ଏଆଇ ଘୋଷଣାନାମାରେ ୮୬ ଦେଶର ସ୍ବାକ୍ଷର:ଏଆଇ ହେବ ମିଳିତ ଦାୟିତ୍ବ-ସମାଜ ମଙ୍ଗଳ, ବିକାଶ ଟୁଲ୍ ଭାବେ ବ୍ୟବହାର ହେବ
ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ ଶେଷ ହୋଇଛି। ଏହି ଅବସରରେ ଏଆଇ ଘୋଷଣାନାମାରେ ଆମେରିକା, ବ୍ରିଟେନ, କାନାଡା, ଚୀନ, ଡେନମାର୍କ ଓ ଜର୍ମାନୀ ଭଳି ୮୬ଟି ଦେଶ ଓ ଦୁଇଟି ଅନ୍ତର୍ଜାତୀୟ ସଂଗଠନ…