ତି, “ଟିଏମସିର ସହକର୍ମୀମାନେ ବହୁତ…

ରାଜ୍ୟସଭା ଗୃହରେ ହଟ୍ଟଗୋଳ; କକ୍ଷତ୍ୟାଗ କଲେ ବିରୋଧୀ ସାଂସଦ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ଦେବା ସମୟରେ ବିରୋଧୀ ସାଂସଦମାନେ କକ୍ଷତ୍ୟାଗ କରିଛନ୍ତି । ରାଜ୍ୟସଭା ଗୃହରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅଭିଭାଷଣ ରଖିବା ଆରମ୍ଭ କରିଛନ୍ତି । ଏହି…